Browsing Category
ଓଡିଶା
ରାଉରକେଲା ରେ “ଜଳସାଥୀ” କାର୍ଯ୍ୟକ୍ରମ ର ଶୁଭାରମ୍ଭ।। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଜଳ ପରିଚାଳନା…
ରାଉରକେଲା ସହରରେ ଗୋଷ୍ଠୀ ଭିତ୍ତିକ ଜଳ ପରିଚାଳନା କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ (ଏସଏଚଜି) ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ବିଭିନ୍ନ ସହରାଞ୍ଚଳରେ ଚାଲିଥିବା ‘ଜଳସାଥୀ’ କାର୍ଯ୍ୟକ୍ରମ ରାଉରକେଲାରେ ଆରମ୍ଭ!-->…
Read More...
Read More...
ଚାଷୀ ଉପରେ ଅଦିନିଆ ବର୍ଷା ଚଡକ।। ବଣେଇ ଉପଖଣ୍ଡରେ ଧାନ ଫସଲ ସହ ପନିପରିବା ଚାଷ ନଷ୍ଟ।
ଅଦିନିଆ ବର୍ଷା ଯୋଗୁଁ ସମଗ୍ର ପଶ୍ଚିମ ଓଡ଼ିଶାରେ ଧାନ ଫସଲ ନଷ୍ଟ ହେବା ସହ ପନିପରିବା ଚାଷ ମଧ୍ୟ ପ୍ରଭାବିତ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ବଣେଇ ଉପଖଣ୍ଡର ବିଭିନ୍ନ ବ୍ଲକ ରେ ଅଦିନିଆ ବର୍ଷାରେ ଧାନ ଫସଲ ସହ ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇଯାଇଛି।
ଏବେ!-->!-->!-->!-->!-->…
Read More...
Read More...
ରାଉରକେଲା ରେ ରାଜ୍ୟସ୍ତରୀୟ ଓଡିଶୀ ସଙ୍ଗୀତ କର୍ମଶାଳା “ହେମନ୍ତ ମହୋତ୍ସବ” ଉଦଯାପିତ।
ପଶ୍ଚିମ ଓଡିଶାର ଅଗ୍ରଣୀ କଳା ଅନୁଷ୍ଠାନ ସେକ୍ଟର ୧ ସ୍ଥିତ ଶ୍ରୀ ସିଦ୍ଧି ଏକାଡେମୀ ଅଫ୍ ଆର୍ଟ " ଦ୍ଵାରା ପ୍ରୟୋଜିତ ଏକ ଚତୁର୍ଦିବସୀୟ ରାଜ୍ୟସ୍ତରୀୟ ଓଡ଼ିଶୀ ସଙ୍ଗୀତ କର୍ମଶାଳା ଗତ ୨୬ ତାରିଖ ରେ ଆରମ୍ଭ ହୋଇ, ଗତ ୩୦ ତାରିଖ ମଧ୍ୟାହ୍ନରେ ମହା ସମାରୋହରେ ଉଦଯାପିତ ହୋଇଯାଇଛି।ପ୍ରକାଶଯୋଗ୍ୟ ଯେ!-->…
Read More...
Read More...
ରାଉରକେଲା ସହରରେ ଜିରୋ ନାଇଟ ସେଲିବ୍ରେସନ ଏବଂ ନୂଆବର୍ଷ ପାଳନ ଉପରେ କଟକଣା।। କୋଭିଡ ନିୟମ ପାଳନ କରିବାକୁ ପ୍ରଶାସନର…
କୋଭିଡ୍ ମହାମାରୀର ନୂଆ ଭ୍ୟାରିଏଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡିସେମ୍ବର ୩୧ ତାରିଖରେ ଜିରୋ ନାଇଟ୍ ସେଲିବ୍ରେସନ ଏବଂ ନୂଆ ବର୍ଷ ପାଳନ ଉପରେ କଟକଣା ଜାରି କରିଛନ୍ତି। ତେଣୁ ଏହି ନିୟମ ରାଉରକେଲା ସହରରେ ବଳବତ୍ତର ରହିବ ବୋଲି ମହାନଗର ନିଗମ କମିଶନର ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି!-->…
Read More...
Read More...
ପୁଣି ଲେଉଟିଲା ‘ନାଇଟ କାର୍ଫ୍ୟୁ’।। ଜାନୁଆରୀ ୨୦୨୨ ର କୋଭିଡ ଗାଇଡ଼ଲାଇନ ଜାରିକଲେ ସରକାର।
ପୁଣି ଲେଉଟିଲା ନାଇଟ କର୍ଫ୍ୟୁ। ରାଜ୍ୟରେ ତଥା ଦେଶରେ କୋଭିଡ 19 ଏବଂ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ୨୦୨୨ ର କୋଭିଡ ଗାଇଡ଼ ଲାଇନ ଜାରି କରିଛନ୍ତି
। ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ଜାରୀ କରାଯାଇଛି। ଏହି ରାତ୍ରିକାଳୀନ!-->!-->!-->!-->!-->…
Read More...
