Browsing Category
ଓଡିଶା
ରାଉରକେଲା ରେ ଦୁର୍ଘଟଣା ରେ ନାବାଳକ ମୃତ୍ୟୁ କୁ ନେଇ ଉତ୍ତେଜନା । ପ୍ରତିବାଦ ରେ ବସଷ୍ଟାଣ୍ଡ ଅଞ୍ଚଳ ରେ ରାସ୍ତା ଅବରୋଧ…
.କାର ଦୁର୍ଘଟଣାରେ ଜଣେ ନାବାଳକ ର ମୃତ୍ୟୁ କୁ ନେଇ ରାଉରକେଲା ବସ ଷ୍ଟାଣ୍ଡ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଫେରାର କାର ଚାଳକର ଗିରଫ ଦାବି ଏବଂ କ୍ଷତିପୂରଣ ଦାବିରେ ସ୍ଥାନିୟ ଲୋକମାନେ ମଙ୍ଗଳବାର ସକାଳେ ବସଷ୍ଟାଣ୍ଡ ରୋଡ଼ ରେ ଟାୟାର ଆଦି ଜାଳି ରାସ୍ତା ଅବରୋଧ କରିଛନ୍ତି ।
!-->!-->!-->!-->!-->…
Read More...
Read More...
ଚାରିଦିନ ପୂଜା ପରେ ମା ଙ୍କୁ ମେଲାଣି
ବଣାଇ ଗୁଣ୍ଡିଚା ମନ୍ଦିର ରେ ମା ଦୁର୍ଗାଙ୍କ ପୂଜା କୋଭିଡି କଟକଣା ମଧ୍ୟରେ ଶେଷ ହୋଇଥିବା ବେଳେ ଆଜି ମାଙ୍କୁ ଶ୍ରଦ୍ଧାଳୁ ମାନେ ପୂଜାର୍ଚ୍ଚନା ସହ ମା ଙ୍କୁ ବିଦାୟ ଦେଇଛନ୍ତି । ମହିଳା ମାନେ ମାଙ୍କୁ ପୂଜା ଅର୍ଚନା କରି ବିଦାୟ ଦେଲା ବେଳେ ପରମ୍ପରା ଅନୁଯାୟୀ ସିନ୍ଦୁର, ଅଳତା, ଶଙ୍ଖା ପିନ୍ଧାଇ!-->…
Read More...
Read More...
ବଣାଇ ହସପିଟାଲ କୁ ପାଣି ଭରା ରାସ୍ତା ।
ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଡାକ୍ତର ଖାନା ଉପରେ ବିଭିନ୍ନ ବ୍ଲକ ର ଜନସଧରଣ ନିର୍ଭର କରିଥାନ୍ତି । ଏହି ଡାକ୍ତର ଖାନା କୁ ଆସିବା ଲାଗି ଯେଉଁ ରାସ୍ତା ଅଛି ତା ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି ।
ସାମାନ୍ୟ ବର୍ଷା ହେଲେ ରସ୍ତା ରେ ପାଣି ଭର୍ତ୍ତି ହୋଇ ଯାଉଛି । ରୋଗୀ ଏବଂ!-->!-->!-->!-->!-->…
Read More...
Read More...
କ୍ୟାଡର ମାଓବାଦୀ ନେତ୍ରୀ ଶ୍ୱେତା ଙ୍କ ପୋଲିସ ନିକଟରେ ଆତ୍ମ ସମର୍ପଣ ।
କେନ୍ଦ୍ରୀୟ ମାଓବାଦୀ ସଂଗଠନର ଅଗ୍ରନେତା ଆର.କେ ଓରଫ ରାମକୃଷ୍ଣଙ୍କ ମୃତ୍ୟୁପରେ ଏବେ ମାଓ ସଙ୍ଗଠନରେ ସମସ୍ୟା ଦେଖାଦେଇଥିବା ବେଳେ ଏବେ ଆନ୍ଧ୍ର ଓଡିଶା ସୀମାରେ ସକ୍ରିୟ ଥିବା ପେଦାବାୟାଲୁ ଏରିଆ କମିଟି ମାଓବାଦୀ ସଙ୍ଗଠନ ର ଟପ ନେତ୍ରୀ କେ.କୁମାରୀ ଓରଫ ଶ୍ଵେତା ଆଜି ବିଶାଖାପାଟଣା ଗ୍ରାମାଞ୍ଚଳ!-->…
Read More...
Read More...
କ୍ୟାଡର ମାଓବାଦୀ ନେତ୍ରୀ ଶ୍ୱେତା ଙ୍କ ପୋଲିସ ନିକଟରେ ଆତ୍ମ ସମର୍ପଣ ।
କେନ୍ଦ୍ରୀୟ ମାଓବାଦୀ ସଂଗଠନର ଅଗ୍ରନେତା ଆର.କେ ଓରଫ ରାମକୃଷ୍ଣଙ୍କ ମୃତ୍ୟୁପରେ ଏବେ ମାଓ ସଙ୍ଗଠନରେ ସମସ୍ୟା ଦେଖାଦେଇଥିବା ବେଳେ ଏବେ ଆନ୍ଧ୍ର ଓଡିଶା ସୀମାରେ ସକ୍ରିୟ ଥିବା ପେଦାବାୟାଲୁ ଏରିଆ କମିଟି ମାଓବାଦୀ ସଙ୍ଗଠନ ର ଟପ ନେତ୍ରୀ କେ.କୁମାରୀ ଓରଫ ଶ୍ଵେତା ଆଜି ବିଶାଖାପାଟଣା ଗ୍ରାମାଞ୍ଚଳ!-->…
Read More...
