Browsing Category
ଓଡିଶା
ରାଜଗାଙ୍ଗପୁର ରେ ସର୍ବଭାରତୀୟ ଦିବ୍ୟାଙ୍ଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ।। ଉତ୍ତରପ୍ରଦେଶ ଚମ୍ପିୟାନ।
ରାଜଗାଙ୍ଗପୁର ର ପ୍ରୟାସ ଇଣ୍ଡିଆ ଚ୍ୟାରିଟି ଫାଉଣ୍ଡେସନ ପକ୍ଷରୁ ଚାଲିଥିବା ସର୍ବଭାରତୀୟ ଦିବ୍ୟାଙ୍ଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଫୁଟବଲ ପଡିଆ ଠାରେ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ୩ ଦିନ ଧରି ଚାଲିଥିଲା।୧୦ ଓଭର ବିଶିଷ୍ଟ ନକ ଆଉଟ ଟୁର୍ଣ୍ଣାମେଣ୍ଟ ରେ ମୋଟ ୧୦ଟି ରାଜ୍ୟ!-->…
Read More...
Read More...
ମେଜର ଧ୍ୟାନଚାନ୍ଦ ଙ୍କୁ ଭାରତ ରତ୍ନ ଦେବାକୁ ରାଜଗାଙ୍ଗପୁର ରେ ଦାବି।। ଅଲମ୍ପିଆନ ଅଶୋକ ଧ୍ୟାନଚାନ୍ଦ ଙ୍କୁ ବିପୁଳ…
ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରେ ଅଲମ୍ପିକ ହକି ଖେଳାଳୀ ତଥା କୋଚ୍ ଅର୍ଜୁନ ପୁରସ୍କାର ବିଜେତା ଅଶୋକ ଧ୍ୟାନଚାନ୍ଦ ଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ଅଶୋକ ହକିର ଯାଦୁଗର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ପୁଅ । ରାଜଗାଙ୍ଗପୁର ସହରର ଖେଳ ପ୍ରେମୀ ଏବଂହରିତ ବସୁଧା ସଂସ୍ଥା!-->…
Read More...
Read More...
ରାଉରକେଲା ପୋଲିସ ଜିଲ୍ଲାରେ ଦୁଇଟି ପୃଥକ ଦୁର୍ଘଟଣାରେ ୧୮ ଆହତ।। ବିଶ୍ରା ରେ ପିକଅପ ଭ୍ୟାନ ଓଲଟି ୧୨ ଏବଂ ଜଙ୍ଗଳା ରେ ୬…
ରାଉରକେଲା ପୋଲିସ ଜିଲ୍ଲାରେ ରବିବାର ଦିନ ଦୁଇଟି ପୃଥକ ପୃଥକ ସଡକ ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଥିବାର ସୂଚନା ମିଳିଛି। ରବିବାର ଦିନ ସାଢେ ୯ ଟା ବେଳେ ବିଶ୍ରା କୁକୁଡ଼ା ଗେଟ ନିକଟରେ ଏକ ପିକଅପ ଭ୍ୟାନ ଓଲଟି ପଡିବାରୁ ୧୨ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ତୁରନ୍ତ ବିଶ୍ରା!-->…
Read More...
Read More...
କଟକ ରୋଟାରୀ କ୍ଲବ ଗ୍ରେଟର ର ଇନଷ୍ଟଲସନ ଉତ୍ସବ ଅନୁଷ୍ଠିତ।। ନୂତନ କର୍ମକର୍ତ୍ତା ଙ୍କ ଦାଇତ୍ୱ ଗ୍ରହଣ।
ରୋଟାରୀ କ୍ଲବ ଅଫ କଟକ ଗ୍ରେଟର ର ଇନଷ୍ଟଲସନ ସେରୀମନି ଅନୁଷ୍ଠିତ ହୋଇଯାଇଛି। କଟକ ସି ଡି ଏ୧ ରେ ଥିବା ଅଜୟ ବିନୋଦ ଇନଷ୍ଟିଚ୍ୟୁଟ ପରିସରରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ନୂତନ ସଦସ୍ୟ ମାନଙ୍କୁ ସ୍ୱାଗତ କରାଯାଇଥିଲା। ବର୍ଷ ୨୦୨୨-୨୩ ଲାଗି ସଭାପତି ଭାବେ ରୋଟାରିଆନ ଡକ୍ଟର!-->…
Read More...
Read More...
ରାଉରକେଲା ବେଦବ୍ୟାସରେ ବୋଲ ବମ- ଶ୍ରାବଣୀ ମେଳା ଲାଗି ପ୍ରଶାସନର ବ୍ୟାପକ ପ୍ରସ୍ତୁତି।। କୋଭିଡ କଟକଣା ଯୋଗୁଁ ଦୁଇବର୍ଷ…
ରାଉରକେଲା, ୨ ଜୁଲାଇ ୨୦୨୨: କୋଭିଡ୍ ମହାମାରୀ ପାଇଁ ଗତ ଦୁଇ ବର୍ଷ ହେଲା ସ୍ଥଗିତ ଥିବା ରାଉରକେଲାର ପ୍ରସିଦ୍ଧ ଶ୍ରାବଣୀ ମେଳା ଚଳିତ ବର୍ଷ ଆୟୋଜନ କରାଯିବ। ଏନେଇ ଶନିବାର ଦିନ ରଉରକେଲା ମହାନଗର ନିଗମ କାର୍ଯ୍ୟାଳୟଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସୁନ୍ଦରଗଡ଼!-->…
Read More...
