କୋଭିଡ ର ନୂଆ ଭେରୀଆଣ୍ଟ ଓମିକ୍ରନ ଛୁଇଁଲା ଓଡିଶା। ଦୁଇଜଣ ବିଦେଶ ଫେରନ୍ତା ଓମିକ୍ରନ୍ ରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି। ଉଭୟଙ୍କ ଜିନମ ସିକ୍ୟୁଏନ୍ସିଙ୍ଗ ପରେ ଓମିକ୍ରନ ଭୁତାଣୁ ଥିବା ଜଣା ପଡିଥିଲା। ଏହି ସୂଚନା ଦେଇଛନ୍ତି ଆଇ ଏଲ ଏସ । ଜଣେ ଆକ୍ରାନ୍ତ ନାଇଜେରିଆ ଫେରନ୍ତା ହୋଇଥିବାବେଳେ ଅନ୍ୟ ଜଣେ
କତାର ରୁ ଫେରିଥିବା ଜଣାପଡିଛି। ଅଧିକ ସୂଚନା କୁ ଅପେକ୍ଷା କରାଯାଇଛି।