ଚାରିଦିନ ପୂଜା ପରେ ମା ଙ୍କୁ ମେଲାଣି

0 633

ବଣାଇ ଗୁଣ୍ଡିଚା ମନ୍ଦିର ରେ ମା ଦୁର୍ଗାଙ୍କ ପୂଜା କୋଭିଡି କଟକଣା ମଧ୍ୟରେ ଶେଷ ହୋଇଥିବା ବେଳେ ଆଜି ମାଙ୍କୁ ଶ୍ରଦ୍ଧାଳୁ ମାନେ ପୂଜାର୍ଚ୍ଚନା ସହ ମା ଙ୍କୁ ବିଦାୟ ଦେଇଛନ୍ତି । ମହିଳା ମାନେ ମାଙ୍କୁ ପୂଜା ଅର୍ଚନା କରି ବିଦାୟ ଦେଲା ବେଳେ ପରମ୍ପରା ଅନୁଯାୟୀ ସିନ୍ଦୁର, ଅଳତା, ଶଙ୍ଖା ପିନ୍ଧାଇ ଥିଲେ

। ସମସ୍ତ ମହିଳା ମାନେ ମାଙ୍କ ସିନ୍ଦୁର ଆଣି ନିଜ ନିଜ ମଧ୍ୟରେ ଲଗାଇ ଥିଲେ । ବହୁ ବର୍ଷ ଧରି ଏହି ପରମ୍ପରା ଚାଲି ଆସୁଥିବା ବେଳେ ମହିଳା ମାନେ ଏହି ପରମ୍ପରା କୁ ବଜାୟ ରଖିଛନ୍ତି

Leave A Reply

Your email address will not be published.