Browsing Category
ଓଡିଶା
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ସୁନ୍ଦରଗଡରେ ବିଜେଡି ର ବିଜୟ ଯାତ୍ରା ଅବ୍ୟାହତ।। ୩୫ ଆସନ ମଧ୍ୟରୁ ବିଜେଡି ୩୨ ,…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସୁନ୍ଦରଗଡ ଜିଲ୍ଲାରେ ବିଜୁ ଜନତା ଦଳ ଆଶାତୀତ ସଫଳତା ହାସଲ କରିବାକୁ ଯାଉଛି । ଜିଲ୍ଲାର ୩୫ ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଗତକାଲି ୧୭ ଟି ଆସନରେ ଭୋଟ ଗଣତି ହୋଇଥିବା ବେଳେ ବିଜେଡି ୧୬ ଟି ଆସନ ହାସଲ କରିଥିଲା। କେବଳ କୋଇଡା ଆସନ ସିପିଏମ ହାତକୁ!-->…
Read More...
Read More...
ରୋମାନିଆ ସୀମାରେ ଅଟକି ରହିଛନ୍ତି ଓଡ଼ିଶାର ୨ ଶହ ଛାତ୍ରଛାତ୍ରୀ।। ଦେଶକୁ ଶୀଘ୍ର ଫେରାଇ ଆଣିବାକୁ ଭାରତ ସରକାରଙ୍କୁ…
ରୁଷ ଏବଂ ଇଉକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସ୍ଥିତିରେ ଆଶଙ୍କା ମଧ୍ୟରେ ରହିଛନ୍ତି ସେଠାରେ ରହୁଥିବା ଭରତୀୟ ମାନେ। ବିଶେଷ କରି ଇଉକ୍ରେନ କୁ ମେଡ଼ିକାଲ ପାଠ ପଢିବାକୁ ଯାଇଥିବା ଛାତ୍ରଛାତ୍ରୀ ମାନେ ଘୋର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।
ଭାରତ ସରକାର ରୋମାନିଆ ରୁ ସେମାନଙ୍କୁ!-->!-->!-->!-->!-->!-->!-->…
Read More...
Read More...
ରାଉରକେଲା ବିଗ୍ ବଜ଼ାର ଷ୍ଟୋର ରେ ତାଲା।। ଆଶଙ୍କାରେ କର୍ମଚାରୀ ଏବଂ ସ୍ଥାନୀୟ ବ୍ୟବସାୟୀ।
ରାଉରକେଲା ମୁଖ୍ୟ ମାର୍ଗରେ ଥିବା ବିଗ୍ ବଜ଼ାର ଷ୍ଟୋର ରେ ତାଲା ପଡିଯାଇଛି। ଶୁକ୍ରବାର ସନ୍ଧ୍ୟାରୁ ଏହି ଷ୍ଟୋରରେ ତାଲା ପକାଇ ଦିଆଯାଇଥିବା ବେଳେ ଏହାର କୌଣସି ସଠିକ କାରଣ ଜଣା ପଡ଼ିନାହିଁ
। ତେବେ ଫିଉଚର ଗ୍ରୁପ ପରିଚାଳିତ ଏହି ବିଗ୍ ବଜ଼ାର ସଂସ୍ଥାକୁ କମ୍ପାନୀ ବର୍ଷକ ଆଗରୁ!-->!-->!-->!-->!-->!-->!-->…
Read More...
Read More...
ପଞ୍ଚାୟତ ନର୍ବାଚନ ଭୋଟ ଗଣତି ଆରମ୍ଭ।। ବିଜେଡିର ବିଜୟ ଯାତ୍ରା ଅବ୍ୟାହତ।।କଂଗ୍ରେସ , ବିଜେପି ବହୁ ପଛରେ।
ଆଜିଠାରୁ ସାରା ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନ ଭୋଟ ଗଣତି ଆରମ୍ଭ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ କାର୍ଯ୍ୟାଳୟରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ଚାଲିଛି। ସକାଳୁ ପ୍ରାର୍ଥୀ ମାନଙ୍କ କାଉଣ୍ଟିଙ୍ଗ ଏଜେଣ୍ଟଙ୍କୁ ଯାଞ୍ଚ ପରେ ଭୋଟ ଗଣତି!-->…
Read More...
Read More...
ବେଦବ୍ୟାସ ଶୈବପୀଠ ରେ ଲାଗୁ ହେବ ଧାରା୧୪୪।। ମହାଶିବରାତ୍ରି ରେ ରାଉରକେଲା ବେଦବ୍ୟାସ ଶୈବପୀଠ ରେ ଶ୍ରଦ୍ଧାଳୁଙ୍କ…
ପ୍ରସିଦ୍ଧ ବେଦବ୍ୟାସ ଶୈବପୀଠ ରେ ଚଳିତ ବର୍ଷ ମଧ୍ଯ କୋଭିଡ କଟକଣା ମଧ୍ଯରେ ମହାଶିବରାତ୍ରୀ ର ପୂଜନ ବିଦ୍ଧି ସଂପନ୍ନ କରାଯିବ । ମନ୍ଦିର ପରିସର ରେ ଆୟୋଜନ ହେଉଥିବା ପ୍ରସିଦ୍ଧ ବେଦବ୍ୟାସ ମେଳା, ପ୍ରଦର୍ଶନୀ ତଥା ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ଯ ନିଷେଧାଜ୍ଞା ଜାରି କରାଯାଇଛି।
!-->!-->!-->!-->!-->!-->!-->…
Read More...