Read More...
ମୁଖ୍ୟମନ୍ତ୍ରୀ ନବୀନ ଙ୍କ ଜନ୍ମଦିନରେ ରକ୍ତଦାନ ଶିବିର ଆୟୋଜିତ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ୭୫ ତମ ଜନ୍ମଦିନ ରେ ରାଉରକେଲା ରେ ବିଜୁ ଜନତା ଦଳ ଏବଂ ଏହାର ସାମ୍ମୁଖ୍ୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି । ଜୀବନ ବିନ୍ଦୁ ଏବଂ ଅନ୍ୟାନ୍ୟ ସଂଗଠନ ମାଧ୍ୟମରେ ୨୦୦ ୟୁନିଟ ରୁ ଉର୍ଦ୍ଧ୍ବ ରକ୍ତ ସଂଗ୍ରହ କରାଯାଇଥିଲା । ମହିଳା ବିଜେଡି!-->…
Read More...
Read More...
ରାଉରକେଲା ସେକ୍ଟର ୫ ସ୍କୁଲ ନିକଟରୁ ମିଳିଥିବା ଯୁବକଙ୍କ ଶବ ଚିହ୍ନଟ ।ହତ୍ୟାକାରୀ ଯୁବକ ଥାନାରେ ଅଟକ ।
ରାଉରକେଲା ଦୀପିକା ଇଂଲିଶ ମିଡ଼ିଅମ ସ୍କୁଲ ନିକଟ ବୁଦା ରୁ ଶୁକ୍ରବାର ଦିନ ସକାଳୁ ମିଳିଥିବା ଯୁବକଙ୍କ ମୃତ ଦେହ ଚିହ୍ନଟ ହୋଇଛି । ତଣ୍ଟି କାଟି ହତ୍ୟା କରାଯାଇଥିବା ଏହି ଯୁବକ ଙ୍କ ଘର ମହିମା ଆଶ୍ରମ ବସ୍ତିରେ ଏବଂ ତାଙ୍କ ନାମ ମନୋରଞ୍ଜନ ନାଗ । ଉକ୍ତ ବସ୍ତି ର ଜଣେ ଯୁବକଙ୍କ ଶାଳୀଙ୍କ ସହ!-->…
Read More...
Read More...
ବିଶାଖାପାଟଣା ରେ ପ୍ରବାସୀ ଓଡ଼ିଆ ପାଳନ କଲେ ଦୁର୍ଗାପୂଜା ।
ଦୁର୍ଗାପୂଜା ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ସାରା ବିଶାଖାପାଟଣା ସହର । କରୋନା କଟକଣା ଯୋଗୁଁ ଗତବର୍ଷ ଦୁର୍ଗା ପୂଜା ପାଳନ ବନ୍ଦ ହୋଇଯାଇଥିଲା କିନ୍ତୁ ଚଳିତ ବର୍ଷ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ଵାରା କରୋନା କଟକଣା ମଧ୍ୟରେ ଦୁର୍ଗାପୂଜା ପାଳନ ପାଇଁ ଅନୁମତି ପ୍ରଦାନ ପରେ ଆନ୍ଧ୍ରପ୍ରଦେଶରେ!-->…
Read More...
Read More...
ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ।ଆଠ ଜଣ ଅଭିଯୁକ୍ତ ଗିରଫ ।
ଦୀର୍ଘ ଏକ ବର୍ଷ ଧରି ଜଣେ ୧୯ ବର୍ଷୀୟା ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ହାତୀବାରି ପୋଲିସ ଆଠ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ୧୮ ରୁ ୩୫ ବର୍ଷ ମଧ୍ୟରେ ଅଛନ୍ତି । ଯୁବତୀ ଜଣଙ୍କ ଏବେ ୫ମାସ ର ଗର୍ଭବତୀ ଅଛନ୍ତି । ଏ!-->…
Read More...
Read More...
ପୋଲିସ ଗୁଳି ରେ ଆହତ ଅପରଧୀଙ୍କ ଠାରୁ ଦୁଇଟି ପିସ୍ତଲ , ସାତଟି ଗୁଳି ଜବତ ।ଗିରଫ ମୁସ୍ତାକ ଗୋରେ ମର୍ଡର କେଶ ର ମୁଖ୍ୟ…
ରାଉରକେଲା ପୋଲିସ ଏବଂ ଅପରାଧୀ ଙ୍କ ମଧ୍ୟରେ ଗୁରୁବାର ଭୋରୁ ଗୁଳି ବିନିମୟ ଘଟି ଦୁଇଜଣ ଅପରାଧୀ ଆହତ ହୋଇଛନ୍ତି । ଆହତ ଦୁଇ ଅପରାଧୀ ମୁସ୍ତାକ ଆଲମ ଏବଂ ମହମ୍ମଦ ଗୁଡ଼ୁ ନିକଟରୁ ପୋଲିସ ଦୁଇଟି ପିସ୍ତଲ , ସାତ ରାଉଣ୍ଡ ଗୁଳି ଜବତ କରିଛି। ଆହତ ଦୁଇଜଣ ଙ୍କୁ ପ୍ରଥମେ ରାଉରକେଲା ସରକାରୀ!-->…
Read More...
Read More...