Browsing Category
ଓଡିଶା
ଶଙ୍ଖ ନଦୀରୁ ବାଲି ଚୋରା ଚାଲାଣ ବେଳେ ସୁନ୍ଦରଗଡ଼ ପୋଲିସ ର ଚଢ଼ାଉ।। ୧୧ ଟି ବାଲି ବୋଝେଇ ଡ଼ମ୍ପର ଜବତ।
ବିଳମ୍ବରେ ହେଲେ ମଧ୍ୟ ବାଲି ଚୋରା ଚାଲାଣ ଉପରେ ସୁନ୍ଦରଗଡ଼ ପୋଲିସ ଚଢ଼ାଉ ଆରମ୍ଭ କରିଛି। ଶନିବାର ଦିନ ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ଦଲକି ପଞ୍ଚାୟତ ଶଙ୍ଖ ନଦୀରୁ ବେଆଇନ ବାଲି ଚୋରାଚାଲାଣ ହେଉଥିବା ବେଳେ ଏହି ଚଢ଼ାଉ କରାଯାଇଥିଲା। ବେଆଇନ ଭାବେ ବାଲି ଉତ୍ତୋଳନ କରି ଚାଲାଣ!-->…
Read More...
Read More...
ଗୁପ ଚୁପ ବିକ୍ରେତା ଙ୍କୁ ପ୍ରଶିକ୍ଷଣ ଦେବେ ସ୍ୱାସ୍ଥ୍ୟ ବିଭାଗ।। ଅସ୍ୱାସ୍ଥ୍ୟ କର ପରିବେଶରେ ଗୁପଚୁପ ପ୍ରସ୍ତୁତି…
ସ୍ଵାସ୍ଥ୍ୟକର ଗୁପ ଚୁପ ପ୍ରସ୍ତୁତ କରିବାକୁ ଏବେ ଗୁପ ଚୁପ ବିକ୍ରେତା ଏବଂ ବୁଲା ବିକାଳୀଙ୍କୁ ଦିଆଯିବ ପ୍ରଶିକ୍ଷଣ। ତେବେ ମଧ୍ୟ ଗୁପ ଚୁପ ଖାଉଥିଲେ ସାବଧାନ।
କେତେବେଳେବି କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପଡି ପାରନ୍ତି। କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି!-->!-->!-->!-->!-->!-->!-->…
Read More...
Read More...
ଡିସେମ୍ବର ସୁଦ୍ଧା ସମସ୍ତ ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ।। ଅମାନ୍ୟ କଲେ ୧୦ ହଜାର ଟଙ୍କା…
ଗାଡ଼ିରେ ଏବେ ଆଉ ପୁରୁଣା ନମ୍ବର ପ୍ଲେଟ୍ ଚଳିବ ନାହିଁ । ଏଣିକି ପ୍ରତ୍ୟେକ ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ । ଉଭୟ ନୂଆ ଓ ପୁରୁଣା ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ ।
ଏ ନେଇ ରାଜ୍ୟ ପରିବହନ ବିଭାଗ!-->!-->!-->!-->!-->!-->!-->…
Read More...
Read More...
ସାବିତ୍ରୀ ପୂର୍ବରୁ ବଜ଼ାରରେ ମିଳୁଛି କାର୍ବାଇଡ଼ ବ୍ୟବହୃତ ପାଚିଲା ଆମ୍ବ।।ରାଉରକେଲା ବଜ଼ାରରେ କେମିକାଲ ରେ ପଚା…
ଏବେ ବଜ଼ାରରେ ମିଳୁଛି ବିଭିନ୍ନ ପ୍ରକାର ପାଚିଲା ଆମ୍ବ। ଏହା ଦେଖିବାକୁ ବେଶ ଲୋଭନୀୟ।ବାଇଗଣ ପଲେଇ , ସୁନ୍ଦରୀ ଆମ୍ବର ସବୁଠାରୁ ବେଶୀ ଡିମାଣ୍ଡ। ଆଗକୁ ସାବିତ୍ରୀ ବ୍ରତ। ତେଣୁ ଏବେ ରାଉରକେଲା ବଜ଼ାରରେ ବିଭିନ୍ନ ଫଳ ସହ ପାଚିଲା ଆମ୍ବ ଭର୍ତ୍ତି ହୋଇଯାଇଛି। ତେବେ ସାବଧାନ୍।
!-->!-->!-->!-->!-->!-->!-->…
Read More...
Read More...
ଦିନକ ପରେ ସାବିତ୍ରୀ ବ୍ରତ।। ରାଉରକେଲା ବଜଜାରରେ ଫଳମୂଳ ର ସମ୍ଭାର।। ସମସ୍ତ ଫଳର ଦର ୧୦୦ ଟଙ୍କା ଉପରେ।
ଆଉ ଦିନକ ପରେ ସାବିତ୍ରୀ। ଓଡ଼ିଶାର ପୁରପଲ୍ଲୀରେ ଏହି ସାବିତ୍ରୀ ବ୍ରତକୁ ଘରେ ଘରେ ପାଳନ ପାଳନ କରାଯାଇଥାଏ। ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସ୍ତ୍ରୀ ମାନେ ଉପବାସ ରହି ଏହି ବ୍ରତ ରେ ପୂଜାର୍ଚ୍ଚନା କରିଥାନ୍ତି। ବିଧି ଅନୁସାରେ ବିଭିନ୍ନ ପ୍ରକର ଫଳମୂଳ ସହ ପୂଜାର୍ଚ୍ଚନା କରାଯାଇଥାଏ।
!-->!-->!-->…
Read More...
