Browsing Category
ଓଡିଶା
ରାଉରକେଲା ପୁଅ ଅନୁପ ଗର୍ଗଙ୍କ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା।। ବିଭିନ୍ନ ମହଲରୁ ଶୁଭେଚ୍ଛା।
ରାଉରକେଲା ର ପୁଅ ଅନୁପ ଗର୍ଗ ସର୍ବଭାରତୀୟ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଖବର ପାଇବା ପରେ ସହରରୁ ତାଙ୍କ ପରିବାର ପାଖକୁ ଶୁଭେଚ୍ଛା ବାର୍ତ୍ତା ଛୁଟିଛି।
ଅନୁପ ରାଉରକେଲା ର ବିଶିଷ୍ଟ ବ୍ୟବସାୟୀ ସୁଶୀଲ ଗର୍ଗ ଙ୍କ ସୁପୁତ୍ର ଏବଂ ରୋଟାରିଆନ ରାଜେଶ ଗର୍ଗ ଙ୍କ ପୁତୁରା।!-->!-->!-->!-->!-->!-->!-->…
Read More...
Read More...
କନଭେୟର ବେଲ୍ଟ ରେ ଚାପିହୋଇ ଠିକ ଶ୍ରମିକଙ୍କ ମୃତ୍ୟୁ।।ରାଉରକେଲା ଇସ୍ପାତ କାରଖାନା ୧ ନମ୍ବର ବ୍ଲାଷ୍ଟ ଫରନେସ ରେ…
ରାଉରକେଲା ଇସ୍ପାତ କାରଖାନା ୧ ନମ୍ବର ବ୍ଲାଷ୍ଟ ଫରନେସ ରେ ଦୁର୍ଘଟଣା ଘଟି ଜଣେ ଠିକା ଶ୍ରମିକ ମୃତ୍ୟୁ ବରଣ କରିଛନ୍ତି। ମୃତକ ବଣେଇ ଉପଖଣ୍ଡର ଫୁଲଝର ଅଞ୍ଚଳର ୨୩ ବର୍ଷୀୟ ଗଣସିରା ମୁଣ୍ଡାରୀ ଏବଂ ଏବେ ସେ ରାଉରକେଲା ଲାଲଟାଙ୍କି ଅଞ୍ଚଳରେ ରହୁଥିଲେ।
ଗଣସିରା TD Construction!-->!-->!-->!-->!-->!-->!-->…
Read More...
Read More...
ଘରେ ଘରେ ଚାଲିଛି ସାବିତ୍ରୀ ଓଷା।। ସଧବା ସ୍ତ୍ରୀ ମାନେ ମନ୍ଦିରରେ ମଧ୍ୟ କରୁଛନ୍ତି ସାବିତ୍ରୀ ବ୍ରତରେ ପୂଜାର୍ଚ୍ଚନା।
ଆଜି ସାବିତ୍ରୀ ଓଷା । ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । ଏହି ଦିନ ସଧବା ସ୍ତ୍ରୀ ଲୋକମାନେ ଉପବାସ ରହି ପୂଜାର୍ଚ୍ଚନା କରିଥାନ୍ତି। ସାବିତ୍ରୀ ଓଷାରେ ବ୍ରତାଧାରୀ ସଧବା ସ୍ତ୍ରୀ ଲୋକ ମାନେ ଅନ୍ନ ଗ୍ରହଣ କରନ୍ତି ନାହିଁ । ପୂଜା ସରିବା ପରେ ଅପରାହ୍ଣରେ ଧୂଆମୁଗ,!-->…
Read More...
Read More...
ଉଦିତନଗର ସୁପରମାର୍କେଟ ର ଏକ ଦୋକାନରୁ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମୋବାଇଲ ଫୋନ ଚୋରି ଅଭିଯୋଗ।। ପୋଲିସ ତଦନ୍ତ…
ରାଉରକେଲା ଉଦିତନଗର ସୁପର ମାର୍କେଟ ର ଏକ ମୋବାଇଲ ଦୋକାନରୁ ଆଜି ଭୋରୁ ଏକ ବଡ ଧରଣର ଚୋରି ହୋଇଯାଇଛି। ଚୋରି ହୋଇଥିବା
ଫୋନ ଗୁଡିକର ଆନୁମାନିକ ମୂଲ୍ୟ ୧୫ ରୁ ୧୭ ଲକ୍ଷ ଟଙ୍କା ହେବ ବୋଲି ଦୋକାନ ମାଲିକ କହିଛନ୍ତି । ଚୋର ମାନେ ଦୋକାନର ଶଟର କୁ କୌଣସି ଯନ୍ତ୍ର ସାହାଯ୍ୟରେ ଉଠାଇ!-->!-->!-->!-->!-->!-->!-->…
Read More...
Read More...
ଅନଲାଇନ ଏବଂ ଫେସବୁକ ଜରିଆରେ ହେଉଥିବା ଠକାମି ସମ୍ପର୍କରେ ପୋଲିସ ର ସଚେତନତା।। ବଣାଇ ପୋଲିସର ଜନ ସଚେତନତା…
ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ରେ ବଣାଇ ପୋଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ପୁଲିସର ଦାୟିତ୍ୱ ଏବଂ ଜନସାଧାରଣଙ୍କ ଅଧିକାର ସମ୍ପର୍କରେ ସଚେତନତା କରାଇବା ଲାଗି ଏକ ଜନସମ୍ପର୍କ ଶିବିର କେନାଭେଟା ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ବଣାଇ ଥାନା ର!-->!-->!-->!-->!-->!-->!-->…
Read More...
