Browsing Category
ଓଡିଶା
ରେଳ ଲାଇନରେ ପଥର ରଖି ଟ୍ରେନ ଅଟକାଇବାକୁ ଉଦ୍ୟମ।।୫ ନାବଳକ ଙ୍କୁ ଅଟକ ରଖି ଜିଆରପି ର ପଚରା ଉଚୁରା।
ରେଳ ଲାଇନ ରେ ପଥର ରଖି ଟ୍ରେନ ଅଟକାଇବା ଉଦ୍ୟମ ଅଭିଯୋଗରେ ୫ ଜଣଙ୍କୁ ଅଟକ ରଖିଛି ପୋଲିସ।ରାଉରକେଲା ରେଳବାଇ ଥାନା ଅନ୍ତର୍ଗତ ରେଳ ଲାଇନ୍ରେ ଦୁଇଟି ଟ୍ରେନ୍ ଯଥା - ତପସ୍ବିନୀ ଏକ୍ସପ୍ରେସ୍ ଓ ଆଲିପେ ଏକ୍ସପ୍ରେସ୍ ସମ୍ମୁଖରେ ଲଗାତାର ଦୁଇଦିନ ଧରି କେହି ପଥର ରଖିଆସୁଥିବା ଜଣାପଡ଼ିଥିଲା।!-->…
Read More...
Read More...
ସୁନ୍ଦରଗଡ ମାଦ୍ରୀକାଲୋ ଭବନ ନବୀକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ଡବ୍ଲୁଓଡିସି ର ଅଧ୍ୟକ୍ଷ।
ସୁନ୍ଦରଗଡ଼, ୫ ଅଗଷ୍ଟ ୨୦୨୨: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ ଶୁକ୍ରବାର ଦିନ ସୁନ୍ଦରଗଡ଼ ଜିଲ୍ଲା ଗସ୍ତର ତୃତୀୟ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ସୁନ୍ଦରଗଡ଼ ସହରରେ!-->…
Read More...
Read More...
ଶାନ୍ତି ଶୃଙ୍ଖଳା ସହ ମହରମ ପାଳନ ଲାଗି ପ୍ଲାଣ୍ଟସାଇଟ ଥାନାରେ ଶାନ୍ତି କମିଟି ବୈଠକ।। ଯୋଗ ଦେଲେ ବିଭିନ୍ନ ମହରମ କମିଟିର…
ଆସନ୍ତା ୯ ତାରିଖରେ ରାଉରକେଲା ରେ ପାଳିତ ହେବ ଦୁଃଖ ଏବଂ ବିଳାପ ର ପର୍ବ ମହରମ। ଏଥିଲାଗି ବିଭିନ୍ନ ମହରମ କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଛି। ମହରମ ରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ କରିବାକୁ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ବୈଠକ କରାଯାଇଛି।!-->…
Read More...
Read More...
ଦେଶରେ ଦରଦାମ ରେ ବୃଦ୍ଧି , ବେକାରୀ ସମସ୍ୟା ବିରୁଦ୍ଧରେ ରାଉରକେଲା ରେ କଂଗ୍ରେସର ବିକ୍ଷୋଭ।। ୫୦ ରୁ ଉର୍ଦ୍ଧ୍ବ…
ଦେଶରେ ଦରଦାମ ବୃଦ୍ଧି , ବେକାରୀ ସମସ୍ୟା ଏବଂ ଜି ଏସ୍ ଟି ବ୍ୟବସ୍ଥା ବିରୁଦ୍ଧରେ କଂଗ୍ରେସ ପକ୍ଷରୁ ଶୁକ୍ରବାର ଦିନ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯାଇଛି। ଭୁବବେଶ୍ୱର ରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଶରତ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ବିଭିନ୍ନ!-->…
Read More...
Read More...
ସୁନ୍ଦରଗଡ଼ ଜିଲ୍ଲାରେ ରାଜ୍ୟର ସର୍ବାଧିକ କୋଭିଡ ଆକ୍ରାନ୍ତ ଚିହ୍ନଟ।। ସୁନ୍ଦରଗଡ଼ ରେ ୨୪୨ , ଖୋର୍ଦ୍ଧା ରେ ୧୧୭ ,…
ସୁନ୍ଦରଗଡ ଜିଲ୍ଲା ଏବେ ପାଲିଟିଛି କୋଭିଡ ହଟସ୍ପଟ। ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୨୪୨ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଜିଲ୍ଲା ନବମ ଦିନରେ ଲଗାତାର ଭାବେ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ରାଜ୍ୟରେ ଆଜି ୮୩୬ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା!-->…
Read More...
Read More...
