Browsing Category

ଓଡିଶା

ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ପାର।। ସୁନ୍ଦରଗଡ଼ ଜିଲ୍ଲାରେ ୧୦୬ ଆକ୍ରାନ୍ତ ଚିହ୍ନଟ ।

ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ହଜାର ପାର କରିଯାଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ୧୦୦ ପାର କରିଯାଇଛି। ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୩ ଥିବା ବେଳେ ଖୋର୍ଦ୍ଧା ରେ ୩୩୫ , କଟକରେ ୨୦୫ , ସୁନ୍ଦରଗଡରେ ୧୦୬ ରହିଛି। କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି
Read More...

ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ କୋଭିଡ ସ୍ଥିତିର ସମୀକ୍ଷା।। ଟୀକାକରଣ , ସଚେତନତା ଏବଂ ସଠିକ ସୂଚନା ଉପରେ ଗୁରୁତ୍ୱ।

ରାଜ୍ୟ ମୁଖ୍ଯ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି। ୧୮ରୁ ୫୯ ବର୍ଷ ବୟସ୍କଙ୍କ ପାଇଁ ମାଗଣା ବୁଷ୍ଟର ଡୋଜ୍ ଆରମ୍ଭ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଟିକାକରଣ, ସଚେତନତା ଏବଂ ସଠିକ ସୂଚନା ପ୍ରସାରଣ
Read More...

ରାଜଗାଙ୍ଗପୁର ରେ ମେଗା ରକ୍ତଦାନ ଶିବିରର ଆୟୋଜନ।। ଜିଲ୍ଲା ବିଜେଡି ପକ୍ଷରୁ ଶିବିରର ଆୟୋଜନ।

ଆଗାମୀ ଡ଼ିସେମ୍ବର ୨୬ ତାରିଖ ଦିନ ବିଜୁ ଜନତା ଦଳ ର ପଚିଶ ବର୍ଷ ପୂରଣ ହେବାକୁ ଯାଉଛି। ବିଜୁ ଜନତା ଦଳ ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବର୍ଷ ସାରା ଦଳ ପକ୍ଷ ରୁ ବିଭିନ୍ନ କାର୍ଯ୍ୟକ୍ରମ କରା ଯାଉଛି। ଏହି ବର୍ଷ ସମଗ୍ର ରାଜ୍ୟରେ ପଚାଶ ହଜାର ୟୁନିଟ ରକ୍ତ ସଂଗ୍ରହ କରିବା ର ଲକ୍ଷ୍ୟ ରଖା
Read More...

ବର୍ଷା ଲାଗି ପୂଜାର୍ଚ୍ଚନା।। ସୁନ୍ଦରଗଡ ଜିଲ୍ଲା ବଣେଇ ରେ ବ୍ରାହ୍ମଣୀ ନଦୀରେ ଶ୍ରୀବୃଷ୍ଟି ଯଜ୍ଞ ନାମ ଉଚ୍ଚାରଣ।

ଆଷାଢ଼ ଯାଇଁ ଶ୍ରାବଣ ଆସିଲାଣି। କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷାର ଦେଖାନାହିଁ। ବର୍ଷା ପାଇଁ ଚାଲିଛି ପୂଜାର୍ଚ୍ଚନା। ଆବଶ୍ୟକୀୟ ପରିମାଣର ବର୍ଷା ହୋଇନଥିବାରୁ ଜିଲ୍ଲାରେ ଚାଷ ପ୍ରଭାବିତ ହୋଇଛି। ବିଶେଷକରି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ବର୍ଷା ଯେତିକି ହେବା କଥା ସେତିକି ହୋଇ
Read More...

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ନେତାଙ୍କ ଅସମ୍ମାନ ସୂଚକ ମନ୍ତବ୍ୟ ଅଭିଯୋଗ।। ରାଉରକେଲା ରେ…

ଭାରତର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ କଂଗ୍ରେସ ନେତା ଅଜୟ କୁମାର ଦେଇଥିବା ଅସମ୍ମାନ ଜନକ ମନ୍ତବ୍ୟକୁ ଘୋର ନିନ୍ଦା କରିଛି ବିଜେପି। ଦେଶର ବିଭିନ୍ନ ସ୍ଥାନରେ ଏହି ପ୍ରସଙ୍ଗ କୁ ନେଇ ବିଜେପି ବିକ୍ଷୋଭ ପ୍ରଦର୍ଶନ କରୁଛି। ରାଉରକେଲା ରେ ମଧ୍ୟ ବିଜେପି ଏହି ବିବାଦୀୟ
Read More...

ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ ପାର।। ମୁଖ୍ୟମନ୍ତ୍ରୀ ଆଜି ମୁଖ୍ୟ ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ସଚିବ ସହ…

ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାରୁ ସତର୍କତା ମୂଳକ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସ୍ଥିତିର ସମୀକ୍ଷା ଲାଗି ଆଜି ମୁଖ୍ୟ ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିବେ। କୋଭିଡ ସ୍ଥିତି ରେ ବୃଦ୍ଧି ଯୋଗୁଁ କଟକ ,
Read More...

