Browsing Category
ଓଡିଶା
ରାଉରକେଲା ରେ ଗଣେଶ ପୂଜା ଭାଷାଣି ଶୋଭାଯାତ୍ରା ଲାଗି ଏସ ପି ଅଫିସରେ ବୈଠକ। ସେପ୍ଟେମ୍ବର ୪ ରେ ହେବ ଭାଷାଣି…
କୋଭିଡ କଟକଣା ଯୋଗୁଁ ଦୁଇବର୍ଷ ହେଲା ରାଉରକେଲା ରେ ସାର୍ବଜନୀନ ଗଣେଶ ପୂଜା ହୋଇ ପାରୁନଥିଲା। ଚଳିତ ବର୍ଷ କୋଭିଡ଼ କଟକଣା ପ୍ରାୟ ଉଠି ଯାଇଥିବାରୁ ସହରରେ ଆଡମ୍ବର ସହକାରେ ଗଣେଶ ପୂଜା ପାଳନ କରାଯାଉଛି। ସେହି ପରି ଗଣେଶଙ୍କ ଭାଷାଣି ଶୋଭାଯାତ୍ରା ମଧ୍ୟ ଆଡମ୍ବର ସହକାରେ କରାଯିବ। ଭାଷାଣି!-->…
Read More...
Read More...
ନିଦ ହଜାଇ ଦେଇଛି ଦନ୍ତା ହାତୀ ।। ନିଆଁ ହୁଳା , ବାଣ କୁ ନାହିଁ ଖାତିର।। ବନବିଭାଗ , ଗ୍ରାମବାସୀ ନାକେଦମ।
ବଣେଇ ଫରେଷ୍ଟ ରେଞ୍ଜ ରେ ଏବେ ଏକ ଗୋଟିକିଆ ଦନ୍ତା ଗ୍ରାମବାସୀ ଏବଂ ବନ ବିଭାଗ କର୍ମଚାରୀଙ୍କ ନିଦ ହଜାଇ ଦେଇଛି। ଗତ କିଛିଦିନ ହେଲା ଏହି ଦନ୍ତା ଟି ଗୋଠଛଡା ହୋଇ ଏହି ଅଞ୍ଚଳ କୁ ପଶି ଆସିଛି। ରାତିରେ ଗ୍ରାମରେ ପଶି ଘର ଭାଙ୍ଗିବା ସହ ଜିନିଷପତ୍ର ନଷ୍ଟ କରୁଛି। କ୍ଷେତରେ ପଶି ଧାନ ଫସଲ ନଷ୍ଟ!-->…
Read More...
Read More...
ଦୁଇ ବାଇକ ମୁହାଁ ମୁହିଁ ଧକ୍କା।। ବିରମିତ୍ରପୁର ରେ ଦୁଇ ଯୁବକଙ୍କ ମୃତ୍ୟୁ।
ବିରମିତ୍ରପୁର ରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ଦୁଇଟି ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କୁ ଚିହ୍ନଟ କରାଯାଇଛି।ମିଳିଥିବା ସୂଚନା ଅନୁଯାୟୀରାଏବଗା ସୀମକୋ ଗ୍ରାମର ଅଜୟ ସମଦ!-->…
Read More...
Read More...
ଗ୍ରାମ୍ୟ ଉନ୍ନୟନ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ରାଉରକେଲା ଗସ୍ତ।। ବିପିୟୁଟି ରେ ସମୀକ୍ଷା…
ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ତାଙ୍କର ଏକ ଦିବାସୀୟ ଗସ୍ତରେ ଆସି ରାଉରକେଲା ରେ ପହଞ୍ଚିଛନ୍ତି। ଗୁରୁବାର ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ଘଡାଇ ବିପିୟୁଟି ପରିଦର୍ଶନ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲାର ବେକାର ଯୁବକ ଯୁବତୀଙ୍କୁ ସେଠାରେ!-->…
Read More...
Read More...
ଉତ୍ସାହ ଉଦ୍ଧିପନା ସହ ମନା ଯାଉଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ।। ମା ସମଲେଶ୍ବରୀ ମନ୍ଦିରରେ ସ୍ୱତନ୍ତ୍ର…
ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଗୁରୁବାର ଦିନ ଉତ୍ସାହ , ଉଦ୍ଧିପନା ସହ ମନା ଯାଉଛି। ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ନୂଆଖାଇ ପର୍ବ ଉତ୍ସାହ ର ସହ ମନା ଯାଉଛି । କୃଷି ଭିତ୍ତିକ ଏହି ପର୍ବରେ ଚାଷୀ ତାର ଅମଳ କରିଥିବା ପ୍ରଥମ ଫସଲ ମା ସମଲେଇଙ୍କୁ ଭୋଗ ଲଗାଇଥାଏ। ଏହି!-->…
Read More...
