ମୁଖ୍ୟମନ୍ତ୍ରୀ ନବୀନ ଙ୍କ ଜନ୍ମଦିନରେ ରକ୍ତଦାନ ଶିବିର ଆୟୋଜିତ ।

0 701

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ୭୫ ତମ ଜନ୍ମଦିନ ରେ ରାଉରକେଲା ରେ ବିଜୁ ଜନତା ଦଳ ଏବଂ ଏହାର ସାମ୍ମୁଖ୍ୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି । ଜୀବନ ବିନ୍ଦୁ ଏବଂ ଅନ୍ୟାନ୍ୟ ସଂଗଠନ ମାଧ୍ୟମରେ ୨୦୦ ୟୁନିଟ ରୁ ଉର୍ଦ୍ଧ୍ବ ରକ୍ତ ସଂଗ୍ରହ କରାଯାଇଥିଲା । ମହିଳା ବିଜେଡି ପକ୍ଷରୁ ରାଉରକେଲା ସରକାରୀ ହସ୍ପିଟାଲ ରେ ମା ଏବଂ ଶିଶୁଙ୍କୁ ପ୍ରୋଟିନ ପାଉଡର ବଣ୍ଟନ କରାଯାଇଥିଲା । ବିଧାୟକ ସାରଦା ପ୍ରସାଦ ନାୟକଙ୍କ ସମେତ ଦଳୀୟ କର୍ମୀମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

Leave A Reply

Your email address will not be published.