Browsing Category

ଓଡିଶା

କୋଭିଡ ଉପଯୋଗୀ ଆଚରଣ ପାଳନ କରିବାକୁ ରାଉରକେଲା ମହାନଗର ନିଗମ ପକ୍ଷରୁ ଅନୁରୋଧ।। “ଫେରିଲା ନୋ ମାସ୍କ , ନୋ…

ରାଉରକେଲା, ୨୦ ଜୁଲାଇ ୨୦୨୨: ରାଉରକେଲା ସହରରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ମହାନଗର ନିଗମ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ସଠିକ୍ ଭାବେ କୋଭିଡ୍ ଉପଯୋଗୀ ଆଚରଣ ପାଳନ କରିବା ସହିତ ମାସ୍କ ପିନ୍ଧିବା ଲାଗି ନିଗମ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ
Read More...

ଆତ୍ମୀୟ ସ୍ୱଜନ କଲେ ପର।। ଦନ୍ତା ଆକ୍ରମଣରେ ମୃତ ଯୁବକଙ୍କ ଶବ ଉଠାଇଲେ ପୋଲିସ।

ଦନ୍ତା ହାତୀ ଆକ୍ରମଣରେ ଜଣେ ୨୫ ବର୍ଷୀୟ ଯୁବକର ଦୁଃଖଦ ମୃତ୍ୟୁ ଫୁଲଝର ଅଞ୍ଚଳରେ ଘଟିଛି। ମୃତ୍ୟୁ ଠାରୁ ଆହୁରି ଦୁଃଖଦ ଘଟଣା ହେଲା ଯୁବକ ର ଶବ କୁ ପାହାଡ଼ ଉପରୁ ତଳକୁ ଆଣିବାକୁ କେହି ସାହାଯ୍ୟ କଲେନି। ଏପରିକି ଯୁବକଙ୍କ ଆତ୍ମୀୟ ସ୍ୱଜନ , ପରିବାର ଲୋକ ଉକ୍ତ ଯୁବକଙ୍କ ଶବ ଛୁଇଁଲେନି। କାରଣ
Read More...

ଦୂତୀୟ ବ୍ରାହ୍ମଣୀ ସେତୁ ତଳୁ ଯୁବତୀଙ୍କ ଶବ ଉଦ୍ଧାର।। ରଘୁନାଥପାଲି ପୋଲିସ୍ ର ତଦନ୍ତ ଜାରି।

ରାଉରକେଲା ଦୂତୀୟ ବ୍ରାହ୍ମଣୀ ସେତୁ ନିକଟ ନଦୀ ମଧ୍ୟରୁ ବୁଧବାର ଦିନ ଅପରାହ୍ନ ରେ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳି ପାରିନାହିଁ। ନୂତନ ବ୍ରାହ୍ମଣୀ ସେତୁ ତଳେ ଜଣେ ଯୁବତୀ ପଡିଥିବାର ସୂଚନା ମିଳିବା ପରେ ରଘୁନାଥପାଲି ଥାନା ପୋଲିସ ଏବଂ ଫାୟାର
Read More...

ସୁନ୍ଦରଗଡରେ ଦୁଇଟି ପୃଥକ ଦୁର୍ଘଟଣାରେ ଜଣେ ମୃତ , ଜଣେ ଆହତ।। ଉତ୍ୟକ୍ତ ଲୋକଙ୍କ ୧୦ ନମ୍ବର ରାଜ୍ୟ ରାଜପଥ ଅବରୋଧ।

ସୁନ୍ଦରଗଡରେ ଦୁଇଟି ପୃଥକ ପୃଥକ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଟାଉନ ଥାନା ବନ୍ଧପାଲି ଇବ ନଦୀ ବ୍ରିଜ ନିକଟରେ ଟ୍ରେଲର ଧକ୍କାରେ ଜଣେ ବାଇକ ଆରୋହି ମୃତ୍ୟୁ ବରଣ କରିବା ପରେ ଉତ୍ତେଜନା ଦେଖା ଦେଇଛି। ମୃତ ବ୍ୟକ୍ତି ମହାନ୍ତିଆ
Read More...

୨୪ ଘଣ୍ଟାରେ ରାଜ୍ୟରେ ୧୧୨୨ କୋଭିଡ ଆକ୍ରାନ୍ତ ଚିହ୍ନଟ।। ଖୋର୍ଦ୍ଧା ପ୍ରଥମ , ସୁନ୍ଦରଗଡ଼ ଦୂତୀୟ ଏବଂ କଟକ ତୃତୀୟ…

ରାଜ୍ୟରେ ଧୀରେ ଧୀରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦୁଇଦିନ ଆକ୍ରାନ୍ତଙ୍କ ସଂଖ୍ୟା ହଜାର ତଳେ ରହିଥିବା ବେଳେ ଆଜି ୧୧୦୦ ପାର କରିଯାଇଛି। ସରକାରୀ ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୨୨ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ
Read More...

