Browsing Category
ଓଡିଶା
କମିଲା ଖାଇବା ତେଲ ର ଦାମ।। ଖାଉଟି ଙ୍କ ମଧ୍ୟରେ ଆଶ୍ୱସ୍ତି।
ଖାଇବା ସାମଗ୍ରୀ ଦର ବୃଦ୍ଧି ରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ଏହି ତେଲର ଦର କିଛି ପରିମାଣରେ ହ୍ରାସ ପାଇଛି । ଖାଇବା ତେଲରେ ୨୦ ଟଙ୍କା ପର୍ଯ୍ୟନ୍ତ ଦର ହ୍ରାସ କରିଛନ୍ତି ବିଭିନ୍ନ ତେଲ ଉତ୍ପାଦନ କରୁଥିବା କମ୍ପାନୀ । ସୂର୍ଯ୍ୟମୂଖୀ, ସୋୟାବିନ୍, ଶୋରିଷ ତେଲ ଓ ପାମ୍ ତେଲର ଦାମ କମ ହୋଇଛି ।!-->…
Read More...
Read More...
ଏଗାର ଦିନ ଛୁଟି ପରେ ଆଜି ଖୋଲିଲା ରାଜ୍ୟର ସମସ୍ତ ସ୍କୁଲ।। ସକାଳ ୧୦ ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ।
ଏଗାର ଦିନ ଛୁଟି ପରେ ଶୁକ୍ରବାର ଦିନ ରାଜ୍ୟର ସମସ୍ତ ସ୍କୁଲ ଖୋଲିଛି। ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍କୁଲରେ ଆଜି ଉପସ୍ଥାନ ଭଲ ରହିଛି। ୧୧ ଦିନ ଛୁଟି ପରେ ତଥା ରଜ ପର୍ବ ପାଳନ ପରେ ଛାତ୍ରଛାତ୍ରୀ ମାନେ ଆଗ୍ରହ ସହ ସ୍କୁଲ ଆସିଛନ୍ତି।
ତେବେ ସ୍କୁଲ!-->!-->!-->!-->!-->!-->!-->…
Read More...
Read More...
ସୁନ୍ଦରଗଡର ନୂତନ ଜିଲ୍ଲାପାଳ ହେଲେ ଗଭାଲି ପରାଗ ହର୍ଷଦ।। ରାଜ୍ୟରେ ଆଇ ଏ ଏସ ସ୍ତରରେ ବଡ ଧରଣର ଅଦଳବଦଳ।
ସୁନ୍ଦରଗଡ଼ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଡକ୍ତର ଗଭାଲି ପରାଗ ହର୍ଷଦଙ୍କୁ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ରାଜ୍ୟରେ ଏକ ବଡଧରଣର ଆଇ ଏ ଏସ ପାହ୍ୟା ଅଦଳ ବଦଳରେ ଶ୍ରୀ ହର୍ଷଦ ଙ୍କୁ କଳାହାଣ୍ଡି ରୁ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସୁନ୍ଦରଗଡ଼!-->…
Read More...
Read More...
ବିଦ୍ୟୁତ ବିଲ ପେମେଣ୍ଟ ନକଲେ ଲାଇନ କଟିଯିବା ନେଇ ଫ୍ରଡ଼ ମେସେଜ କୁ ସାବଧାନ।। ହ୍ୟାକ ହୋଇ ପାରେ ଆକାଉଣ୍ଟ।
"ଆଜି ରାତି ସାଢ଼େ ନଅ ଟା ରେ ଆପଣଙ୍କ ବିଦ୍ୟୁତ ସଂଯୋଗ କାଟି ଦିଆଯିବ। ଆପଣ ପୂର୍ବ ମାସର ବକେୟା ବିଲ ଦେଇ ନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅତି ଶୀଘ୍ର ଏହି ନମ୍ବର 8388821543 ରେ ଆପଣଙ୍କ ବିଦ୍ୟୁତ ଅଧିକାରୀଙ୍କ ସଙ୍ଗେ କଥା ହୁଅନ୍ତୁ।"to
ଏପରି ଏକ ମେସେଜ ଏବେ!-->!-->!-->!-->!-->!-->!-->…
Read More...
Read More...
ଦେଶରେ କେତେକ ସ୍ଥାନରେ ‘ଅଗ୍ନିପଥ’ ଯୋଜନାକୁ ତୀବ୍ର ବିରୋଧ।। ବିହାରରେ ଟ୍ରେନ ରେ ନିଆଁ ଲଗାଇଦେଲେ…
କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ତୀବ୍ର ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଛି।ଏହି ଆନ୍ଦୋଳନ ଆଜି ବିହାରରେ ଉଗ୍ର ରୂପ ନେଇଛି। ଉତ୍ୟକ୍ତ ଛାତ୍ର ଏବଂ ସେନାରେ ଆଶାୟୀ ମାନେ ଏକ ପ୍ୟାସେଞ୍ଜର ଟ୍ରେନ୍ରେ ରେ ନିଆଁ ଲଗାଇ ଦେଇଛନ୍ତି ।
ଏହି ଯୋଜନାରେ!-->!-->!-->!-->!-->!-->!-->…
Read More...
Read More...
