Browsing Category
ଓଡିଶା
ଆଞ୍ଚଳିକ ଚାଟାର୍ଡ ଅକାଉଣ୍ଟାଣ୍ଟ ସମ୍ମିଳନୀ ରାଉରକେଲା ରେ ଉଦଘାଟିତ।। ଦୁଇଦିନ ଧରି ସିଭିକ ସେଣ୍ଟରରେ ଚାଲିବ।
ରାଉରକେଲା ରେ ଆଞ୍ଚଳିକ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀ ଶୁକ୍ରବାର ଦିନ ଉଦଘାଟିତ ହୋଇଯାଇଛି। ରାଉରକେଲା ଶାଖାର ଚେୟାରମ୍ୟାନ ଜଗଦୀଶ ପ୍ରସାଦ ମିତ୍ତଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀ ୧୯ ନମ୍ବର ସେକ୍ଟର ସ୍ଥିତ ସିଭିକ ସେଣ୍ଟର ରେ ଦୁଇଦିନ ଧରି ଚାଲିବ। ସମ୍ମିଳନୀର ପ୍ରଥମ!-->…
Read More...
Read More...
ବଣେଇ ଅଞ୍ଚଳକୁ ପୁଣି ଫେରିଲା ଦନ୍ତା।। ବନବିଭାଗ ଏବଂ ଗ୍ରାମବାସୀଙ୍କ ହାତୀ ଘଉଡାଇବା ଉଦ୍ୟମ ଜାରି।
ତିନି ଦିନ ହେଲା ବଣେଇ ଅଞ୍ଚଳରେ ଏକ ଦନ୍ତା ହାତୀ ଗ୍ରାମବାସୀଙ୍କ ନିଦ ହଜାଇ ଦେଇଛି। ଏହି ହାତୀଟିକୁ ବନବିଭାଗ ଏବଂ ଗ୍ରାମବାସୀ ମାନେ ଘଉଡ଼ାଇ ଦେଇଥିବା ବେଳେ ହାତୀଟି ପୁଣି ଫେରି ଆସିଛି। କୁଳିପୋଷ ଫରେଷ୍ଟ ରେଞ୍ଜ ର ଧରଣୀଧରପାଲି ରେ ଏହି ଦନ୍ତା ବ୍ୟାପକ ଫସଲ ନଷ୍ଟ କରୁଥିବା ସୂଚନା ମିଳିଛି।!-->…
Read More...
Read More...
ବଣେଇରେ ବାଇକ ଧକ୍କାରେ ସୁନ୍ଦରଗଡ଼ ଏ ଡି ଜେ ଆହତ।। ସାନ୍ଧ୍ୟ ଭ୍ରମଣ କରୁଥିବା ବେଳେ ଲଲେଇ ବ୍ରିଜ ରେ ଦୁର୍ଘଟଣା।
ସୁନ୍ଦରଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ ମହେନ୍ଦ୍ର କୁମାର ସୂତ୍ରଧର ଗୁରୁବାର ସନ୍ଧ୍ୟାରେ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ବଣେଇ କୁ ଶ୍ରୀ ସୂତ୍ରଧର ଏକ କ୍ୟାମ୍ପ କୋର୍ଟ ରେ ଆସିଥିବା ଜଣାପଡିଛି। ବଣେଇ ଥାନାର ଲଲେଇ ବ୍ରିଜ ଉପରେ ସାନ୍ଧ୍ୟ ଭ୍ରମଣ କରୁଥିବା ବେଳେ ଏକ ବାଇକ!-->…
Read More...
Read More...
ଓଡିଶା ପୁଷ୍ଟି ଶସ୍ୟ ମିଶନ ଅଧୀନରେ ଯୋଡି ହେଲା ବଣେଇ ବ୍ଲକ।। ସୁନ୍ଦରଗଡ଼ ଜିଲ୍ଲାର ୧୨ ଟି ବ୍ଲକରେ ମାଣ୍ଡିଆ ଚାଷ।
ସୁନ୍ଦରଗଡ଼, ୨୫ ଅଗଷ୍ଟ ୨୦୨୨: ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ଚଳିତ ବର୍ଷ ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ବ୍ଲକକୁ ସାମିଲ କରାଯାଇଛି। ଏଥିପାଇଁ ସୁନ୍ଦରଗଡ଼ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଥିବା ‘ଆତ୍ମା’, ବୈଷୟିକ ପରାମର୍ଶକାରୀ ସଂସ୍ଥା ୱାସନ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ!-->…
Read More...
Read More...
ବଣେଇ ବନଖଣ୍ଡରେ ଗାଁ ରେ ପଶିଲା ଦନ୍ତା ହାତୀ।। ଘର ଭାଙ୍ଗିବା ସହ ଫସଲ ନଷ୍ଟ କଲେ।
ସୁନ୍ଦରଗଡ଼ ଜିଲା ବଣେଇ ବନଖଣ୍ଡରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ। ବଣେଇ କୁଳିପୋଷ ଫରେଷ୍ଟ ରେଞ୍ଜ ର ବଡଗାଁ ଅଞ୍ଚଳରେ ଦୁଇ ଟି ହାତୀ ଗ୍ରାମରେ ପଶି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଏହା ସହ ଘରେ ରଖା ଯାଇଥିବା ଚାଉଳ ମଧ୍ୟ ଖାଇ ଯାଉଛନ୍ତି। ବଣାଇ ରେଞ୍ଜର ଧରଣୀଧର ପାଲି!-->…
Read More...
