Browsing Category

ଓଡିଶା

ଆଜି ଅପରାହ୍ନରେ ଉଡାଇ ଦିଆଯିବ ଟୁଇନ ଟାୱାର।। ମାତ୍ର ୯ ସେକେଣ୍ଡ ରେ ଧୂଳିରେ ମିଶିଵ ଉଭୟ ବହୁତଳ କୋଠା।

ନୋଏଡା ସେକ୍ଟର ୯୩ ରେ ବେଆଇନ ଭାବେ ନିର୍ମିତ ବହୁତଳ ବିଶିଷ୍ଟ ଟ୍ବିନ ଟାୱାରକୁ ଆଜି ଅପରାହ୍ନ ରେ ଭଙ୍ଗାଯିବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଛି।ପୁରା ବିଲ୍ଡିଂ ରେ ବିସ୍ଫୋରକ ଲଗାଇ ଦିଆଯାଇଛି। ମାତ୍ର ୯ ସେକେଣ୍ଡ ମଧ୍ୟରେ ମାଟିରେ ମିଶିଵ ଏହି ବହୁତଳ ପ୍ରସାଦ।ପାଖରେ
Read More...

ସୁନ୍ଦରଗଡ଼ ଜିଲ୍ଲା କୁମଝରିଆ ହାଇସ୍କୁଲ ର ଛାତ୍ରଛାତ୍ରୀଙ୍କ ୧୪୩ ନମ୍ବର ଜାତୀୟ ରାଜପଥ ଅବରୋଧ।।

ସୁନ୍ଦରଗଡ ଜିଲ୍ଲା କୁଆରମୁଣ୍ଡା ବ୍ଲକରେ ଥିବା କୁମଝରିଆ ଅପ ଗ୍ରେଡଡ଼ ହାଇ ସ୍କୁଲ ର ଛାତ୍ରଛାତ୍ରୀ ମାନେ ଶନିବାର ଦିନ ୧୪୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଞ୍ଜୟ ସାମଲ ଶୁକ୍ରବାର ଦିନ ଲାଞ୍ଚ ନେବା ଅଭିଯୋଗରେ ରାଜ୍ୟ ଭିଜିଲାନ୍ସ ଦ୍ୱାରା
Read More...

୩୨ ଟି ଚୋରି ହୋଇଥିବା ସାଇକେଲ ଉଦ୍ଧାର କଲେ ରାଜଗାଙ୍ଗପୁର ପୋଲିସ।। ରାଉରକେଲାରୁ ସାଇକେଲ ଚୋର ଗିରଫ ।

ଗୋଟିଏ ନୁହେଁ କି ଦୁଇଟା ନୁହେଁ। ରାଜଗାଙ୍ଗପୁର ପୋଲିସ ଏକକାଳୀନ ୩୨ ଟି ଚୋରି ହୋଇଥିବା ସାଇକେଲ କୁ ଉଦ୍ଧାର କରିବାରେ ସଫଳ ହୋଇଛି। ଏହି ସାଇକେଲ ଗୁଡିକ ରାଜଗାଙ୍ଗପୁର ଥାନା ଅଞ୍ଚଳରୁ ଚୋରି ହୋଇଥିଲା। ସବୁଠାରୁ ବଡ଼କଥା ହେଲା ଏହି ସାଇକେଲ ଚୋରିରେ କୌଣସି ରାକେଟ ସମ୍ପୃକ୍ତ ନଥିଲେ। ରାଉରକେଲା
Read More...

ଲହୁଣୀପଡା ବ୍ଲକ ଗମଲେଇ ହାଟର ଅବସ୍ଥା ଶୋଚନୀୟ।। ପରିମଳ ବ୍ୟବସ୍ଥା ସୁଧାରିବାକୁ ସାଧାରଣରେ ଦାବି।

ସୁନ୍ଦର ଗଡ଼ ଜିଲ୍ଲା ଲହୁଣୀ ପଡା ବ୍ଲକ ର ଗମଲେଇ ସପ୍ତାହିକ ହାଟ। ଏହି ହାଟ ରେ ପନି ପରିବାରୁ ନେଇ ବଳଦ, ଗାଈ, ଛେଳି, କୁକୁଡା ପର୍ଯ୍ୟନ୍ତ ବିକ୍ରି ହୁଏ। କେନ୍ଦୁଝର, ବଡ଼ବିଲ, ରାଉରକେଲା ପ୍ରଭୃତି ସ୍ଥାନରୁ ରୁ ବେପାରୀ ମାନେ ଆସି ଏଠାରେ କିଣା ବିକା କରନ୍ତି। ସ୍ଥାନୀୟ ଲୋକମାନେ ମଧ୍ୟ ଏହି
Read More...

ପୋଲିସ ପହଞ୍ଚି ଯିବାରୁ ଏଟିଏମ ରୁ ଲୁଟ ଉଦ୍ୟମ ବିଫଳ।। ଗ୍ୟାସ କଟର ରେ କାଟି ଲୁଟ ଚେଷ୍ଟା କରୁଥିଲେ ।

ରାଜ୍ୟରେ ଏବେ ଅଟୋମେଟିକ ଟେଲର ମେସିନ ରୁ ଲୁଟ କରିବା ଘଟଣାରେ ବୃଦ୍ଧି ଘଟୁଛି। କେଉଁଠି ଦୃବୃତ୍ତ ମାନେ ଏ ଟି ଏମ୍ କୁ ଉଠାଇ ନେଉଛନ୍ତି ତ ଆଉ କେଉଁଠି ଏଟିଏମ ତାଡି ଟଙ୍କା ନେଇ ଯାଉଛନ୍ତି। ଗତକାଲି ରାତି ୩ ଘଟିକା ସମୟରେ ଭଦ୍ରକ ଜିଲ୍ଲା ଧାମନଗର ବଜାର ସ୍ଥିତ, ଶ୍ରାବଣୀ ହୋଟେଲ ନିକଟରେ ଥିବା,
Read More...

