Browsing Category

ଓଡିଶା

ହକି ଇଣ୍ଡିଆ ସଭାପତି ପଦ ଲାଗି ନାମାଙ୍କନ ପତ୍ର ଦାଖଲ କଲେ ଅଲମ୍ପିଆନ ଦିଲ୍ଲୀପ ତିର୍କୀ।। ଓଡିଶା ହକି ଆସୋସିଏସନ ପକ୍ଷରୁ…

ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଅଲମ୍ପିଆନ ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆ ସଭାପତି ପଦ ଲାଗି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଓଡିଶା ହକି ଆସୋସିଏସନ ପକ୍ଷରୁ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶ୍ରୀ ତିର୍କୀ ଏବେ ଓଡିଶା ହକି ଆସୋସିଏସନ ର ସଭାପତି ଅଛନ୍ତି ।
Read More...

କେନ୍ଦୁଝର : ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟାରେ ୪ ଶିଶୁ ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ।। ୧୮ ଦିନରେ ୧୩ ଶିଶୁ ମୃତ।।…

କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଗତ ୨୪ ଘଣ୍ଟାରେ ୪ ଜଣ ଶିଶୁଙ୍କ ମୃତ୍ୟୁ କୁ ନେଇ ବିଭିନ୍ନ ମହଲରେ ଚିନ୍ତା ବ୍ୟକ୍ତ କରାଯାଇଛି। ଏହାଛଡା ଚିକିତ୍ସାଳୟରେ ୧୮ ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ରବିବାର ଦିନ ଏ ଡି ଏମ୍‌ ଓ କିଶୋର ପୃଷ୍ଟି ଏହି ସୂଚନା ଦେଇଛନ୍ତି।
Read More...

ରାଉରକେଲା : କେନ୍ଦ୍ରୀୟ ପୂଜା କମିଟି କର୍ମକର୍ତ୍ତା ନିର୍ବାଚନ ଲାଗି ଚାଲିଛି ଭୋଟ ଗ୍ରହଣ।। ସନ୍ଧ୍ୟା ୫ ଟାରେ ଫଳାଫଳ…

ରାଉରକେଲା ରେ କେନ୍ଦ୍ରୀୟ ପୂଜା କମିଟି କର୍ମକର୍ତ୍ତା ନିର୍ବାଚନ ଲାଗି ଆଜି ଭୋଟ ଗ୍ରହଣ ଚାଲିଛି। ରାଉରକେଲା ଆଇ ଟି ଡି ଏ ସମ୍ମିଳନୀ କକ୍ଷରେ ଏହି ଭୋଟ ଗ୍ରହଣ ହେଉଛି। ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ସମୁଦାୟ ୧୪ ଟି ପଦ ଲାଗି ନିର୍ବାଚନ ହେଉଛି। ଏଥିପାଇଁ ୨୫ ଜଣ ପ୍ରାର୍ଥୀ ନିର୍ବାଚନ
Read More...

ଛାତ୍ରୀ ମାନଙ୍କ ବାଥରୁମ ଭିଡିଓ ଭାଇରଲ ନେଇ ପଞ୍ଜାବ ର ମୋହାଲି ରେ ଉତ୍ତେଜନା।। ଭିଡିଓ ଉତ୍ତୋଳନ କରିଥବା ସାଥି ଛାତ୍ରୀ…

ହଷ୍ଟେଲ ରେ ରହୁଥିବା ଛାତ୍ରୀଙ୍କ ବାଥରୁମ ଭିଡିଓ ଭାଇରଲ ହେବା ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ପଞ୍ଜାବର ମୋହାଲିରେ ଥିବା ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଏକ ବଡ଼ଧରଣର ବିକ୍ଷୋଭ ଶନିବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି। ଏକ ଘରୋଇ କଲେଜ ହଷ୍ଟେଲର ଜଣେ ଛାତ୍ରୀ ହଷ୍ଟେଲରେ ରହୁଥିବା
Read More...

ସୁନ୍ଦରଗଡ଼ : କୋଇଲା ପରିବହନ ରେ ଭଡା ବୃଦ୍ଧି ଦାବିରେ ମିଳିତ ଟ୍ରକ ମାଲିକ ସଂଘର ଚକ୍କା ଜାମ ଆନ୍ଦୋଳନ।। ଏମ୍ ସି ଏଲ ରୁ…

କୋଇଲା ପରିବହନ ରେ ଭଡା ବୃଦ୍ଧି ଦାବି ରେ ଆଜି ଠାରୁ ସୁନ୍ଦରଗଡ଼ ଟ୍ରକ ମାଲିକଙ୍କ ଚକ୍କା ଜାମ ଆନ୍ଦୋଳନ ଆରମ୍ଭ ହୋଇଛି। ଫଳରେ ମହାନଦୀ କୋଲ ଫିଲଡ଼ ର ତିନୋଟି ଖଣି ରୁ କୋଇଲା ପରିବହନ ଠପ୍ ହୋଇଯାଇଛି। ଝାରସୁଗୁଡ଼ା, ସମ୍ବଲପୁର ଏବଂ ଛଟିଶଗାଡ କୁ ଏମସିଏଲ ରୁ କୋଇଲା ପରିବହନ ହେଉଛି । ଟନ ପିଛା
Read More...