Read More...
ପୁଣି ଲେଉଟିଲା ‘ନାଇଟ କାର୍ଫ୍ୟୁ’।। ଜାନୁଆରୀ ୨୦୨୨ ର କୋଭିଡ ଗାଇଡ଼ଲାଇନ ଜାରିକଲେ ସରକାର।
ପୁଣି ଲେଉଟିଲା ନାଇଟ କର୍ଫ୍ୟୁ। ରାଜ୍ୟରେ ତଥା ଦେଶରେ କୋଭିଡ 19 ଏବଂ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ୨୦୨୨ ର କୋଭିଡ ଗାଇଡ଼ ଲାଇନ ଜାରି କରିଛନ୍ତି। ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ଜାରୀ କରାଯାଇଛି।
ଏହି ରାତ୍ରିକାଳୀନ!-->!-->!-->!-->!-->…
Read More...
Read More...
ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ଲୋକପ୍ରିୟ କରିବାଲାଗି ସୁନ୍ଦରଗଡ ଜିଲ୍ଲାରେ ‘ ମିଲେଟ ଅନ ହୁଇଲସ’ ।
ସୁନ୍ଦରଗଡ଼ ଜିଲ୍ଲାରେ ମାଣ୍ଡିଆ ଏବଂ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ପୁଷ୍ଟିକର ଜଳଖିଆକୁ ଲୋକପ୍ରିୟ କରିବା ପାଇଁ ‘ମିଲେଟ୍ ଅନ୍ ହ୍ୱିଲ୍ସ’ ବ୍ୟବସ୍ଥା ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦୁଇଟି ସ୍ୱତନ୍ତ୍ର ଗାଡ଼ି ମାଧ୍ୟମରେ ନୂଆଗାଁ ଏବଂ କୁତ୍ରା ବ୍ଲକର ବିଭିନ୍ନ ହାଟ, ବଜାର ଆଦି!-->…
Read More...
Read More...
ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ।। ଝରସୁଗୁଡାର ଏକ ଘରୋଇ ହସ୍ପିଟାଲରେ ହୃଦଘାତ ରେ ପରଲୋକ ହୋଇଥିବା ସୂଚନ…
ବ୍ରଜରାଜନଗର ବିଧାୟକ ତଥା ଓଡିଶା ବିଧାନ ସଭା ର ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଗୁରୁବାର ସନ୍ଧ୍ୟାରେ ଝରସୁଗୁଡାର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି। ହୃଦଘାତ ରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କର ଅସାମୟୀକ ମୃତ୍ୟୁରେ ରାଜନୈତିକ ମହଲରେ ତଥା ସାଧାରଣରେ!-->…
Read More...
Read More...
ରାଜ୍ୟରେ ଆଉ ପାଞ୍ଚଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ।। ଆକ୍ରାନ୍ତଙ୍କ ସଂଖ୍ୟା ଚଉଦ କୁ ବୃଦ୍ଧି ।
ଓଡ଼ିଶାରେ ଆଜି ଆଉ ପାଞ୍ଚ ଜଣଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ରେ ପହଁଚିଲା। ପୂର୍ବରୁ ୯ ଜଣ ଓମିକ୍ରନ୍ ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହୋଇଥିଲେ। ପ୍ରଥମ ଦୁଇଜଣ ଆକ୍ରାନ୍ତ ଡିସେମ୍ବର ୨୧ ତାରିଖରେ ଚିହ୍ନଟ ହୋଇଥିବା ବେଳେ ଏବେ ଫ୍ରେସ କେଶ!-->…
Read More...
Read More...
ଆଜିଠାରୁ ନନ୍ଦନକାନନ ପାଞ୍ଚଦିନ ଲାଗି ବନ୍ଦ।। ନନ୍ଦନକାନନ ସହ ବଟାନିକାଲ ଗାର୍ଡେନ ମଧ୍ୟ ବନ୍ଦ ରହିବ ।
ଡିସେମ୍ବର ୩୦ରୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ନନ୍ଦନକାନନ କୁ ବନ୍ଦ ରଖାଯାଇଛି । ନବବର୍ଷ ପରିପ୍ରେକ୍ଷୀରେ ଏଠାରେ ପ୍ରବଳ ଭିଡ ହେବାର ସମ୍ଭାବନା ରହିଛି। ଏବେ ଓମିକ୍ରନ ତାର କାୟା ବିସ୍ତାର କରୁଥିବାରୁ ସରକାର ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନେଇଛନ୍ତି
!-->!-->!-->!-->…
Read More...
Read More...