Browsing Category

ଓଡିଶା

କଳାକାରଙ୍କ ଉନ୍ନତି ଲାଗି ବଣେଇ ରେ ଖୋଲାଯିବ କଳାକାର ପ୍ରଶିକ୍ଷଣ କେନ୍ଦ୍ର।। ଓଡ଼ିଆ ଭାଷା ସଂସ୍କୃତି ବିଭାଗ ପକ୍ଷରୁ…

ସୁନ୍ଦର ଗଡ଼ ଜିଲ୍ଲା ବଣାଇ ରେ ରାଜା ଧରଣୀଧର ଖେଳ ପଡିଆ ଠାରେ କଳକାର ମାନଙ୍କୁ ନେଇ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।କଦମ୍ବ କେଶରୀ କଳା ପରିଷଦ ପକ୍ଷରୁ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ବଣାଇ ଠାରେ ଏକ କଳା ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ କଳାକାର ମାନେ ଦାବି କରିଥିଲେ। ବଣାଇ ଠାରେ
Read More...

ରାଉରକେଲା ଯୁବକ ମୁକ୍ତିକାନ୍ତ ଦିଲ୍ଲୀରେ ଗିରଫ।। ଆତ୍ମଦାହ ଉଦ୍ୟମ କରୁଥିବା ବେଳେ ଗିରଫ।

ରାଉରକେଲା ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ଆତ୍ମଦାହ ଉଦ୍ୟମ କରୁଥିବା ବେଳେ ନୂଆଦିଲ୍ଲୀ ରେ ଗିରଫ ହୋଇଛନ୍ତି। ଅବଶ୍ୟ ଗିରଫ ହେବାପରେ ସର୍ତ୍ତ ମୂଳକ ଜାମିନ ପାଇଛନ୍ତି। ୭ ଦିନ ପର୍ଯ୍ୟନ୍ତ ଥାନାରେ ହାଜିରା ଦେବାକୁ ନିର୍ଦେଶ ଦିଆଯାଇଛି।ରାଉରକେଲା ରେ ସୁପର ସ୍ପେସିଆଲିଟି ହସପିଟାଲ ର ସୁପରିଚାଳନା
Read More...

ହକି ବିଶ୍ୱକପ ପୂର୍ବରୁ ରାଉରକେଲା ବସ ଷ୍ଟାଣ୍ଡ କୁ ସୁବ୍ୟବସ୍ଥିତ କରିବାକୁ ଦାବି।। ଦାବି କଲେ ଜିଲ୍ଲା କିନ୍ନର ସଙ୍ଘ।

ରାଉରକେଲା ରେ ୨୦୨୩ ରେ ହକି ବିଶ୍ୱ କପ ମ୍ୟାଚ ଖେଳାଯିବ। ଏହାପୂର୍ବରୁ ଗମନାଗମନ ତଥା ପରିବହନ ସିଷ୍ଟମ କୁ ସୁବ୍ୟବସ୍ଥିତ କରିବାକୁ ଦାବି ହେଉଛି। ହକି ଖେଳ ଦେଖିବାକୁ ଗାଁ ଗହଳିରୁ ଲୋକମାନଙ୍କ ଆସିବାର ମୁଖ୍ୟ ମାଧ୍ୟମ ହେଉଛି ବସ। ମାତ୍ର ବସ ଷ୍ଟାଣ୍ଡରେ ବହୁ ଅବ୍ୟବସ୍ଥା ରହିଥିବା ଅଭିଯୋଗ
Read More...

ରାଉରକେଲା ରେ ବବି ଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିରର ଆୟୋଜନ।। ୧୦୦ ୟୁନିଟ ରକ୍ତ ସଂଗ୍ରହ।

ରାଉରକେଲା ଦିପ୍ତୀ ହୋଟେଲରେ ମଙ୍ଗଳବାର ଦିନ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ଏହି ରକ୍ତ ଦାନ ଶିବିରରେ ୧୦୦ ରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ଜନ୍ମଦିନ
Read More...