କଦଳୀ ଚାଷ କରି ଲକ୍ଷପତି ହେଲେ ଚାଷୀ।। ଧାନ ଚାଷ କରୁଥିଲେ , ଜଳସେଚନ ସୁବିଧା ଯୋଗୁଁ କଲେ କଦଳୀ ଚାଷ।

ସୁନ୍ଦରଗଡ ଜିଲ୍ଲାରେ ଏବେ ଜଳସେଚନ ସୁବିଧା ହେବା ଯୋଗୁଁ ଚାଷୀମାନେ ଉପକୃତ ହେଉଛନ୍ତି। ଧାନ ଚାଷ କରିପାରୁନଥିବା ଚାଷୀମାନେ ଏବେ ପନି ପରିବା ଚାଷ କରି ବେଶ ଦିପଇସା ଉପାର୍ଜନ କରି ପାରୁଛନ୍ତି। ଜଳସେଚନ ସୁବିଧା ହେବା ଫଳରେ ଏବେ ସୁନ୍ଦରଗଡ଼ ଲେଫ୍ରିପଡା ଅଞ୍ଚଳର ଜଣେ ଚାଷୀ ମହେନ୍ଦ୍ର ଶଙ୍କରିଆ
Read More...

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବାୟୁ ପ୍ରଦୂଷିତ ସମ୍ପର୍କିତ କର୍ମଶାଳା।। ଆର ଏସ ପି ସିପିଟିଆଇ ଅଡ଼ିଟୋରିଅମ…

ରାଉରକେଲା, ୨୬/୦୮ : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆ ଞ୍ଚଳିକ ଶାଖା ପକ୍ଷରୁ ବାୟୁ ପ୍ରଦୂଷଣ ସଂପର୍କିତ ଏକ କର୍ମଶାଳା ଆଜି ଆରଏସ୍‌ପିର ସିପିଟିଆଇ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି ।ସମ୍ମିଳିତ ଉଦ୍ୟମ ଦ୍ୱାରା ବାୟୁ ପ୍ରଦୂଷଣକୁ ରୋକାଯାଇ ପାରିବ ବୋଲି ଅତିଥିମାନେ
Read More...

ରାଉରକେଲା ରେ ଚାଲିଛି ନକଲି ବିଶ୍ୱବିଦ୍ୟାଳୟ।। ଦେଶରେ ୨୧ଟି ନକଲି ବିଶ୍ୱବିଦ୍ୟାଳୟ ଚାଲିଛି।। ଓଡ଼ିଶାରେ ଦୁଇ।

ୟୁଜିସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆବଶ୍ୟକ ସ୍ୱୀକୃତି ନଥାଇ ଦେଶର ବିଭିନ୍ନ ରାଜ୍ୟରେ କେତେକ ଶିକ୍ଷାନୁଷ୍ଠାନ ନିଜକୁ ବିଶ୍ୱବିଦ୍ୟାଳୟ ବୋଲି ଦାବି କରୁଛନ୍ତି। ଏହି ନକଲି ବିଶ୍ୱବିଦ୍ୟାଳୟ ତାଲିକାରେ ରାଉରକେଲା ଶକ୍ତିନଗର ପାଣିଟାଙ୍କି ରୋଡସ୍ଥିତ ଅନ୍ନପୂର୍ଣ୍ଣା ଭବନରେ
Read More...

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡି ପ୍ରଧାନ ଶିକ୍ଷକ ଗିରଫ।। ସାର୍ଟିଫିକେଟ ଦେବାକୁ ନେଉଥିଲେ ଲାଞ୍ଚ।

ହାଇ ସ୍କୁଲ ହେଡମାଷ୍ଟର ଭିଜିଲାନ୍ସ ଜାଲରେ। ୧୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରପଡି ଗିରଫ ହୋଇଛନ୍ତି ହେଡମାଷ୍ଟର। ଏହି ଘଟଣା ଘଟିଛି ରାଉରକେଲା ନିକଟ କୁଆରମୁଣ୍ଡା ବ୍ଲକ ରେ ଥିବା କୁମଝରିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ। ଉକ୍ତ ହାଇ ସ୍କୁଲ ର ଭାରପ୍ରାପ୍ତ
Read More...

ନିଶାଶକ୍ତ ଅବସ୍ଥାରେ ପଡୋଶୀ ମହିଳାଙ୍କୁ ହତ୍ୟା।। ଅଭିଯୁକ୍ତ ଗିରଫ।

ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ବୁଦଲଜୋର ଗ୍ରାମରେ ଶୁକ୍ରବାର ଦିନ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟି ଯାଇଛି। ସୋମା ଓରାମ ନାମକ ଜଣେ ଯୁବକ ନିଶାଶକ୍ତ ଅବସ୍ଥାରେ ତାଙ୍କର ପଡୋଶୀ ହଉରୀ ଟିଗା ନାମ୍ନୀ ଜଣେ ମହିଳାଙ୍କୁ ହତ୍ୟା କରିଛି। ଶୁକ୍ରବାର ଅପରାହ୍ନରେ ଉକ୍ତ ମହିଳା ଗ୍ରାମରେ ଯାଉଥିବା ବେଳେ
Read More...