Browsing Category
ଓଡିଶା
ଓମିକ୍ରନ୍ନ ମୁକାବିଲା ଲାଗି ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ।। ଓଡ଼ିଶାରେ ଦୁଇଟିଓମିକ୍ରନ୍ ମାମଲା ଚିହ୍ନଟ ପରେ…
ଓଡ଼ିଶାରେ ମଙ୍ଗଳବାର ଦିନ ଦୁଇଟି ଓମିକ୍ରନ୍ ମାମଲା ଚିହ୍ନଟ ହେବା ପରେ ସରକାରୀ ସ୍ତରରେ ସତର୍କତା ଅବଲମ୍ବନ କରାଯାଉଛି। ଓମିକ୍ରନ ମୁକାବିଲା ବାବଦରେ ଏକ ଉଚ୍ଚ ସ୍ତରୀୟ ବୈଠକ ଲୋକସେବା ଭବନରେ ଆରମ୍ଭ ହୋଇଛି। କଣ୍ଟାଟ ଟ୍ରାସିଂ ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଛି।
ଏହି ପ୍ରକ୍ରିୟାରେ!-->!-->!-->!-->!-->…
Read More...
Read More...
ଓମିକ୍ରନ୍ ଛୁଇଁଲା ଓଡିଶା। ଦୁଇଜଣଙ୍କ ନିକଟରେ ଓମିକ୍ରନ ଭୁତାଣୁ ଥିବା ଆଇଏଲଏସ ର ସୂଚନା।
କୋଭିଡ ର ନୂଆ ଭେରୀଆଣ୍ଟ ଓମିକ୍ରନ ଛୁଇଁଲା ଓଡିଶା। ଦୁଇଜଣ ବିଦେଶ ଫେରନ୍ତା ଓମିକ୍ରନ୍ ରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି। ଉଭୟଙ୍କ ଜିନମ ସିକ୍ୟୁଏନ୍ସିଙ୍ଗ ପରେ ଓମିକ୍ରନ ଭୁତାଣୁ ଥିବା ଜଣା ପଡିଥିଲା। ଏହି ସୂଚନା ଦେଇଛନ୍ତି ଆଇ ଏଲ ଏସ । ଜଣେ ଆକ୍ରାନ୍ତ ନାଇଜେରିଆ ଫେରନ୍ତା!-->…
Read More...
Read More...
ହୋପ ଅଫ ଲାଇଫ ସଦସ୍ୟଙ୍କ ମାନବିକତା।। ଦୁର୍ଘଟଣା ର ଶିକାର ହୋଇ ଭିକ୍ଷାବୃତ୍ତି କରୁଥିବା ଶ୍ରମିକଙ୍କୁ ଦେଲେ ନୂଆ ଜୀବନ।
ମନୁଷ୍ୟ ଜନ୍ମ ପାଇ ନିଜକୁ ମାନବସେବା ରେ ନିୟୋଜିତ କଲେ ଜୀବନର ସାର୍ଥକତା ପ୍ରତିପାଦିତ ହୁଏ। ଏହି ମାନବିକତାର ପରିଚୟ ଦେଇଛନ୍ତି ରାଉରକେଲା ର ସ୍ବେଛାସେବୀ ସଙ୍ଗଠନ ହୋପ ଅଫ ଲାଇଫ ର ସଦସ୍ୟ ମାନେ। ଜଣେ ନିଃସହାୟ କୁ ଡାକ୍ତରୀ ଚିକିତ୍ସା ଯୋଗାଇଦେଇ ବେଶ ପ୍ରସଂଶା ପାଇଛନ୍ତି ଏହି ଯୁବକ ମାନେ ।!-->…
Read More...
Read More...
“ଶିଶୁ ଅନୁକୂଳ ସୁନ୍ଦରଗଡ଼” ଲାଗି ଜିଲ୍ଲାସ୍ତରୀୟ କର୍ମଶାଳା।। ପ୍ରତ୍ୟେକ କାର୍ଯ୍ୟକ୍ରମରେ ଶିଶୁ ଅନୁକୂଳ…
ଶିଶୁମାନେ ହେଉଛନ୍ତି ଆମ ଦେଶର ସମ୍ପଦ। ତେଣୁ ସେମାନଙ୍କୁ ଏକ ସୁନ୍ଦର ଭବିଷ୍ୟତ ଦେବା ପାଇଁ ଆମ ସମାଜକୁ ଶିଶୁ ଉପଯୋଗୀ କରିବାକୁ ହେବ, ଯେଉଁଠି ସେମାନଙ୍କ ଅଧିକାର ସୁନିଶ୍ଚିତ ହେବା ସହ ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେମାନେ ସହଭାଗୀ ହୋଇପାରିବେ। ଏଭଳି ଲକ୍ଷ୍ୟ ରଖି ସୁନ୍ଦରଗଡ଼ ପ୍ରଶାସନ ପକ୍ଷରୁ!-->…
Read More...
Read More...