Read More...
ଗୋଟିଏ ଗୋଡ଼ରେ ସ୍କୁଲ ଯାଉଥିବା କୁନି ଝିଅକୁ ମିଳିଲା ସରକାରୀ ସହାୟତା।। ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଲା କୁତ୍ରିମ…
ବିହାରର ଜମୁଇ ଅଞ୍ଚଳରେ ରହୁଥିବା ଗୋଟିିଏ ଛୋଟ ଝିଅର ଭିଡିଓ ଗତ କିଛି ଦିନ ହେଲା ସୋସିଆଲ୍ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଯେଉଁଥିରେ ସେ ଗୋଟିଏ ଗୋଡରେ ଡେଇଁ ଡେଇଁ ସ୍କୁଲ ଯାଉଥିବା ଦେଖିବାକୁ ମିଳିଥିଲା । ଆଉ ଏହି ଭିଡିଓ ଉପରେ ଅନେକ ଲୋକ ନିଜ ନିଜ ମତାମତ ରଖିଥିଲେ । ଏବେ ସେହି!-->…
Read More...
Read More...
ରାଉରକେଲା ବଣିକ ସଙ୍ଘ ର ନବ ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା।।
୪ ଟି ଟ୍ରକ ଏବଂ ଟ୍ରେଲର ମାଲିକ ସଙ୍ଘ ସହ ବଣିକ…
ରାଉରକେଲା ବଣିକ ସଙ୍ଘ ର ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ବିଭିନ୍ନ ଟ୍ରକ ଏବଂ ଟ୍ରେଲର ମାଲିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।
ରାଉରକେଲା ଏବଂ ବେଦବ୍ୟାସ ଟ୍ରକ ମାଲିକ ସଙ୍ଘ , ମାଇନିଂ ଏରିଆ ଟ୍ରକ ଏବଂ ଟ୍ରେଲର ସଂଘର କର୍ମକର୍ତ୍ତା ମାନଙ୍କ ବଣିକ ସଂଘ!-->!-->!-->!-->!-->!-->!-->…
Read More...
Read More...
ପେଟ୍ରୋଲ ପାଇଁ ରାଉରକେଲା ର ବିଭିନ୍ନ ପମ୍ପରେ ପ୍ରବଳ ଭିଡ।। ଆଜି ସନ୍ଧ୍ୟା ୬ଟା ରୁ ଶନିବାର ସକାଳ ୬ଟା ପର୍ଯ୍ୟନ୍ତ…
ରାଜ୍ୟ ପେଟ୍ରୋଲ ଡିଲର୍ସ ଆସୋସିଏସନ ପକ୍ଷରୁ ଦୁଇଦିନ ଧରି ପେଟ୍ରୋଲ ପମ୍ପ ବନ୍ଦ ଡକରା ଡାକରା ଯୋଗୁଁ ଏହାର ପ୍ରଭାବ ରାଉରକେଲା ରେ ପଡିଛି। ଆଜି ସନ୍ଧ୍ୟା ୬ଟାରୁ କାଲି ସକାଳ ୬ଟା ଏବଂ ୨୮ ତାରିଖ ସନ୍ଧ୍ୟା ୬ଟାରୁ ୨୯ ସକାଳ ୬ଟା ଯାଏଁ ରାଜ୍ୟରେ ପେଟ୍ରୋଲ ପମ୍ପ ବନ୍ଦ ରହିବ ।
ପେଟ୍ରୋଲ!-->!-->!-->!-->!-->!-->!-->…
Read More...
Read More...
ରାଜ୍ୟରେ ଦୁଇଦିନ ଧରି ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ।। ଶୁକ୍ରବାର ସନ୍ଧ୍ୟାରୁ ଶନିବାର ସକାଳ…
ଆଜି ଏବଂ ଶନିବାର ରାତିରେ ରାଜ୍ୟରେ ପେଟ୍ରୋଲ ପମ୍ପ ବନ୍ଦ ରହିବ । ରାଜ୍ୟ ପେଟ୍ରୋଲ ଡିଲର୍ସ ଆସୋସିଏସନ ପକ୍ଷରୁ ଦୁଇଦିନ ଧରି ଏହି ବନ୍ଦ ଡକରା ଦିଆଯାଇଛି । ଆଜି ସନ୍ଧ୍ୟା ୬ଟାରୁ କାଲି ସକାଳ ୬ଟା ଏବଂ ୨୮ ତାରିଖ ସନ୍ଧ୍ୟା ୬ଟାରୁ ୨୯ ସକାଳ ୬ଟା ଯାଏଁ ରାଜ୍ୟରେ ପେଟ୍ରୋଲ ବନ୍ଦ ରହିବ ।
!-->!-->!-->!-->!-->!-->…
Read More...
Read More...
ରାଉରକେଲା ପାନପୋଷ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଦାବି।
ରାଉରକେଲା:୨୮/୫/୨୨ଉଦଘାଟନ ର ୫ ମାସ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ ରାଉରକେଲା ର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ। କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ରାଉରକେଲା ରେ ରାଜ୍ୟ ସରକାରଙ୍କ ଦ୍ୱାରା ଏକାଧିକ ପ୍ରକଳ୍ପ ହାତକୁ ନିଆଯାଇଛି।
!-->!-->!-->!-->!-->!-->!-->…
Read More...
Read More...