ଦୂତୀୟ ବ୍ରାହ୍ମଣୀ ସେତୁରେ ଅଲୋକୀକରଣ ହୋଇନଥିବାରୁ ଅସୁବିଧା। ଶୀଘ୍ର ଅଲୋକୀକରଣ ଏବଂ ପେଟ୍ରୋଲିଂ କରିବାକୁ ସାଧାରଣରେ…

ରାଉରକେଲା ର ଦୂତୀୟ ବ୍ରାହ୍ମଣୀ ସେତୁରେ ଯାନବାହାନ ଚଳାଚଳ କରିବା ୧୫ ଦିନ ଉପରେ ହୋଇଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ବ୍ରିଜ ଉପରେ ଏବଂ ରାସ୍ତା କଡରେ ଆବଶ୍ୟକୀୟ ଆଲୋକ ବ୍ୟବସ୍ଥା କରାଯାଇ ପାରିନାହିଁ । ଫଳରେ ନୂଆ ବ୍ରାହ୍ମଣୀ ସେତୁ ଦେଇ ରାତିରେ ଯାଉଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ
Read More...

ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଶଙ୍କରା ଠାରେ ଯୁଗ୍ମ ଜନ ଶୁଣାଣି।। ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ…

ସୁନ୍ଦରଗଡ଼, ୧୮ ଜୁଲାଇ ୨୦୨୨: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଦିନ ବାଲିଶଙ୍କରା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଲୋକମାନଙ୍କର ଆପତ୍ତି,
Read More...

ରାଉରକେଲା ରେ ୭୯ ଜଣ ମାଟ୍ରିକ ଛାତ୍ର ଛାତ୍ରୀ ସମ୍ବର୍ଦ୍ଧିତ।। ‘ସମ୍ବାଦ’ ପକ୍ଷରୁ ମାଟ୍ରିକ ଚାମ୍ପିଆନ୍ସ…

ରାଉରକେଲା : ନିଷ୍ଠାପର ପରିଶ୍ରମ ଜାରି ରଖ। ତେବେ ପରିଶ୍ରମ ସୃଜନଶୀଳ, ସୁଚିନ୍ତିତ ଓ କଳ୍ପନାମୟ ହେଉ। ପ୍ରବଳ ଇଚ୍ଛାଶକ୍ତି, ଦୃଢ଼ ସଂକଳ୍ପ, ଏକାଗ୍ରତା, ସମୟର ସୁପରିଚାଳନା, ଆତ୍ମବିଶାସ ଓ ସ୍ପଷ୍ଟ ଆଭିମୁଖ୍ୟ ରଖିଲେ ସଫଳତା ସୁନିଶ୍ଚିତ। ଛାତ୍ରଛାତ୍ରୀଙ୍କୁ ଏଭଳି ଉଦ୍‌ବୋଧନ ଦେଇଛନ୍ତି
Read More...

ଆଇସିଏସଇ ଦଶମ ରେଜଲ୍ଟ ରେ ଇସ୍ପାତ ଇଂରାଜୀ ମାଧ୍ୟମ ସ୍କୁଲର ସଫଳତା।। ୯୯.୨% ନମ୍ବର ରଖି ସାଇକୃଷ୍ଣ ଜିଲ୍ଲା ଟପ୍ପର।

ଆଇସିଏସ୍‌ଇ ୧୦ମ ପରୀକ୍ଷା ଫଳ ଶନିବାର ଦିନ ପ୍ରକାଶ ପାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ବାଜିମାତ ମାରିଛି ସ୍ମାର୍ଟସିଟି ରାଉରକେଲାର ଇସ୍ପାତ ଇଂରାଜୀ ମାଧ୍ୟମ ସ୍କୁଲ। ୯୯.୨% ନମ୍ବର ରଖି ସାଇକୃଷ୍ଣ ଜିଲ୍ଲାରେ ଆଗରେ ରହିଛନ୍ତି। ୯୯ % ନମ୍ବର ରଖି ପୁଲକ ରଞ୍ଜନ ମଲ୍ଲିକ ଓ ସୁବର୍ଣ୍ଣିକା ପଣ୍ଡା
Read More...

ପିତାମହଲ ଡ୍ୟାମ ରେ ପାଣିରେ ବୁଡି ଆର ଏସ ପି ଯୁବ ଇଞ୍ଜିନିଅରଙ୍କ ମୃତ୍ୟୁ।। ଯୁବ ମ୍ୟାନେଜର ବିଶ୍ୱଜିତ ଜେନା।

ଏକ ଦୁଃଖଦ ଘଟଣାରେ ରାଉରକେଲା ପିତାମହଲ ଡ୍ୟାମ ରେ ବୁଡି ଜଣେ ଯୁବ ଇଞ୍ଜିନିଅରଙ୍କ ମୃତ୍ୟୁ ହୋଇଯାଇଛି। ରବିବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ରାଉରକେଲା ଇସ୍ପାତ କାରଖାନା ରେ ମ୍ୟାନେଜର ଭାବେ କାମ କରୁଥିବା ୩୨ ବର୍ଷୀୟ ବିଶ୍ୱଜିତ ଜେନା ତାଙ୍କର ଦୁଇ ସାଙ୍ଗଙ୍କ ସହ ପିତାମହଲ ଡ୍ୟାମ ବୁଲି
Read More...