Browsing Category

ଓଡିଶା

ରାଉରକେଲା ଏବଂ ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପ୍ରକ୍ରିୟା ରୁ ବାଦ ପଡିଲା ।।ରାଜ୍ୟରେ ୧୦୮ ଟି ପୌରସଂସ୍ଥା ଏବଂ ୩…

ଏବେ ହେବ ନାହିଁ ରାଉରକେଲା ଏବଂ ସମ୍ବଲପୁର ମହାନଗର ନିଗମ ର ନିର୍ବାଚନ । ରାଜ୍ୟର ୧୦୮ ଟି ପୌରସଂସ୍ଥା ଏବଂ ୩ ଟି ମହନଗର ନିଗମରେ ନିର୍ବାଚନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅଦାଲତରେ ମାମଲା ଯୋଗୁ ସମ୍ବଲପୁର ଏବଂ ରାଉରକେଲା ରେ ମହନଗର ନିଗମ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯିବ
Read More...

ବଣେଇ ଅଞ୍ଚଳରେ ଦନ୍ତା ଆକ୍ରମଣରେ ପୁଣି ଜଣେ ବୃଦ୍ଧା ଆହତ । ଲୋକେ ଆତଙ୍କିତ ।

ଦନ୍ତାହାତୀ ଆକ୍ରମଣରେ ଆଜି ପୁଣି ଜଣେ ବୃଦ୍ଧା ଆହତ ହେବା ପରେ ବଣେଇ ଅଞ୍ଚଳ ରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ଟିକାୟତପାଲି ଫରେଷ୍ଟ ସେକ୍ସନ ର କନ୍ତସର ଗ୍ରାମରେ ଜଣେ ବୃଦ୍ଧା ମଙ୍ଗଳବାର ସକାଳେ ବାସନ ମାଜୁ ଥିବା ବେଳେ ଏହି ଦନ୍ତା ଆକ୍ରମଣ କରିଥିଲା । ଲୋକମାନେ ତୁରନ୍ତ
Read More...

ଦୀପାବଳୀ ପର୍ଯ୍ୟନ୍ତ ରାସ୍ତାକଡରେ ଠେଲା ଲଗାଇବାକୁ ପ୍ରଶାସନ କୁ ଅନୁରୋଧ କଲେ ଅସ୍ଥାୟୀ ବ୍ୟବସାୟୀ ।

ଏବେ ରାଉରକେଲା ରେ ଟ୍ରାଫିକ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ଚାଲିଛି ରାସ୍ତା କଡରୁ ଉଠା ବ୍ୟବସାୟୀ ଙ୍କୁ ଉଚ୍ଛେଦ ପ୍ରକ୍ରିୟା। ସହର ର ମୁଖ୍ୟମାର୍ଗରେ ଅତ୍ୟଧିକ ଟ୍ରାଫିକ ସମସ୍ୟା ହେଉଥିବାରୁ ରାସ୍ତାକଡରୁ ମୁଖ୍ୟତଃ ଠେଲାରେ ଫଳ ବିକ୍ରୟ କରୁଥିବା ବ୍ୟବସାୟୀ ଙ୍କୁ ହଟା ଯାଉଛି । ଆଗକୁ ଆସୁଛି
Read More...

ରାଉରକେଲା ରେ ଛଟ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ ।। ବିହାର ସାଂସ୍କୃତିକ ପରିଷଦ ସଦସ୍ୟ ଏ ଡି ଏମ ଙ୍କୁ ଭେଟିଲେ ।

ଆସନ୍ତା ନଭେମ୍ବର ୧୦ ଏବଂ ୧୧ ତାରିଖରେ ଛଟ ପୂଜା ପାଳନ କରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିହାର ପ୍ରଦେଶ ରେ ବସବାସ କରୁଥିବା ଲୋକମାନଙ୍କର ଏହା ସବୁଠାରୁ ବଡ଼ ପର୍ବ । ରାଉରକେଲା ଇସ୍ପାତ ସହରରେ ବିହାର ଏବଂ ଉତ୍ତର ପ୍ରଦେଶ ଅଞ୍ଚଳର ବହୁ ଲୋକ ରହୁଥିବାରୁ ଛଟ ପର୍ବ ଏଠାରେ
Read More...

ଅର ଏସ ପି ଶ୍ରମିକ ସଂଗଠନ ସ୍ୱୀକୃତି ନିର୍ବାଚନ ଲାଗି ମାହୋଲ ସରଗରମ ।। ନଭେମ୍ବର ୧୫ ରେ ହେବ ନିର୍ବାଚନ ।

ଆସନ୍ତା ନଭେମ୍ବର ୧୫ ତାରିଖରେ ହେବାକୁ ଯାଉଛି ରାଉରକେଲା ଇସ୍ପାତ କାରଖାନା ଶ୍ରମିକ ସଙ୍ଗଠନ ର ସ୍ବୀକୃତି ନିର୍ବାଚନ । ଗତ ନିର୍ବାଚନରେ ଭାରତୀୟ ମଜଦୂର ସଭା ସମର୍ଥିତ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ବିଜୟ ଲାଭ କରି ସ୍ୱୀକୃତି ଶ୍ରମିକ ସଂଗଠନର ମାନ୍ୟତା ପାଇଥିଲା ।ବି ଏମ ଏସ ର
Read More...

