Browsing Category

ଓଡିଶା

ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ସୁନ୍ଦରଗଡ ଜିଲ୍ଲା ଗସ୍ତ।। ମିଶନଶକ୍ତି , ମହିଳା ଏବଂ ଶିଶୁ…

ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି ବିଭାଗର ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍ ସୁନ୍ଦରଗଡ଼ ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଛନ୍ତି। ଏସଏଚଜି ମା’ଙ୍କୁ ବିଭିନ୍ନ ପ୍ରକଳ୍ପ ସହ ଯୋଡ଼ାଯାଇ ସେମାନଙ୍କ ଜୀବିକା ସୁନିଶ୍ଚିତ କରାଯାଉଥିବା
Read More...

ବିଜୁ ଏକ୍ସପ୍ରେସୱେ ରେ ବାଇକ ଦୁର୍ଘଟଣାରେ ଦୁଇ ଯୁବକ ମୃତ , ଜଣେ ଆହତ।। କୁତ୍ରା ପୋଲିସ ର ତଦନ୍ତ ଜାରି।

ସୁନ୍ଦରଗଡ ଜିଲ୍ଲା କୁତ୍ରା ନିକଟ ବିଜୁ ଏକ୍ସପ୍ରେସୱେ ରେ ସୋମବାର ବିଳମ୍ବିତ ରାତି ରେ ଏକ ଦୁର୍ଘଟଣାରେ ଦୁଇଜଣ ଯୁବକ ମୃତ୍ୟୁ ବରଣ କରିଛନ୍ତି। ଅନ୍ୟଜଣେ ଗୁରତର ଆହତଙ୍କୁ ଚିକିତ୍ସା ଲାଗି ରାଉରକେଲା ପଠାଇ ଦିଆଯାଇଛି। ମୃତକଙ୍କ ପରିଚୟ ମିଳି ପାରିନଥିବା ବେଳେ ଉଭୟ ଏକ ଘରୋଇ କମ୍ପାନୀରେ କାମ
Read More...

ପାୱାର ହାଉସ ରୋଡର ରାସ୍ତା ଅବସ୍ଥା ଶୋଚନୀୟ।। ଶୀଘ୍ର ମରାମତି କରିବାକୁ ସାଧାରଣରେ ଦାବି।

ରାଉରକେଲା ପାୱାର ହାଉସ ରୋଡ଼ର ଅବସ୍ଥା ଶୋଚନୀୟ ହୋଇ ପଡିଛି। ଆଖଣ୍ଡଳମଣି ମନ୍ଦିର ନିକଟରୁ ରିଙ୍ଗ ରୋଡ଼ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଏତେ ଖରାପ ହୋଇଛି ଯେ ଚାଲି ଚାଲି ଯିବାରେ ମଧ୍ୟ ଅସୁବିଧା ହେଉଛି। ଯାନ ବାହାନ ଚଳାଚଳରେ ଗାଡି ଚାଳକ ମାନେ ଅସୁବିଧା ର ସାମ୍ନା କରୁଥିବା ବେଳେ ଏପରି
Read More...

ବାଲୁଘାଟ ଅଞ୍ଚଳ ବାସୀଙ୍କ ଦୁର୍ଦ୍ଦଶା କମିନାହିଁ।। ‘ମୋ ପରିବାର’ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ।

ରାଉରକେଲା ବାଲୁଘାଟ ଅଞ୍ଚଳରେ ବ୍ରାହ୍ମଣୀ ନଦୀ ବନ୍ୟାଜଳ ପଶିବା ଦୁଇଦିନ ବିତି ଗଲାଣି। ତଥାପି ବସ୍ତି ବାସିନ୍ଦାଙ୍କ ଦୁର୍ଦଶା କମିନାହିଁ। ଏବେବି ଅନେକ ଘର ପାଣି ଘେରରେ ଅଛି। ବନ୍ୟା ବିପନ୍ନ ଲୋକ ମାନଙ୍କୁ ଆଣି ସ୍କୁଲ ଘରେ ରଖାଯାଇଛି। ମହାନଗର ନିଗମ ପକ୍ଷରୁ ବନ୍ୟା ପ୍ରଭାବିତ ଲୋକଙ୍କୁ
Read More...

ବଣାଇ ଅଞ୍ଚଳରେ ବନ୍ୟାଜଳ ଜମିଥିବାରୁ ଗମନାଗମନ ରେ ଅସୁବିଧା।। ସ୍କୁଲ ଛାତ୍ରଛାତ୍ରୀ ମାନେ ଅଧା ବାଟ ରୁ ଫେରିଲେ।

କିଛି ଦିନ ପ୍ରବଳ ବର୍ଷା ଯୋଗୁ ବଣେଇ ଅଞ୍ଚଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା। ଏବେ ବର୍ଷା ଛାଡି ଯାଇଛି। ହେଲେ ବ୍ରାହ୍ମଣୀ ନଦୀ ରେ ବନ୍ୟା ଜଳ ଆସିଯିବାରୁ ବଣାଇ ଅଞ୍ଚଳ ର ବିଭିନ୍ନ ଗ୍ରାମ ପାଣି ଘେରରେ ଅଛି। ଗୁରୁଣ୍ଡିଆ ବ୍ଲକ ର ମଧୁପୁର ନିକଟରେ ବିଭିନ୍ନ ଗାଁକୁ ଯାଉଥିବା ରାସ୍ତା
Read More...

ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ବସ୍ତି ବାସିନ୍ଦାଙ୍କ ଥଇଥାନ ଦାବି।। କଂଗ୍ରସ ନେତା ପ୍ରଶାନ୍ତ ସେଠୀଙ୍କ ପ୍ରଭାବିତ ଅଞ୍ଚଳ…

ଗତ କିଛି ଦିନ ଧରି ଲାଗି ରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ ସହରର ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇ ଯାଇଥିଲା। ଆଜି ବର୍ଷା ଥମିବା ପରେ ବଢ଼ି ଯାଇଛି ବସ୍ତିବାସିନ୍ଦାଙ୍କ ଚିନ୍ତା। ଭି ଏସ୍‌ ଏସ୍‌ ପାଲୀ, ବିରସା ନଗରୀ, ମୁଣ୍ଡାରୀ ବସ୍ତି, ଭଳି ଅନେକ ବସ୍ତିରେ ଘର କାନ୍ଥ ବର୍ଷାରେ ଭିଜି
Read More...

ଓଡିଶାରୁ ଝାରଖଣ୍ଡ ସଂଯୋଗ କରୁଥିବା ପୋଲ ଦାବିଲା।। ବାରିକେଡ କରି ପୋଲ ବନ୍ଦ କଲା ପ୍ରଶାସନ। ଯାନ ବାହାନ ଚଳାଚଳ…

ଲଗାଣ ବର୍ଷାରେ ଦବି ଯାଇଛି ଓଡ଼ିଶା-ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା କୋଏଲ ନଦୀର ପୋଲ। ଗୋଟିଏ ପାର୍ଶ୍ବ ସମ୍ପୂର୍ଣ୍ଣ ଦବି ଯାଇଥିବାରୁ ପୋଲ ଉପରେ ଯାତାୟତକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ପୋଲ ତଳେ ପ୍ରଭାବିତ ବନ୍ୟା ଜଳର ପ୍ରଖର‌ ସୋତ୍ର ଯୋଗୁ ଏଭଳି ସ୍ଥିତି ଉପୁଜିଥିବା
Read More...

ବିଦ୍ୟା ଷ୍ଟଡି ପଏଣ୍ଟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ। ଦକ୍ଷିଣ ରାଉରକେଲା ର ବିଦ୍ୟା ଷ୍ଟଡି ପଏଣ୍ଟ।

ଦକ୍ଷିଣ ରାଉରକେଲା ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଣ୍ଟ ଏବଂ ସେକ୍ଟର ୨୨ ଏମ୍ପେଲାଇଜ ୱେଲଫେୟାର ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୁଷ୍ପା ପାର୍କ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବେେହେରାଙ୍କ ତତ୍ୱାବଧାନରେ ବୃକ୍ଷରୋପଣ
Read More...

ମନ୍ଦିରା ଡ୍ୟାମର ୧୧ ଟି ଗେଟ ଖୋଲା ଗଲା।। ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି।। ନଦୀକୂଳରେ ଥିବା ଲୋକ ସତର୍କ ରହିବାକୁ…

ବ୍ରାହ୍ମଣୀ ନଦୀର ଜଳ ସ୍ତର ବଢ଼ିବାରେ ଲାଗିଛି। ଶନିବାର ଦିନ ମନ୍ଦିରା ଡ୍ୟାମ ର ୪ଟି ଗେଟ ଖୋଲା ଯାଇଥିବା ବେଳେ ଆଜି ସମସ୍ତ ୧୧ ଟି ଗେଟ କୁ ଖୋଲି ଦିଆଯାଇଛି। ମନ୍ଦିରା ଡ୍ୟାମରେ ଏବେ 686 ଫୁଟ ପାଣି ରହିଛି। ଖୋଲା ଯାଇଥିବା ୧୧ ଟି ଗେଟ ରେ ୫ ଫୁଟ ଉଚ୍ଚତା ର ପାଣି ନିଷ୍କାସିତ ହେଉଛି। ଶଙ୍ଖ
Read More...

ବ୍ରାହ୍ମଣୀ ନଦୀର ଜଳସ୍ତର ରେ ବୃଦ୍ଧି।। ନଦୀ କୂଳରେ ଥିବା କେତେକ ବସ୍ତିରେ ପାଣି ପଶିବା ନେଇ ସୂଚନା।

ଧୀରେ ଧୀରେ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର। ଏହାର ପ୍ରଭାବରେ ନଦୀ କୂଳରେ ଥିବା କେତେକ ବସ୍ତିରେ ଶନିବାର ରାତିରୁ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ରାଉରକେଲା ବାଲୁଘାଟ ନିକଟ ବସ୍ତି , ପାନପୋଷ ବସ୍ତିରେ ୨୦ ରୁ ଉର୍ଦ୍ଧ୍ବ ପରିବାର ପାଣି ଘରରେ ଥିବାର ସୂଚନା ମିଳିଛି। ଝାରଖଣ୍ଡ ରେ
Read More...