ବିବାହର ୬୦ ବର୍ଷ ପରେ ପତି ପତ୍ନୀଙ୍କ ପୁନର୍ବିବାହ।। ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ବିବାହ।। ରାଉରକେଲା ସହରର ଏହି…

ବିବାହର ୬୦ ବର୍ଷ ପରେ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେଲେ ଦମ୍ପତି। ବିବାହ ଉତ୍ସବ ରେ ପାଳନ କଲେ ନିଜ ବିବାହର ଡାଇମଣ୍ଡ ଜୁବିଲୀ। ୬୦ ବର୍ଷ ଧରି ହାତ ଧରି ଚାଲିଥିବା ନିଜ ସାଥି ସହ ପୁଣି ବିବାହ କଲେ ବୃଦ୍ଧ ଦମ୍ପତି। ନିଜ ନାତି ନାତୁଣୀ ଓ ପୁଅ ଙ୍କ ଠାରୁ ବିବାହ ଡାଇମଣ୍ଡ ଜୁବଲୀ ର
Read More...

ଜେଇଇ ମେନ ପରୀକ୍ଷାରେ ରାଉରକେଲା ସେଣ୍ଟ ପଲସ ସ୍କୁଲ ର ଓଁକାର ପଟ୍ଟନାୟକ ୯୯.୮୫ ମାର୍କ ରଖି ରାଉରକେଲା ଟପ୍ପର।

ରାଉରକେଲା, ଗତ ଜୁନ ମାସ ୨୪ ରୁ ୩୦ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡର କୁରେଇ ଇଂଜିନିୟରିଂ କଲେଜରେ ଅନୁଷ୍ଠିତ ହୋଇଥିବା ଜେଇଇ ମେନ୍ ପରୀକ୍ଷା ଫଳ ଇତି ମଧ୍ୟରେ ପ୍ରକାଶ ପାଇଛି । ଏଥିରେ ରାଉରକେଲା ସେଣ୍ଟ ପଲସ ସ୍କୁଲର ଛାତ୍ର ପ୍ରଥମ ଓଂକାର ପଟ୍ଟନାୟକ ସର୍ବାଧିକ ୯୯.୮୫ ପର୍ସେଣ୍ଟାଇଲ୍ ମାର୍କ
Read More...

ହତ୍ୟା ନା ଆତ୍ମହତ୍ୟା !।। କର୍ମଜୀବୀ ଯୁବତୀ ଖୁସି ଙ୍କ ମୃତ୍ୟୁ ତଦନ୍ତ ତ୍ୱରାନ୍ୱିତ।। ସାଇଣ୍ଟିଫିକ ଟିମର ତଦନ୍ତ।

ପାୱାର ହାଉସ ରୋଡ଼ରେ ଜଣେ କର୍ମଜୀବୀ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ରେ ପୋଲିସ ତାର ତଦନ୍ତ ତ୍ୱରାନ୍ୱିତ କରିଛି। ସାଇଣ୍ଟିଫିକ ଟିମ ଆଜି ତାର ତଦନ୍ତ ଆରମ୍ଭ କରିଛି। ଖୁଶି ନାମକ ଏହି ଯୁବତୀଙ୍କ ଝୁଲନ୍ତା ଶବ ଏକ କପଡା ଗୋଦାମରୁ ସୋମବାର ରାତିରେ ଠାବ ହୋଇଥିଲା। ପାରିପାର୍ଶ୍ବିକ ଅବସ୍ଥାରୁ ଏହା
Read More...

ବିପଦ ଶଙ୍କୁଳ ଅବସ୍ଥାରେ ନାଳ ପାର ହେଉଛନ୍ତି ଅଙ୍ଗନୱାଡି ପିଲା।। ସୁନ୍ଦରଗଡ ଜିଲ୍ଲାର କୋଇଡା ବ୍ଲକର ଏହି ନାଳ।

ବର୍ଷା ଦିନ ଆସିଲେ ଓରାଘାଟ ଗ୍ରାମ ବାସୀ ଙ୍କ ଦୁଃଖ ବଢିଯାଏ। ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ର ଏହି ଗ୍ରାମର ଗପିସାହି ନିକଟରେ ଥିବା ଏକ ନାଳ ପାଣିରେ ଭରିଯାଏ। ଜୀବନକୁ ସଙ୍କଟ ରେ ପକାଇ ଏହି ନାଳ ପାର ହେବାକୁ ପଡିଥାଏ ।ଅଙ୍ଗନୱାଡ଼ି ଦିଦି ମାନେ କାଖରେ କାଖେଇ କରି ପିଲା ମାନଙ୍କୁ ବିପଦ
Read More...