ରାଞ୍ଚି :ବ୍ରିଜ ରୁ ଖସି ପଡ଼ିଲା ବସ।। ୭ ମୃତ।। ବହୁ ବସ ଯାତ୍ରୀ ଆହତ।। ୧୭ ଜଣ ଯାତ୍ରୀ ଗୁରୁତର।

ଝାରଖଣ୍ଡର ହଜାରିବାଗ ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ରେ ୭ ଜଣଙ୍କ ପ୍ରାଣ ହାନି ଘଟିଛି। ପ୍ରାୟ ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବସ୍‌ ଟି ବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ତଳକୁ ଖସି ପଡ଼ିଥିଲା। ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୫ ଜଣ ବସ ରେ ଥିବା ଯାତ୍ରୀ
Read More...

ସାଇବର ଠକ ଦଳର ଚାରି ସଦସ୍ୟଙ୍କୁ ରାଉରକେଲାରୁ ନେଲେ ଜାମ୍ମୁ କାଶ୍ମୀର ପୋଲିସ।।

ରାଉରକେଲା ପୋଲିସ ହାତରେ ୧୨ ତାରିଖ ଦିନ ଧରା ପଡିଥିବା ସାଇବର ଠକ ଦଳ ସାରା ଦେଶରେ ତାଙ୍କର ନେଟୱାର୍କ ଚଳାଇଥିବା ସ୍ପଷ୍ଟ ହୋଇଯାଇଛି। ଏହି ଠକ ଦଳ ଜାମ୍ମୁ କାଶ୍ମୀର ରେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମଧ୍ୟ ଅନଲାଇନ ରେ ଠକିଥିବା ଜଣା ପଡ଼ିଛି। ଆଜି ଜାମ୍ମୁ କାଶ୍ମୀର ପୋଲିସ ର ଏକ ଟିମ
Read More...

ଅଳିଆ ଆବର୍ଜନା ସଫେଇ ମିଶନରେ ସାମିଲ ହେଲେ ରାଉରକେଲା ଯୁବଛାତ୍ର ବାହିନୀ।। ହନୁମାନ ବାଟିକା ରେ ଆବର୍ଜନା ସଫା କଲେ।

'ଇଣ୍ଡିଆନ ସ୍ବଚ୍ଛତା ଲିଗ୍'ର ପ୍ରତିଯୋଗୀ 'ରାଉରକେଲା ବୁଲ୍' ଆରମ୍ଭ କରିଛି ତାର ସ୍ବଚ୍ଛତା ଅଭିଯାନ। ଅଳିଆ ବିରୋଧୀ ଲଢ଼େଇରେ ସିପାହୀ ସାଜିଲେ ଇସ୍ପାତନଗରୀ ଛାତ୍ରଛାତ୍ରୀ ଓ ଯୁବବାହିନୀ । ସକାଳୁ ସକାଳୁ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟଠାରୁ ଆରମ୍ଭ ହୋଇଥିଲା ଏକ ସଚେତନତା ଶୋଭାଯାତ୍ରା ।
Read More...

ଶୁକ୍ରବାର ଝାରସୁଗୁଡ଼ା ନିକଟ ବିଜୁ ଏକ୍ସପ୍ରେସୱେ ରେ ଟ୍ରକ-ବସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୮ କୁ ବୃଦ୍ଧି।।

ଶୁକ୍ରବାର ସନ୍ଧ୍ୟାରେ ଝାରସୁଗୁଡା ଜିଲ୍ଲାର ସଦର ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ରେ ବସ୍ ଏବଂ ଟ୍ରକ୍ ମଧ୍ୟରେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆଠ କୁ ବୃଦ୍ଧି ପାଇଛି। ଆହତମାନଙ୍କ ମଧ୍ୟରୁ ବୁର୍ଲାରେ ୧୩ ଜଣ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାରେ ରେ
Read More...

ଆସନ୍ତାକାଲି ବିଶ୍ୱକର୍ମା ପୂଜା।। ଉତ୍ସବ ମୁଖର ହୋଇ ଉଠିଛି ଶିଳ୍ପ ନଗରୀ ରାଉରକେଲା।

ଆସନ୍ତାକାଲି ବିଶ୍ୱକର୍ମା ପୂଜା। ଏଥିଲାଗି ଚଳଚଞ୍ଚଳ ହୋଇ ଉଠିଛି ଶିଳ୍ପ ନଗରୀ ରାଉରକେଲା। ରାଉରକେଲା ଏବଂ ଆଖପାଖ ଅଞ୍ଚଳରେ ବହୁ ଶିଳ୍ପ ପ୍ରତିଷ୍ଠାନ ଥିବାରୁ ବିଶ୍ୱକର୍ମା ପୂଜା ମହା ଆଡମ୍ବର ସହକାରେ କରାଯାଏ। ଆଜି ବିଭିନ୍ନ ପୂଜାସ୍ଥଳ କୁ ବିଶ୍ୱର କାରିଗର ଶ୍ରୀ ଶ୍ରୀ ବିଶ୍ୱକର୍ମା ଙ୍କ
Read More...