ବଣାଇ ହସପିଟାଲ କୁ ପାଣି ଭରା ରାସ୍ତା ।

0 614

ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଡାକ୍ତର ଖାନା ଉପରେ ବିଭିନ୍ନ ବ୍ଲକ ର ଜନସଧରଣ ନିର୍ଭର କରିଥାନ୍ତି । ଏହି ଡାକ୍ତର ଖାନା କୁ ଆସିବା ଲାଗି ଯେଉଁ ରାସ୍ତା ଅଛି ତା ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି ।

ସାମାନ୍ୟ ବର୍ଷା ହେଲେ ରସ୍ତା ରେ ପାଣି ଭର୍ତ୍ତି ହୋଇ ଯାଉଛି । ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ମାନେ ଚାଲି ଆସିବ ତ ଦୂରର କଥା ଗାଡ଼ିରେ ଯିବାରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି । ରସ୍ତା କଡରେ ଡ୍ରେନ ଅର୍ଦ୍ଧ ନିର୍ମିତ ହୋଇ ପଡିଥିବାରୁ ବର୍ଷା ଜଳ ରାସ୍ତା ଉପରେ ଜମି ରହୁଛି । ରୋଗୀ ମନେ ହସ୍ପିଟାଲ ଯିବା ଆସିବାକୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।

Leave A Reply

Your email address will not be published.