Read More...
ବେଆଇନ ପଥର ବ୍ଲାଷ୍ଟିଂ ଏବଂ ଗଛକଟା ଉପରେ ବନ ବିଭାଗର ଚଢ଼ାଉ।। ୨ ଟି ଜେସିବି ଜବତ , ପଥର ମାଫିଆ ମାନେ ଫେରାର।
ରାଉରକେଲା ଡିଏଫଓ ଯଶୋବନ୍ତ ସେଠୀଙ୍କ ନିର୍ଦ୍ଦେଶ କ୍ରମେ ବୀରମିତ୍ରପୁର ବନ ବିଭାଗ ପକ୍ଷରୁ କୁଆରମୁଣ୍ଡା ତହସିଲ ଅନ୍ତର୍ଗତ ଝଟିଆରା ପାହାଡରେ ଚଢାଉ କରାଯାଇଥିଲା। ସେଠାରୁ ବନ ବିଭାଗ ୨ଟି ନମ୍ବର ବିହୀନ ଜେସିବି ଜବତ କରିଛି । ତେବେ ଚଢଉ ବେଳେ ବେଆଇନ ଭାବେ ବ୍ଲାଷ୍ଟିଂ କରି ପଥର ନେଉଥିବା!-->…
Read More...
Read More...
ରାଉରକେଲା କୋଏଲ ନଗରରେ ଏକ କୋଚିଂ ସେଣ୍ଟର ରେ ଅଗ୍ନିକାଣ୍ଡ।। ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତ।
ରାଉରକେଲା ରେ ଏକ ଘରୋଇ କୋଚିଙ୍ଗ ସେଣ୍ଟର ର ତଳ ତାଲା ରେ ଅଗ୍ନିକାଣ୍ଡ ଯୋଗୁଁ ଛାତ୍ରଛାତ୍ରୀଙ୍କ ମହଲରେ ଆତଙ୍କ ଖେଳି ଯାଇଥିଲା। ଉପର ତାଲା ରେ କୋଚିଙ୍ଗ ନେଉଥିବା ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତ ଭାବେ ବାହାରି ଆସିଥିବା ବେଳେ ସମଗ୍ର କୋଠାଟି ଧୂଆଁ ମୟ ହୋଇଯାଇଥିଲା। ସ୍ଥାନୀୟ ଲୋକ , କୋଚିଂ!-->…
Read More...
Read More...
ରାଉରକେଲା ରେ ପ୍ରଖର ପାଣି ସୁଅରେ ସାଇକେଲ ଆରୋହି ଭାସିଗଲେ।। ସ୍ଥାନୀୟ ଯୁବକଙ୍କ ଦ୍ୱାରା ଉଦ୍ଧାର।
ରାଉରକେଲା ରେ ବୁଧବାର ଦିନ ହୋଇଥିବା ଲଘୁଚାପ ଜନିତ ବର୍ଷାରେ ବହୁ ସହରତଳି ଅଞ୍ଚଳରେ ପାଣି ଜମି ରହିଛି। ଏହାଛଡା ଅନେକ ସ୍ଥାନରେ ଛୋଟବଡ଼ ଦୁର୍ଘଟଣା ମାନ ମଧ୍ୟ ଘଟିଥିବା ଖବର ଆସୁଛି। ବେଦବ୍ୟାସ ନିକଟ ଟି ସି ଆଇ ଛକରୁ ଆଇ ଡି ସି ଯାଇଥିବା ରାସ୍ତାରେ ପ୍ରବଳ ପାଣି ସୁଅ ଚାଲିଥିଲା। ଏହି!-->…
Read More...
Read More...
ପୂର୍ବତନ ବ୍ୟାଙ୍କ ଅଧିକାରୀଙ୍କ ମୃତ ଦେହ କ୍ଷେତରୁ ଉଦ୍ଧାର।। ପୋଲିସ ର ତଦନ୍ତ ଜାରି।
ବଣାଇ ଅଞ୍ଚଳରେ ଜଣେ ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀଙ୍କ ମୃତ ଦେହ ଆଜି ଏକ ଚାଷ ଜମିରୁ ଉଦ୍ଧାର ହୋଇଛି। ଏହି ଘଟଣା ବଣାଇ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ବଣାଇ ଥାନା ଉପର ବାହାଲ ଗ୍ରାମର ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ କୈଳାସ ଚନ୍ଦ୍ର ପାତ୍ର ପ୍ରତିଦିନ ପରି ଆଜି ମଧ୍ୟ ପ୍ରାତଃ!-->…
Read More...
Read More...
ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ସୁନ୍ଦରଗଡ ଜିଲ୍ଲା ଗସ୍ତ।। ମିଶନଶକ୍ତି , ମହିଳା ଏବଂ ଶିଶୁ…
ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି ବିଭାଗର ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍ ସୁନ୍ଦରଗଡ଼ ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଛନ୍ତି। ଏସଏଚଜି ମା’ଙ୍କୁ ବିଭିନ୍ନ ପ୍ରକଳ୍ପ ସହ ଯୋଡ଼ାଯାଇ ସେମାନଙ୍କ ଜୀବିକା ସୁନିଶ୍ଚିତ କରାଯାଉଥିବା!-->…
Read More...
Read More...