Browsing Category

ଓଡିଶା

ସୁନ୍ଦରଗଡ଼ ଜିଲ୍ଲା ବଣେଇ ଏବଂ ହାତୀବାରି ଅଞ୍ଚଳରେ ପଶିଲେ ହାତୀ ଦଳ ।। ବ୍ୟାପକ ଫସଲ ନଷ୍ଟ ଅଭିଯୋଗ ।

ସୁନ୍ଦର ଗଡ଼ ଜିଲ୍ଲା ର ବିଭିନ୍ନ ବ୍ଲକ ରେ କିଛିଦିନ ହେଲା ହାତୀ ଗତିବିଧି ବୃଦ୍ଧି ପାଇଛି । ବ୍ୟାପକ ଫସଲ ନଷ୍ଟ କରିବା ସହ ହାତୀ ପଲ୍ଲ ଘର ଦ୍ଵାର ଭାଙ୍ଗିବା ମଧ୍ୟ ଦେଖାଯାଉଛି । ବଣାଇ ଅଞ୍ଚଳରେ ଦୀର୍ଘ ୧୫ ଦିନ ହେବ ଦୁଇଟି ଦନ୍ତା ହାତୀ ଫସଲ ନଷ୍ଟ କରୁଥିବା ବେଳେ କିଛିଦିନ ହେଲା ଜଙ୍ଗଲ କୁ
Read More...

ବୃଦ୍ଧ ଦମ୍ପତିଙ୍କୁ ନିର୍ମମ ଭାବେ ହାଣି ହତ୍ୟା । ପୋଲିସ ତଦନ୍ତ ଆରମ୍ଭ ।

ଘର ଭିତରେ ପଶି ବୃଦ୍ଧ ଦମ୍ପତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୃବୁତ୍ତ ମାନେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଭିତରେ ଉଭୟଙ୍କ ଶବ ପଡିଥିଲା ବେଳେ ହତ୍ୟାର କାରଣ ଜଣାପଡିନାହିଁ । ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ କାଦୋବାହାଲ ଗ୍ରାମରେ ।
Read More...

ରାଉରକେଲାରେ ପୁଣି ଲଜ୍ଜା ।।ଉଦିତନଗର ଥାନା ଅଞ୍ଚଳ ରେ ନାବାଳିକା କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଅଟକ ।

ରାଉରକେଲାରେ ପୁଣି ଲଜ୍ଜା । ଗୋଟିଏ ଦିନ ରେ ଦୁଇଦୁଇ ଜଣ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଘଟଣା ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି କରିଛି । ପ୍ଲାଣ୍ଟସାଇଟ ଥାନା ଅଞ୍ଚଳ ରେ ଜଣେ ପିତା ତାର ନାବାଳିକା ଝିଅକୁ ଚାରିମାସ ହେଲା ଦୁଷ୍କର୍ମ କରିବା ମାମଲା ରଜ୍ଜୁ ହୋଇଛି । ଅନ୍ୟ ଏକ ଘଟଣାରେ
Read More...

ରାଉରକେଲାରେ ପୁଣି ଲଜ୍ଜା ।।ଉଦିତନଗର ଥାନା ଅଞ୍ଚଳ ରେ ନାବାଳିକା କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଅଟକ ।

ରାଉରକେଲାରେ ପୁଣି ଲଜ୍ଜା । ଗୋଟିଏ ଦିନ ରେ ଦୁଇଦୁଇ ଜଣ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଘଟଣା ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି କରିଛି । ପ୍ଲାଣ୍ଟସାଇଟ ଥାନା ଅଞ୍ଚଳ ରେ ଜଣେ ପିତା ତାର ନାବାଳିକା ଝିଅକୁ ଚାରିମାସ ହେଲା ଦୁଷ୍କର୍ମ କରିବା ମାମଲା ରଜ୍ଜୁ ହୋଇଛି । ଅନ୍ୟ ଏକ ଘଟଣାରେ
Read More...

ରାଉରକେଲା ରେ ନଣ୍ଡା କରି ଭିଡିଓ ଭାଇରଲ କରିବା ଘଟଣା ତିନିଜଣ ଙ୍କୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ ।

ରାଉରକେଲା ଟାଙ୍ଗରପାଲି ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ନଣ୍ଡା କରିବା ଏବଂ ଚପଲରେ ମାଡ ମାରିବା ଘଟଣା ର ଭିଡିଓ ଭାଇରଲ ହେବା ପରେ ପୋଲିସ ଏହାକୁ ଗୁରୁତ୍ୱ ଦେଇ ତଦନ୍ତ କରୁଛି । ଏହି ଘଟଣାରେ ତିନିଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚୁରା କରୁଛି । ଏହା ଏକ ସାମାଜିକ ଅପରାଧ
Read More...