Read More...
ବିଜେଡି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର ଙ୍କ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ।। ଗ୍ରାମବାସୀ ଙ୍କ ବିରୋଧର…
ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏଥି ଲାଗି ଗତ କାଲି ଅପରାହ୍ନ ୪ଟା ରୁ ପ୍ରଚାର ଶେଷ ହୋଇଯାଇଛି । ତେବେ ଆଜି ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ନିଜ ଦଳୀୟ ସମର୍ଥକ ଙ୍କ ସହିତ ସୁନ୍ଦରଗଡ଼ ଜିଲ୍ଲା!-->…
Read More...
Read More...
ସୁନ୍ଦରଗଡ଼ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପୋଲିଙ୍ଗ ଲାଗି ପ୍ରସ୍ତୁତି ଶେଷ।। ଅତି…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲାର ଲହୁଣୀପଡ଼ା ବ୍ଲକ ସମେତ ବିଭିନ୍ନ ବ୍ଲକରେ ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟ ଗ୍ରହଣ ହେବ। ଭୋଟ ଗ୍ରହଣ ଲାଗି ବ୍ଲକ କାର୍ଯ୍ୟାଳୟରୁ!-->…
Read More...
Read More...
ସାମ୍ୱାଦିକ ମାନଙ୍କୁ ଆକ୍ରମଣ ଘଟଣାରେ ରାଉରକେଲାରେ
ଏସ ୟୁ ଜେ ର ତୀବ୍ର ପ୍ରତିକ୍ରିୟା।। ଦୋଷୀଙ୍କ ପ୍ରତି ଦୃଢ଼…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ବ୍ୟାପକ ହିଂସାକାଣ୍ଡ ପରେ ଏବେ ପୋଲିସ ର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ବିଶେଷ କରି ଯାଜପୁର ଜିଲ୍ଲା ରେ ବ୍ୟାପକ ନିର୍ବାଚନ ଜନିତ ହିଂସାକାଣ୍ଡ ଘଟିଥିବା ବେଳେ ବିଂଝାରପୁର ବ୍ଲକରେ ନିର୍ଦିଷ୍ଟ ରାଜନୈତିକ ଦଳର କର୍ମୀଙ୍କ!-->…
Read More...
Read More...
ସୁନ୍ଦରଗଡରେ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଚାର କଲେ ଅଭିନେତା ଶ୍ରିତମ ଦାସ।। ବିଧାୟକ କୁସୁମ
ଟେଟେ ମଧ୍ୟ ପ୍ରଚାର ରେ…
ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ଆଜି ସରି ଯାଇଛି। ଅନ୍ୟପଟେ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରଚାର ର ଆଜି ଶେଷ ଦିନ । ସମସ୍ତ ଦଳ ଶେଷ ଦିନରେ ପ୍ରଚାରକୁ ଜୋରସୋର କରିଥିବା ବେଳେ ବିଜେପି ମଧ୍ୟ ପୁରା ଜୋର ଲଗାଇ ଦେଇଛି । ଆଜି ସୁନ୍ଦରଗଡ଼ ରେ ପ୍ରଚାର କୁ ଜୋରଦାର କରିଛି ବିଜେପି ।
!-->!-->!-->!-->!-->!-->!-->…
Read More...
Read More...
ହନୁମାନ ବାଟିକା ର ୨୮ତମ ବାର୍ଷିକ ଉତ୍ସବ ଫେବ୍ରୁଆରୀ ୨୩ ତରଖରେ।। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।
ଆସନ୍ତା ଫେବୃଆରୀ ୨୩ ତାରିଖରେ ରାଉରକେଲା ହନୁମାନ ବାଟିକା ର ୨୮ ତମ ବାର୍ଷିକ ଉତ୍ସବ ପାଳନ ଲାଗି ବ୍ୟାପକ ପ୍ରସ୍ତୁତି ଚାଲିଛି। ସମସ୍ତ ମନ୍ଦିର ତଥା ହନୁମାନ ବାଟିକା ପରିସରକୁ ବିଦ୍ୟୁତ ଆଲୋକ ମାଳା ରେ ସୁସଜ୍ଜିତ କରାଯାଇଛି।
ହନୁମାନ ବିଗ୍ରହ ଙ୍କ ସମେତ ସମସ୍ତ ମନ୍ଦିରର ରଙ୍ଗ!-->!-->!-->!-->!-->!-->!-->…
Read More...
Read More...