ରାଜ୍ୟରେ ଆଉ ପାଞ୍ଚଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ।। ଆକ୍ରାନ୍ତଙ୍କ ସଂଖ୍ୟା ଚଉଦ କୁ ବୃଦ୍ଧି ।

0 371

ଓଡ଼ିଶାରେ ଆଜି ଆଉ ପାଞ୍ଚ ଜଣ
ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ରେ ପହଁଚିଲା। ପୂର୍ବରୁ ୯ ଜଣ ଓମିକ୍ରନ୍ ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହୋଇଥିଲେ। ପ୍ରଥମ ଦୁଇଜଣ ଆକ୍ରାନ୍ତ ଡିସେମ୍ବର ୨୧ ତାରିଖରେ ଚିହ୍ନଟ ହୋଇଥିବା ବେଳେ ଏବେ ଫ୍ରେସ କେଶ କେଉଁଝର ରୁ ଚିହ୍ନଟ ହୋଇଥିଲା। ଆକ୍ରାନ୍ତ ୟୁ ଏ ଇ ଫେରନ୍ତା ଥିଲେ। ଇତିମଧ୍ୟରେ ରାଜ୍ୟର ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ କଟକ ଅଶ୍ୱିନୀ ହସପିଟାଲ ରୁ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି ।

Leave A Reply

Your email address will not be published.