ପଞ୍ଚାୟତ ନର୍ବାଚନ ଭୋଟ ଗଣତି ଆରମ୍ଭ।। ବିଜେଡିର ବିଜୟ ଯାତ୍ରା ଅବ୍ୟାହତ।।କଂଗ୍ରେସ , ବିଜେପି ବହୁ ପଛରେ।

0 644

ଆଜିଠାରୁ ସାରା ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନ ଭୋଟ ଗଣତି ଆରମ୍ଭ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ କାର୍ଯ୍ୟାଳୟରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ଚାଲିଛି। ସକାଳୁ ପ୍ରାର୍ଥୀ ମାନଙ୍କ କାଉଣ୍ଟିଙ୍ଗ ଏଜେଣ୍ଟଙ୍କୁ ଯାଞ୍ଚ ପରେ ଭୋଟ ଗଣତି କେନ୍ଦ୍ରକୁ ଛଡା ଯାଇଥିଲା

। ଭୋଟ ଗଣତି କେନ୍ଦ୍ର ବାହାରେ ଏବଂ ଭିତରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏବେ ସୁଦ୍ଧା ମିଳିଥିବା ସୂଚନା ମୁତାବକ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଭୋଟ ଗଣତିରେ ବିଜେଡି ପ୍ରଥମ , ବିଜେପି ଦୂତୀୟ ଏବଂ କଂଗ୍ରସ ତୃତୀୟ ସ୍ଥାନରେ ରହିଛି। ତେବେ ଉଭୟ ଦଳ ଠାରୁ ବିଜେଡି ବହୁ ଆଗରେ ଅଛି ।

Leave A Reply

Your email address will not be published.