ହନୁମାନ ବାଟିକା ର ୨୮ତମ ବାର୍ଷିକ ଉତ୍ସବ ଫେବ୍ରୁଆରୀ ୨୩ ତରଖରେ।। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।

0 575

ଆସନ୍ତା ଫେବୃଆରୀ ୨୩ ତାରିଖରେ ରାଉରକେଲା ହନୁମାନ ବାଟିକା ର ୨୮ ତମ ବାର୍ଷିକ ଉତ୍ସବ ପାଳନ ଲାଗି ବ୍ୟାପକ ପ୍ରସ୍ତୁତି ଚାଲିଛି। ସମସ୍ତ ମନ୍ଦିର ତଥା ହନୁମାନ ବାଟିକା ପରିସରକୁ ବିଦ୍ୟୁତ ଆଲୋକ ମାଳା ରେ ସୁସଜ୍ଜିତ କରାଯାଇଛି।

ହନୁମାନ ବିଗ୍ରହ ଙ୍କ ସମେତ ସମସ୍ତ ମନ୍ଦିରର ରଙ୍ଗ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇ ସାରିଲାଣି। ଆସନ୍ତା ୨୦ ତାରିଖରୁ ବାର୍ଷିକ ଉତ୍ସବ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ । ଆସନ୍ତାକାଲି ଜୟ ହନୁମାନ ଟ୍ରଷ୍ଟ ର ଚେୟାରମ୍ୟାନ ଦିଲ୍ଲୀପ ରାୟ ରାଉରକେଲା ରେ ପହଁଚିବା ପରେ ବିଭିନ୍ନ କାର୍ଯ୍ୟକ୍ରମ ର ଚୂଡାନ୍ତ ରୂପାୟନ କରାଯିବ।

Leave A Reply

Your email address will not be published.