ରାଜ୍ୟରେ ଆଜି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର।। ରଥଯାତ୍ରାରେ ୧୦ ଲକ୍ଷ ମାସ୍କ ବଣ୍ଟା ଯିବ।

ରାଜ୍ୟରେ ଆଜି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର କରିଯାଇଛି। ମଙ୍ଗଳବାର ଦିଆଯାଇଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩। ଆଗକୁ ରଥଯାତ୍ରା। କୋଭିଡ କଟକଣା ଯୋଗୁଁ ଦୁଇବର୍ଷ ହେଲା ବିନା ଭକ୍ତରେ ରଥଯାତ୍ରା ହେଉଥିଲା। କିନ୍ତୁ ଚଳିତ ବର୍ଷ
Read More...

ହିମଗିରି ବ୍ଲକ ରେ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ହେମଗିର ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣିଥିଲେ। ଏହାର ଯଥାଶୀଘ୍ର ସମାଧାନ ପାଇଁ
Read More...

ଟ୍ରକ କୁ ପଛପଟୁ ପିଟିଲା କାର। କାର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ।। ରାଉରକେଲା ରିଙ୍ଗରୋଡ଼ରେ ଘଟିଛି ଦୁର୍ଘଟଣା।

ଦ୍ରୁତଗତିରେ ଯାଉଥିବା ଏକ କାର ରିଙ୍ଗରୋଡ଼ରେ ଟ୍ରକକୁ ପଛପଟରୁ ପିଟି ଦେବାରୁ କାର ରେ ଥିବା ଦୁଇଜଣ ଆହତ ହୋଇଥିବାର ସୂଚନା ମିଳିଛି। ଦୁର୍ଘଟଣାରେ କାର ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତି ଗ୍ରସ୍ତ ହୋଇଛି। ଦୁର୍ଘଟଣା ସ୍ଥଳରେ ପୋଲିସ ପହଁଚିବା ପୂର୍ବରୁ କାରରେ ଥିବା ଆରୋହି ଘଟଣା ସ୍ଥଳରୁ ଗାଡି
Read More...

ରଥଯାତ୍ରାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।। କୋଭିଡ ଲକ୍ଷଣ ଥିଲେ ଘରେ ଟିଭି ମାଧ୍ୟମରେ ରଥଯାତ୍ରା ଦେଖିବାକୁ…

ରଥଯାତ୍ରା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। କିଛିଦିନ ହେଲା ବିଭିନ୍ନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି
Read More...

ଅଗ୍ନିପଥ ଯୋଜନା ବିରୁଦ୍ଧରେ ରାଉରକେଲାରେ କଂଗ୍ରେସର ସତ୍ୟାଗ୍ରହ।। ନିଷ୍ପତ୍ତି ଫେରସ୍ତ ନେବାକୁ କେନ୍ଦ୍ର ସରକାରଙ୍କ…

କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ ସେନାରେ ଭର୍ତ୍ତି ପାଇଁ ଆରମ୍ଭ କରାଯାଇଥିବା ଅଗ୍ନିପଥ ଯୋଜନାକୁ ବିରୋଧ କରିଛି କଂଗ୍ରେସ। ରାଉରକେଲା ଜିଲ୍ଲା କଂଗ୍ରସ ପକ୍ଷରୁ ସୋମବାର ଦିନ ଏକ ବିରୋଧ ସତ୍ୟାଗ୍ରହ କରାଯାଇଥିଲା। କଂଗ୍ରେସ କର୍ମୀ ମାନେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ
Read More...

ସଡକ ଦୁର୍ଘଟଣା ରେ ରାଉରକେଲା ର ପୂର୍ବତନ କାଉନସିଲର ରାଜକିଶୋର ଦାସ ଙ୍କ ପରଲୋକ।।

ରାଉରକେଲା ପୌରପାଳିକା ର ପୂର୍ବତନ କାଉନସିଲର ରାଜ୍ କିଶୋର ଦାସ ( କୁନୁ ଦାସ) ରବିବାର ଦିନ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ରାଜକିଶୋର ଆଜି ତାଙ୍କର ବନ୍ଧୁ ଧୀରେନ୍ଦ୍ର ଦାସଙ୍କ ସହ ସୁନ୍ଦରଗଡ ଯାଉଥିବା ବେଳେ ୧୦ ନମ୍ବର ରାଜ୍ୟ ରାଜପଥ କରମଡ଼ିହି ନିକଟରେ ଏହି ଦୁର୍ଘଟଣା ଘଟିଥିଲା।
Read More...