ରାଉରକେଲା ରେ ନଣ୍ଡା କରି ଭିଡିଓ ଭାଇରଲ କରିବା ଘଟଣା ତିନିଜଣ ଙ୍କୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ ।

0 781

ରାଉରକେଲା ଟାଙ୍ଗରପାଲି ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ନଣ୍ଡା କରିବା ଏବଂ ଚପଲରେ ମାଡ ମାରିବା ଘଟଣା ର ଭିଡିଓ ଭାଇରଲ ହେବା ପରେ ପୋଲିସ ଏହାକୁ ଗୁରୁତ୍ୱ ଦେଇ ତଦନ୍ତ କରୁଛି । ଏହି ଘଟଣାରେ ତିନିଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚୁରା କରୁଛି ।

ଏହା ଏକ ସାମାଜିକ ଅପରାଧ ହୋଇଥିବାରୁ ଏହି ଘଟଣାରେ ଆଉ କେଉଁମାନେ ଜଡିତ ଅଛନ୍ତି ଏବଂ ଏହି ଭିଡ଼ିଓ ଭାଇରଲ କରିବାରେ କେଉଁମାନେ ଜଡିତ ଅଛନ୍ତି ତାର ତଦନ୍ତ ଚାଲିଛି ବୋଲି ରାଉରକେଲା ଏସ ପି ମୁକେଶ କୁମାର ଭାମୁ କହିଛନ୍ତି ।

Leave A Reply

Your email address will not be published.