ରାଉରକେଲା ରେ ୩୭ ତମ ରାଜ୍ୟ ଦନ୍ତ ଚିକିତ୍ସକଙ୍କ ସମ୍ମିଳନୀ।। କୋଭିଡ ମହାମାରୀ ସମୟରେ ରୋଗୀସେବା କରିଥିବାରୁ ସଦସ୍ୟଙ୍କୁ ଅଭିନନ୍ଦନ।

0 332

ଦନ୍ତ ଚିକିତ୍ସକଙ୍କ ୩୭ ତମ ରାଜ୍ୟ ସମ୍ମିଳନୀ ରାଉରକେଲା ହୋଟେଲ ରିଜେନ୍ସି ଇନ ରେ ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟ ଦନ୍ତ ଚିକିତ୍ସକ ସଂଘର ସଭାପତି ସୁବୋଧ କୁମାର ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହା ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଦନ୍ତ ଚିକିତ୍ସକ ମାନେ ଯୋଗ ଦେଇଥିଲେ। କୋଭିଡ ମହାମାରୀ ସମୟରେ ଡେଣ୍ଟିଷ୍ଟ ମାନେ ରିସ୍କ ନେଇ ରୋଗୀ ଚିକିତ୍ସା କରିଥିବାରୁ ସମସ୍ତଙ୍କୁ ପ୍ରସଂଶା କରାଯାଇଥିଲା। ଏହାଛଡା ଏବେ ବିଭିନ୍ନ ସ୍ଥାନରେ କ୍ୱାକ ମାନେ ଦାନ୍ତ ଚିକିତ୍ସା କରୁଥିବାରୁ ସେଥିପ୍ରତି ଉଭୟ ଡାକ୍ତର ଏବଂ ରୋଗୀ ସଜାଗ ରହିବାକୁ ନିବେଦନ କରାଯାଇଛି।

Leave A Reply

Your email address will not be published.