Read More...
ପାନପୋଷ ରେଳ ଷ୍ଟେସନ ନିକଟ ଟନେଲ ଲାଗି ଟେଣ୍ଡର ପ୍ରକ୍ରିୟା ଆରମ୍ଭ।। ସମାଜସେବୀ ଅମିତାଭ ସାମଲ ଙ୍କ ପ୍ରଧାନମନ୍ତ୍ରୀ ,…
ରାଉରକେଲା ସହରର ସମାଜସେବୀ ତଥା ରାଉରକେଲା ଜାଗରଣ ମଞ୍ଚର ସଭାପତି ଅମିତାଭ ସାମଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଚକ୍ରଧରପୁର ରେଳ ମଂଡଲ ମୈନେଜରଙ୍କୁ ପାନପୋଷ ରେଳ ଷ୍ଟେସନ ରାସ୍ତାରେ ସଡ଼କ ଟନେଲ ନିର୍ମାଣ ଟେଣ୍ଡର ଡକା ଯାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି।!-->…
Read More...
Read More...
ଲୁହାପଥର ଡେଲିଭରି ଚାଲାଣ କୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ।। ୭ ଆହତ , ୯ ଗିରଫ ।
ଲୁହାପଥର ଡେଲିଭରି ଚାଲାଣ କୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଦୁଇଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରତର ହେବାରୁ ହସପିଟାଲ ରେ ଭର୍ତ୍ତି କରାଯାଇଛି। ଜଣଙ୍କୁ ରାଉରକେଲା ଆଇ ଜି ଏଚ ରେ ଚିକିତ୍ସା କରାଯାଉଛି। ପୋଲିସ ଏ ବାବଦରେ ୯ ଜଣଙ୍କୁ ଗିରଫ!-->…
Read More...
Read More...
ରାଜଗାଙ୍ଗପୁର ରେ ଅନ୍ତର୍ରାଜ୍ୟ ଦିବ୍ୟାଙ୍ଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ।।
ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଟାଉନ ଠାରେ ତିନି ଦିବସୀୟ ଅନ୍ତର୍ରାଜ୍ୟ ଦିବ୍ୟାଙ୍ଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ଏସ ପି ସାଗରିକା ନାଥ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସୁନ୍ଦରଗଡ଼ ଉପଜିଲ୍ଲାପାଳ!-->…
Read More...
Read More...
ଦୂତୀୟ ବ୍ରାହ୍ମଣୀ ସେତୁ ଲୋକାର୍ପିତ।। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଖୁସି ଜାହିର କଲେ। ବିଜେପିର…
ପବିତ୍ର ରଥଯାତ୍ରାରେ ଆଜି ପୂରଣ ହୋଇଛି ରାଉରକେଲା ବାସୀଙ୍କ ବହୁ ପ୍ରତୀକ୍ଷିତ ଦାବି। ଦ୍ବିତୀୟ ବ୍ରାହ୍ମଣୀ ସେତୁର ୬ ଲେନ୍ ବିଶିଷ୍ଟ ରାସ୍ତାରୁ ତିନି ଲେନ୍ ସାଧାରଣ ଜନତା ଓ ଗାଡି ଚଳାଚଳ ପାଇଁ ଖୋଲା ଯାଇଛି। ପୂର୍ବାହ୍ନ ସାଢ଼େ ୯ଟାରେ ବିଧିବଦ୍ଧ ଭାବେ ଲୋକାର୍ପଣ କରାଯାଇଛି। ସେତୁର!-->…
Read More...
Read More...
ଆଜି ଘୋଷଯାତ୍ରା।। ରାଉରକେଲା ରେ ମାଉସୀ ମା ମନ୍ଦିର ଯିବାକୁ ୫୫ ରଥ ପ୍ରସ୍ତୁତ।। ୧୩ ପ୍ଲାଟୁନ ପୋଲିସ ମୁତୟନ।
ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ମହାମାରୀ କରୋନା କଟକଣା ଯୋଗୁ ବନ୍ଦ ରହିଥିଲା ରଥଯାତ୍ରା। ନିରାଶ ହୋଇଇଥିଲେ ଶ୍ରଦ୍ଧାଳୁ। ଉତ୍କଣ୍ଠା ସହ ରଥଯାତ୍ରାଙ୍କୁ ଚାହିଁ ବସିଥିବା ସହରବାସୀଙ୍କ ମୁହଁରେ ଖୁସି ଫେରିଛି। ଦୁଇ ବର୍ଷ ପରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ମାଉସୀ ମା’ ମନ୍ଦିର!-->…
Read More...
Read More...