ସୁନ୍ଦରଗଡ଼ ଗର୍ଜନବାହାଲ ସ୍କୁଲ ଛାତ୍ର ମୃତ୍ୟୁ ଘଟଣା।। କାର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ପ୍ରଧାନ ଶିକ୍ଷକ ନିଲମ୍ବିତ।
ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ଗର୍ଜନବାହାଲ ହାଇସ୍କୁଲ ଛାତ୍ର ଦୁର୍ଗାପ୍ରସାଦ ଖଣ୍ଡା ମୃତ୍ଯୁ ଘଟଣାରେ ଜିଲ୍ଲା ଶିକ୍ଷା ବିଭାଗ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛି। କର୍ତ୍ତବ୍ଯରେ ଅବହେଳା କରିଥିବା ଦର୍ଶାଇ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ଯ କୁମାର ପ୍ରଧାନ ସ୍କୁଲ ପ୍ରଧାନଶିକ୍ଷକ!-->…
Read More...
Read More...
ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ।। କଟକ ଘରେ ଏବଂ ପାରାଦୀପ ଅଫିସରେ ଚଢ଼ାଉ।
ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସ୍ରେ ଗୁରୁବାର ସକାଳୁ ସିବିଆଇ ଟିମ୍ ରେଡ଼ କରିଛି । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ଟିମ୍ ଚଢ଼ାଉ କରିଥିବା ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡିଛି। ଏନେଇ ସିବିଆଇ ତରଫରୁ ବିଧିବଦ୍ଧ ଭାବେ କୌଣସି!-->…
Read More...
Read More...
ରାଉରକେଲା ସିଆରପିଏଫ ୧୯ ବାଟାଲିଅନର ‘ହର ଘର ତିରଙ୍ଗା’ ସଚେତନତା ଶୋଭାଯାତ୍ରା।। ୪୦ ବାଇକ ରେ ବୁଲିଲେ…
ଦେଶ ସ୍ୱାଧୀନତା ର ୭୫ ବର୍ଷ ପୁରା କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଦେଶ 'ଆଜାଦୀ କି ଅମୃତ ମହୋତ୍ସବ' ପାଳନ କରୁଛି। ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଲୋକଙ୍କ ମନରେ ଦେଶଭକ୍ତି ଭାବନା ଜାଗ୍ରତ କରିବା ଏବଂ ଜାତୀୟ ପତାକା ପ୍ରତି ସମ୍ମାନ ବଢାଇବା ଲାଗି 'ହର ଘର ତିରଙ୍ଗା' କାର୍ଯ୍ୟକ୍ରମ!-->…
Read More...
Read More...
ରାଜ୍ୟରେ ୨୪ ଘଣ୍ଟାରେ ୮୭୦ କୋଭିଡ ଆକ୍ରାନ୍ତ ଚିହ୍ନଟ।। ସୁନ୍ଦରଗଡ଼ ଜିଲ୍ଲା ୮ମ ଦିନରେ ଲଗାତାର ରାଜ୍ୟରେ ପ୍ରଥମ।
ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୭୦ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ ୧୫୭ ଜଣ ୦-୧୮ ବର୍ଷ ଆୟୁ ସୀମା ମଧ୍ୟରେ। ତେବେ ଲଗାତାର ୮ ମ ଦିନରେ ସୁନ୍ଦରଗଡ଼ ଜିଲ୍ଲା କୋଭିଡ ଆକ୍ରାନ୍ତରେ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨୨୦ ଜଣ କୋଭିଡ!-->…
Read More...
Read More...
ରାଜଗାଙ୍ଗପୁର ଡାଲମିଆଁ ସିମେଣ୍ଟ ଲିମିଟେଡ଼ କୁ ୧୭ ଲକ୍ଷ ୪୦ ହଜାର ଟଙ୍କା ଜରିମାନା।। ପରିବେଶ ଆଇନ ଉଲଂଘନ ଅଭିଯୋଗରେ ଏନ…
ପରିବେଶ ନିୟମର ଖୋଲା ଉଲ୍ଲଂଘନ କରୁଥିବା ରାଜଗାଙ୍ଗପୁରସ୍ଥ ଡାଲମିଆ ସିମେଣ୍ଟ୍ ଭାରତ ଲିମିଟେଡ୍ କୁ ବଡ ଝଟକା। ପରିବେଶ ନିୟମ ଅବମାନନନା କରିବା ଅଭିଯୋଗରେ ଏବେ ଡାଲିମିଆ ସିମେଣ୍ଟ୍କୁ ମହଙ୍ଗା ପଡ଼ିଛି। ଏନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍ଜିଟି) ରେ ଅଭିଯୋଗ ହୋଇଥିଲା। ମାମଲାର!-->…
Read More...
Read More...