ସେଭ ଓଡିଶା ଚେରୀଟାବୁଲ ସଙ୍ଗଠନ ପକ୍ଷରୁ ରାଉରକେଲା ରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ।
"ସଡକ ସୁରକ୍ଷା ଜୀବନ ରକ୍ଷା"। ଏହା ସମସ୍ତେ ଜାଣିଥିଲେ ମଧ୍ୟ ଗାଡି ଚଳାଇଲା ବେଳେ ସଡକ ସୁରକ୍ଷା ନିୟମକୁ ବହୁ ଲୋକ ଉଲଙ୍ଘନ କରୁଛନ୍ତି।
ଏହାକୁ ଦୃଷ୍ଟିରେ ରଖି ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ନିୟମିତ ଭାବେ ସଡକ ସୁରକ୍ଷା ଉପରେ ସଚେତନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି।!-->!-->!-->!-->!-->…
Read More...
Read More...
ସୁନ୍ଦରଗଡ଼ ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଆର୍ଥିକ ସ୍ୱାବଲମ୍ବୀ କରିବା ଲାଗି କରାଯାଉଛି ବ୍ୟାଙ୍କ…
ସୁନ୍ଦରଗଡ଼ ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ (ଏସଏଚଜି) ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ବ୍ୟାଙ୍କ ସହ ସଂଯୋଗୀକରଣ କରାଯାଉଛି। ନଭେମ୍ବର ୧୦ ତାରିଖରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସମନ୍ୱୟ ମେଳା ଆୟୋଜନ କରାଯାଇ ୯୨ ପ୍ରତିଶତରୁ ଉର୍ଦ୍ଧ୍ୱ ମହିଳା ଏସଏଚଜିମାନଙ୍କର ବ୍ୟାଙ୍କ!-->…
Read More...
Read More...
ଭୁବନେଶ୍ୱର ଏଆରପୋର୍ଟ ରେ “ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା” ଯୋଜନା ର ଶୁଭାରମ୍ଭ କଲେ…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା’ ନାମରେ ଏକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଆଜି ମାଲକାନଗିରିକୁ ଏକ ଡାକ୍ତରୀ ଦଳକୁ ନେଇ ପ୍ରଥମ ବିମାନ ଉଡାଣ ଆରମ୍ଭ ହୋଇଛି।
!-->!-->!-->…
Read More...
Read More...
ସୁନ୍ଦରଗଡ଼ ଜିଲ୍ଲା କୋଇଡା ଏବଂ ଟେନସା ଅଞ୍ଚଳରେ ତୁଷାରପାତ।। ତାପମାତ୍ରା ଆହୁରି ୨ ରୁ ୩ ଡିଗ୍ରୀ କମିବା ସମ୍ଭାବନା।
ରାଜ୍ୟର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ଥିବାବେଳେ ୧୨ ଟି ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି।
ଆସନ୍ତା ୪ ଦିନ ଆଉ ୨ ରୁ ୩ ଡିଗ୍ରୀ ତାପମାତ୍ରା କମିବାର ସମ୍ଭାବନା ରହିଥିବାର ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ସୁନ୍ଦରଗଡ଼!-->!-->!-->!-->!-->…
Read More...
Read More...
ରାଉରକେଲା ରେ ୩୭ ତମ ରାଜ୍ୟ ଦନ୍ତ ଚିକିତ୍ସକଙ୍କ ସମ୍ମିଳନୀ।। କୋଭିଡ ମହାମାରୀ ସମୟରେ ରୋଗୀସେବା କରିଥିବାରୁ ସଦସ୍ୟଙ୍କୁ…
ଦନ୍ତ ଚିକିତ୍ସକଙ୍କ ୩୭ ତମ ରାଜ୍ୟ ସମ୍ମିଳନୀ ରାଉରକେଲା ହୋଟେଲ ରିଜେନ୍ସି ଇନ ରେ ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟ ଦନ୍ତ ଚିକିତ୍ସକ ସଂଘର ସଭାପତି ସୁବୋଧ କୁମାର ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହା ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଦନ୍ତ ଚିକିତ୍ସକ ମାନେ ଯୋଗ!-->!-->!-->!-->!-->…
Read More...
Read More...
ବଡ଼ଗାଁ ବଜ଼ାରରେ ଖାଦ୍ୟ ସୁରକ୍ଷା ବିଭାଗ,ପୋଲିସ,ଅବକାରୀ ବିଭାଗର ମିଳିତ ଚଢ଼ାଉ।। ନିମ୍ନମାନର ଶସ୍ , ରଙ୍ଗ , ବାସି…
ସୁନ୍ଦରଗଡ ଜିଲ୍ଲା ବଡ଼ଗାଁ ବଜ଼ାରରେ ସ୍ୱାସ୍ଥ୍ୟ ବିଭାଗ , ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉ ରେ ବହୁ ଖାଦ୍ୟ ଅନୁପଯୋଗୀ ସାମଗ୍ରୀ ନଷ୍ଟ କରିଦିଆଯାଇଛି।
ଖାଦ୍ୟ ସମଗ୍ରୀ ଆଇନ ଖିଲାପକାରୀ ଙ୍କ ଠାରୁ ୫ ହଜାର ୪୦୦ ଟଙ୍କା ଜୋରିମାନା ମଧ୍ୟ ଆଦାୟ କରାଯାଇଛି। ମୁଖ୍ୟତଃ ଖାଦ୍ୟ!-->!-->!-->!-->!-->…
Read More...
Read More...