Read More...
ସୁନ୍ଦରଗଡ଼ ଜିଲ୍ଲାରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉଦଯାପିତ।। ୩ ହଜାର ୩୫୨ ଜଣ କ୍ରୀଡ଼ାବିତ…
ସୁନ୍ଦରଗଡ ଜିଲ୍ଲାରେ ୪ ଦିନ ଧରି ଚାଲିଥିବା ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଉଭୟ ବାଳିକା ଏବଂ ବାଳକ ବର୍ଗରେ ସମୁଦାୟ ୩ ହଜାର ୩୫୨ ଜଣ ଅନଲାଇନ ରେ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଆବେଦନ କରିଥିଲେ। ଜିଲ୍ଲାର ୧୭ ଟି ବ୍ଲକରେ ଅଧିକାରୀ ମାନେ!-->…
Read More...
Read More...
ରାଉରକେଲା ବିଶ୍ରା ଅଞ୍ଚଳ ରାସ୍ତା କଡରୁ ଯୁବକଙ୍କ ମୃତ ଦେହ ଉଦ୍ଧାର।। ପୋଲିସ ତଦନ୍ତ ଜାରି।
ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ଚେକ ଗେଟ ନିକଟରୁ ଶନିବାର ସକାଳେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ୨୪ ବର୍ଷୀୟ ଏହି ଯୁବକ ଜଣକ ସ୍ଥାନୀୟ ଏକ ଆଲମିରା କାରଖାନାରେ କାମ କରୁଥିଲେ।
ମୃତକ ରାଜେଶ ଶାହା ୱଏବଂ ସେ ପଶ୍ଚିମବଙ୍ଗ ମାଲଦା ଅଞ୍ଚଳର ବୋଲି ଜଣା ପଡ଼ିଛି। ଆଜି!-->!-->!-->!-->!-->!-->!-->…
Read More...
Read More...
ବିଦ୍ୟାଳୟ ସ୍ତରରେ ଲୁକ୍କାୟିତ କ୍ରୀଡା ପ୍ରତିଭା ଅନ୍ୱେଷଣ ଆରମ୍ଭ।। ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ…
ସୁନ୍ଦରଗଡ଼, ୨୮ ମେ’ ୨୦୨୨: ବିଦ୍ୟାଳୟସ୍ତରରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଓ ପ୍ରଶିକ୍ଷଣ ଦେବା ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ‘କ୍ରୀଡ଼ା ପ୍ରତିଭା ଅନ୍ୱେଷଣ’ କାର୍ଯ୍ୟକ୍ରମ ଆୟୋଜନ!-->…
Read More...
Read More...
ଶଙ୍ଖ ନଦୀରୁ ବାଲି ଚୋରା ଚାଲାଣ ବେଳେ ସୁନ୍ଦରଗଡ଼ ପୋଲିସ ର ଚଢ଼ାଉ।। ୧୧ ଟି ବାଲି ବୋଝେଇ ଡ଼ମ୍ପର ଜବତ।
ବିଳମ୍ବରେ ହେଲେ ମଧ୍ୟ ବାଲି ଚୋରା ଚାଲାଣ ଉପରେ ସୁନ୍ଦରଗଡ଼ ପୋଲିସ ଚଢ଼ାଉ ଆରମ୍ଭ କରିଛି। ଶନିବାର ଦିନ ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ଦଲକି ପଞ୍ଚାୟତ ଶଙ୍ଖ ନଦୀରୁ ବେଆଇନ ବାଲି ଚୋରାଚାଲାଣ ହେଉଥିବା ବେଳେ ଏହି ଚଢ଼ାଉ କରାଯାଇଥିଲା। ବେଆଇନ ଭାବେ ବାଲି ଉତ୍ତୋଳନ କରି ଚାଲାଣ!-->…
Read More...
Read More...
ଗୁପ ଚୁପ ବିକ୍ରେତା ଙ୍କୁ ପ୍ରଶିକ୍ଷଣ ଦେବେ ସ୍ୱାସ୍ଥ୍ୟ ବିଭାଗ।। ଅସ୍ୱାସ୍ଥ୍ୟ କର ପରିବେଶରେ ଗୁପଚୁପ ପ୍ରସ୍ତୁତି…
ସ୍ଵାସ୍ଥ୍ୟକର ଗୁପ ଚୁପ ପ୍ରସ୍ତୁତ କରିବାକୁ ଏବେ ଗୁପ ଚୁପ ବିକ୍ରେତା ଏବଂ ବୁଲା ବିକାଳୀଙ୍କୁ ଦିଆଯିବ ପ୍ରଶିକ୍ଷଣ। ତେବେ ମଧ୍ୟ ଗୁପ ଚୁପ ଖାଉଥିଲେ ସାବଧାନ।
କେତେବେଳେବି କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପଡି ପାରନ୍ତି। କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି!-->!-->!-->!-->!-->!-->!-->…
Read More...
Read More...