ଆର ଜି ଏଚ ରେ ପାଥୋଲୋଜିକଲ ଟେଷ୍ଟ ରେ ଅବ୍ୟବସ୍ଥା ଅଭିଯୋଗ ହସପିଟାଲ ନିର୍ଦେଶକଙ୍କୁ ଭେଟିଲେ କଂଗ୍ରେସ କର୍ମକର୍ତ୍ତା ।

ରୋଗ ର ଚିକିତ୍ସା ଲାଗି ପ୍ରଥମ ସୋପାନ ହେଲା ରୋଗ ନିରୂପଣ ।ରୋଗ ନିରୂପଣ ଲାଗି ବିଭିନ୍ନ ପରୀକ୍ଷା ଯଥା ରକ୍ତ ର ପାଥୋଲୋଜିକାଲ ଟେଷ୍ଟ ନିହାତି ଆବଶ୍ୟକ । ଏବେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାର ଉନ୍ନତିକରଣ ଲାଗି ବହୁ ପଦକ୍ଷେପ ନେଉଛନ୍ତି । ଏଥିଲାଗି ବିଭିନ୍ନ ସରକାରୀ ଡାକ୍ତରଖାନାରେ
Read More...

୧୬ ଦଫା ଦାବିରେ ବିଜେପିର ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ସାଧାରଣ ଜୀବନଯାତ୍ରା ପ୍ରଭାବିତ ।

୧୬ ଦଫା ଦାବି ନେଇ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଥିବା ବେଳେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ସକାଳ ଛଅ ଟା ରୁ ସନ୍ଧ୍ୟା ଛଅ ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । ସମଗ୍ର ମୟୁରଭଞ୍ଜ ରେ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି । ଆଜି ସକାଳୁ ବିଜେପି
Read More...

ଦନ୍ତାହାତୀ ଆକ୍ରମଣରେ ବଣେଇ ରେ ଜଣେ ମହିଳା ଗୁରୁତର ।। ଲୋକେ ଆତଙ୍କିତ ।

ରବିବାର ସକାଳୁ ବଣେଇ ସହର ମଧ୍ୟକୁ ପଶି ଆସି ଡେରା ପକାଇଥିବା ଦୁଇଟି ଦନ୍ତା ହାତୀଙ୍କ ଆତଙ୍କ ବଢି ଚାଲିଛି । ଆଜି ସକାଳେ ବଣେଇ ର ଡରେଇକେଲା ରେ ଜଣେ ମହିଳା ପ୍ରାତ ଭ୍ରମଣ ରେ ବାହାରିଥିବା ବେଳେ ଦନ୍ତା ହାତୀ ର ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା
Read More...

ସହର ମଧ୍ୟରେ ପଶିଲେ ହାତୀ । ମନ୍ଦିର ପାଚେରୀ ଭାଙ୍ଗିଲେ । ଫସଲ ନଷ୍ଟ କଲେ ।

ସହର ଭିତରେ ପଶିଲେ ହାତୀ । ବଣେଇ ବାଣେଶ୍ଵର ମନ୍ଦିରର ପାଚେରୀ ଭାଙ୍ଗିବା ସହ ସେଠାରେ ଡେରା ପକାଇ ରହିଛନ୍ତି ଦୁଇ ଟି ହାତୀ। ଗୋଠଛଡା ହୋଇ ଏହି ଦୁଇଟି ଦନ୍ତା ହାତୀ ଏବେ ବଣାଇ ସହ ତାମରା ବନାଞ୍ଚଳ ରେ ମଧ୍ୟ ପାଞ୍ଚଦିନ ହେଲା ଉତ୍ପାତ କରିବା ସହ ଫସଲ , ଘର ଆଦି ନଷ୍ଟ କରୁଛନ୍ତି ।
Read More...

ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କ ହୋଇଥିଲା ହତ୍ୟା ଅନ୍ଧ ବିଶ୍ୱାସ ର ବଶବର୍ତ୍ତୀ ନହେବାକୁ ସୁନ୍ଦରଗଡ଼ ଏସପି…

ଅନ୍ଧ ବିଶ୍ୱାସ ର ପରିଣତି କେତେ ଯେ ଭୟଙ୍କର ହୋଇପାରେ ତାହା ସ୍ପଷ୍ଟ ହୋଇଯାଇଛି ସୁନ୍ଦରଗଡ଼ ଜିଲ୍ଲାରାଏବଗା ଥାନା ର କାଦୋବାହାଲ ଡବଲ ମର୍ଡର ଘଟଣାରେ । ଅନ୍ଧ ବିଶ୍ୱାସ ର ବଶବର୍ତ୍ତୀ ହୋଇ ଜଣେ ଯୁବକ ଏକ ବୃଦ୍ଧ ଦମ୍ପତିଙ୍କୁ ବୁଧୁବାର ସନ୍ଧ୍ୟାରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ।
Read More...