ଆଜି ସନ୍ଧ୍ୟାରେ ଖୋଲାଯିବ ମନ୍ଦିରା ଡ୍ୟାମ ଗେଟ।। ବ୍ରାହ୍ମଣୀ ଜଳସ୍ତର ବୃଦ୍ଧି ସମ୍ଭାବନା।। ନଦୀକୂଳରେ ରହୁଥିବା ଲୋକ…
ଆଜି ମୌସୁମୀ ଓଡିଶା ଛୁଇଁ ସାରିଛି। ଚଳିତ ମୌସୁମୀ ଆରମ୍ଭରେ ରାଉରକେଲା ନିକଟ କାଂଶବାହଲ ରେ ଥିବା ମନ୍ଦିରା ଡ୍ୟାମ ର କେତେକ ଗେଟ ଆଜି ସନ୍ଧ୍ୟାରେ ଖୋଲାଯିବା ନେଇ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ସୂଚନା ଦିଆଯାଇଛି। ଗେଟ ଖୋଲାଯିବା ଫଳରେ ଶଙ୍ଖ ଏବଂ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି!-->…
Read More...
Read More...
ରାଞ୍ଚି ଚାଲାଣ ବେଳେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ।। ଦୁଇ ଜଣଙ୍କୁ ଗିରଫ କଲେ ପ୍ଲାଣ୍ଟସାଇଟ ପୋଲିସ।
ଝାରଖଣ୍ଡର ରାଞ୍ଚି କୁ ଚାଲାଣ ହେଉଥିବା ବେଳେ ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ୨୪ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇ ର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି। ଗୋପବନ୍ଧୁପାଲି ର ଶ୍ୟାମ ବିହାରୀ ଯାଦବ , ଏବଂ ମୁର୍ଷିଦାବାଦ ର ରଫିକୁଲ ଯାଦବ!-->…
Read More...
Read More...
ଡକାୟତି ଯୋଜନା ପଣ୍ଡ।। ପ୍ଲାଣ୍ଟସାଇଟ ପୋଲିସ ହାତରେ ଧରା ପଡିଲେ ୩ ଡକାୟତ।। ପିସ୍ତଲ , ବମ , ଖଣ୍ଡା , ଭୁଜାଲି ଆଦି…
ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ର ସମୟୋଚିତ ପଦକ୍ଷେପ ଯୋଗୁଁ ଏକ ବଡ ଧରଣର ଡକାୟତି ଯୋଜନା ପଣ୍ଡ ହୋଇଯାଇଛି।ସହରର ଏକ ବ୍ୟବସାୟୀଙ୍କ ଘରେ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ପ୍ଲାଣ୍ଟସାଇଟ ପୋଲିସ ହାତରେ ଧରା ପଡିଛନ୍ତି ୩ ଜଣ ଡକାୟତ
। ଅନ୍ୟ ଦୁଇ ଡକାୟତ ଘଟଣା ସ୍ଥଳରୁ ଫେରାର!-->!-->!-->!-->!-->!-->!-->…
Read More...
Read More...
ଡକାୟତି ଯୋଜନା ପଣ୍ଡ।। ପ୍ଲାଣ୍ଟସାଇଟ ପୋଲିସ ହାତରେ ଧରା ପଡିଲେ ୩ ଡକାୟତ।। ପିସ୍ତଲ , ବମ , ଖଣ୍ଡା , ଭୁଜାଲି ଆଦି…
ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ର ସମୟୋଚିତ ପଦକ୍ଷେପ ଯୋଗୁଁ ଏକ ବଡ ଧରଣର ଡକାୟତି ଯୋଜନା ପଣ୍ଡ ହୋଇଯାଇଛି।ସହରର ଏକ ବ୍ୟବସାୟୀଙ୍କ ଘରେ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ପ୍ଲାଣ୍ଟସାଇଟ ପୋଲିସ ହାତରେ ଧରା ପଡିଛନ୍ତି ୩ ଜଣ ଡକାୟତ
। ଅନ୍ୟ ଦୁଇ ଡକାୟତ ଘଟଣା ସ୍ଥଳରୁ ଫେରାର!-->!-->!-->!-->!-->!-->!-->…
Read More...
Read More...
ଦିଲ୍ଲୀପ ରାୟ ସମର୍ଥନ ଦେଲେ ଦିଲ୍ଲୀପ ମହାପାତ୍ରଙ୍କ ପ୍ୟାନେଲକୁ।। ଅର୍ବାନ ବ୍ୟାଙ୍କ ନିର୍ବାଚନ ରୋଚକ ମୋଡ଼ରେ।
ଆଉ ମାତ୍ର ତିନିଦିନ ପରେ ରାଉରକେଲା ଅର୍ବନ କୋ-ଅପରେଟିଭ ବ୍ୟାଙ୍କ ନିର୍ଦ୍ଦେଶକ ପଦ ଲାଗି ନିର୍ବାଚନ । ନିର୍ବାଚନ ଅବ୍ୟାହତ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଗୋଟିଏ ପ୍ୟାନେଲ ର ପ୍ରାର୍ଥୀ ମାନଙ୍କୁ ଖୋଲାଖୋଲି ସମର୍ଥନ କରିବା ନିର୍ବାଚନ ପରିବେଶ କୁ ସରଗରମ କରିଦେଇଛି।
!-->!-->…
Read More...
Read More...