Read More...
ସୁନ୍ଦରଗଡ, ବିରମିତ୍ରପୁର , ରାଜଗାଙ୍ଗପୁର ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ।
ସୁନ୍ଦରଗଡ଼ ପୌରପାଳିକା ପକ୍ଷରୁ ସର୍ବଭାରତୀୟ ସ୍ଵାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ଏହି ଅବସରରେ ସୁନ୍ଦରଗଡ଼ ସହରରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ସୁନ୍ଦରଗଡ଼ର ମାଦ୍ରିକାଲୋ ଭବନଠାରେ ଏକ ବିଶେଷ!-->!-->!-->…
Read More...
Read More...
ମହନଗର ନିଗମ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ।। ସ୍ଵଛ , ସୁନ୍ଦର ଏବଂ ସବୁଜ ରାଉରକେଲା ଗଠନ ନେଇ କମିଶନରଙ୍କ…
ରାଉରକେଲା, ୩୧ ଅଗଷ୍ଟ ୨୦୨୨: ରାଉରକେଲା ମହାନଗର ନିଗମ ପକ୍ଷରୁ ଧୁମଧାମର ସହ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମହାନଗର ନିଗମ ପକ୍ଷରୁ ସଚେତନତା ଶୋଭାଯାତ୍ରା, ସ୍ବାସ୍ଥ୍ୟପରୀକ୍ଷଣ ଶିବିର, ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପରିଶ୍ରାଗାରର ଲୋକାର୍ପଣ, ବିଶୁଦ୍ଧ ପାନୀୟ!-->…
Read More...
Read More...
ରାଉରକେଲା ଇସ୍ପାତ ସହରରେ ବିଘ୍ନରାଜ ଗଣେଶଙ୍କ ପୂଜାର୍ଚ୍ଚନା ଆରମ୍ଭ।। ଆକର୍ଷଣୀୟ ତୋରଣ ସହ ବିଭିନ୍ନ ପେଣ୍ଡାଲରେ ମେଳାର…
କୌଣସି କାମ ଆରମ୍ଭ କରିବା ପୂର୍ବରୁ ଗଣେଶଙ୍କୁ ଆବାହନ କରାଯାଇ ପୂଜାର୍ଚ୍ଚନା କରାଯାଇଥାଏ। ବୁଦ୍ଧି , ବିଦ୍ୟା , ଜ୍ଞାନ , ଧନ ଦାତା ଗଣେଶ ଙ୍କ ପୂଜା ଚଳିତ ବର୍ଷ ମହା ଆଡମ୍ବର ସହକାରେ କରାଯାଉଛି। ଦୁଇ ବର୍ଷ ହେଲା କୋଭିଡ କଟକଣା ଯୋଗୁ ସାର୍ବଜନୀନ ଗଣେଶ ପୂଜାରେ ଶ୍ରଦ୍ଧାଳୁ ମାନେ ସାମିଲ ହୋଇ!-->…
Read More...
Read More...
ରାଉରକେଲା ରେ ପୁରୁଷ ହକି ବିଶ୍ୱ କପ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କଲେ ଜିଲ୍ଲାପାଳ।। ହେବାକୁ ଥିବା କାର୍ଯ୍ୟକ୍ରମରେ…
୨୦୨୩ ପୁରୁଷ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି। ନିର୍ଦ୍ଧାରିତ ସମୟ ପୂର୍ବରୁ ନିର୍ମାଣାଧୀନ ପ୍ରକଳ୍ପ କାମ ଶେଷ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ!-->…
Read More...
Read More...
ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ପାଳନ।। ରାଜଗାଙ୍ଗପୁର ସରବତୀ ଦେବୀ ମହିଳା ମହାବିଦ୍ୟାଳୟ ରେ ଆୟୋଜିତ।
ରାଜଗାଙ୍ଗପୁର ସ୍ଥିତ ସରବତୀ ଦେବୀ ମହିଳା ବିଦ୍ୟାଳୟରେ ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ଼. ନୂତନ ଖମାରୀ ଯୋଗ ଦେଇଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷ ବିପିନ୍ ଚୌଧୁରୀ ଙ୍କ ପ୍ରେରଣାକ୍ରମେ!-->…
Read More...
Read More...