ରାଉରକେଲା ରେ ଲଜ୍ଜା । ନାବାଳିକା ଝିଅ କୁ ପିତାର ଦୁଷ୍କର୍ମ ଅଭିଯୋଗ ଅଭିଯୁକ୍ତ ପିତା ଥାନାରେ ଅଟକ ।

ରାଉରକେଲା ରେ ଘଟି ଯାଇଛି ଏକ ଲଜ୍ଜା ଜନକ ଘଟଣା । ଦୀର୍ଘ ଚାରିମାସ ଧରି ପ୍ଲାଣ୍ଟସାଇଟ ଥାନା ଅଞ୍ଚଳରେ ଜଣେ ପିତା ତାର ନାବାଳିକା ଝିଅ ସହ ଦୁଷ୍କର୍ମ କରୁଥିବା ଘଟଣା ଲୋକଲୋଚନ କୁ ଆସିବା ପରେ ଏହି ଘଟଣା ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି କରିଛି । ଏ ବାବଦ ରେ ଶିଶୁ ମଙ୍ଗଳ ସମିତି କୁ
Read More...

ଶିକ୍ଷୟତ୍ରୀ ନିଖୋଜ ମାମଲା : ମନ୍ତ୍ରୀଙ୍କ ଇସ୍ତଫା ଏବଂ ଗିରଫ ଦାବିରେ ବିଜେପି ମହିଳା ମୋର୍ଚ୍ଚା ର ବିକ୍ଷୋଭ ।…

ମହଲିଙ୍ଗ ସନସାଇନ ଇଂଲିଶ ମିଡ଼ିଅମ ସ୍କୁଲ ର ଶିକ୍ଷୟତ୍ରୀ ମମିତା ମେହେର ନିଖୋଜ ମାମଲାରେ ସ୍କୁଲ ର ସଭାପତି ଗୋବିନ୍ଦ ସାହୁ ଗିରଫ ହେବାପରେ ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛି ବିଜେପି । ବୁଧବାର ଦିନ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସାଂସଦ
Read More...

ପୋଖରୀ ରେ ଓଲଟିଲା ସ୍କୁଲ ବସ । ଜଣେ ବିଦ୍ୟାର୍ଥୀ ମୃତ , ୧୯ ଗୁରୁତର।

ପୋଖରୀରେ ସ୍କୁଲ ବସ ଓଲଟି ପଡିବାରୁ ଜଣେ ସାତ ବର୍ଷର ବିଦ୍ୟାର୍ଥୀର ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଆହତ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି । ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ । ବୁଧବାର ସକାଳ ୧୦.୩୦ ମିନିଟ ସମୟରେ ଘଟିଛି ଏହି ହୃଦୟ
Read More...

ଦକ୍ଷିଣପୂର୍ବ ରେଳବାଇ ମହାପ୍ରବନ୍ଧକ ଙ୍କ ରାଉରକେଲା ଗସ୍ତ ବିଭିନ୍ନ ପ୍ରକଳ୍ପ ର ସମୀକ୍ଷା କଲେ ।

ଦକ୍ଷିଣପୂର୍ବ ରେଳବାଇ ମହା ପ୍ରବନ୍ଧକ ଅର୍ଚ୍ଚନା ଯୋଶୀ ମଙ୍ଗଳବାର ଦିନ ରାଉରକେଲା ରେଲୱେ ଷ୍ଟେସନ ପରିଦର୍ଶନ କରିଛନ୍ତି । ତାଙ୍କର ଗସ୍ତ ସମୟରେ ଷ୍ଟେସନ ପରିସରରେ ଏକ ମହିଳା ଆର ପି ଏଫ ବାରାକ ଏବଂ ପ୍ରତୀକ୍ଷାଳୟ ର ଉଦଘାଟନ କରିଛନ୍ତି । ଶ୍ରୀମତୀ ଯୋଶୀ ତାଙ୍କ ଗସ୍ତ ସମୟରେ
Read More...

ପେଟ୍ରୋଲ , ଡିଜେଲ , ରନ୍ଧନ ଗ୍ୟାସ ଦର ଵୃଦ୍ଧି ର ପ୍ରତିବାଦ ରାଉରକେଲା ରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ।

ଦେଶରେ ପେଟ୍ରୋଲ , ଡିଜେଲ , ରନ୍ଧନ ଗ୍ୟାସ ର ଦର ସର୍ବକାଳୀନ ରେକର୍ଡ ଭଙ୍ଗ କରିଛି । ବିଭିନ୍ନ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ଉପରେ ପହଞ୍ଚିଥିବା ବେଳେ ଡିଜେଲ ଦର ଲିଟର ପିଛା ୧୦୩ ଟଙ୍କା ଉପରେ ରହିଛି । ଏହାଛଡା ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୯୦୦ ଟଙ୍କାରୁ ଉର୍ଦ୍ଧ୍ବ ରହିଛି
Read More...