Browsing Category

ଓଡିଶା

ରାଉରକେଲା : ବିବାହିତା ମହିଳାଙ୍କୁ ହତ୍ୟା ପରେ ଟାଙ୍ଗି ଦେଇଥିବା ଅଭିଯୋଗ।। ପ୍ଲାଣ୍ଟସାଇଟ ଥାନାରେ ମାମଲା ରଜ୍ଜୁ।।…

ରାଉରକେଲା ଟିମ୍ବର କଲୋନୀରେ ଜଣେ ବିବାହିତା ମହିଳାଙ୍କୁ ହତ୍ୟା କରି ଘରେ ଟାଙ୍ଗି ଦେଇଥିବାର ଅଭିଯୋଗ ପ୍ଲାଣ୍ଟସାଇଟ ଥାନାରେ ହୋଇଛି। ପୋଲିସ ଏକ ହତ୍ୟା ମାମଲା ରଜ୍ଜୁ କରି ତଦନ୍ତ ଚଳାଇଛି। ମୃତ ମହିଳାଙ୍କ ସ୍ୱାମୀଙ୍କୁ ମଧ୍ୟ ଅଟକ ରଖି ପୋଲିସ ପଚରା ଉଚୁରା କରୁଛି।ମିଳିଥିବା ସୂଚନା ଅନୁଯାୟୀ
Read More...

ସୁନ୍ଦରଗଡ : ବଣେଇ ବନଖଣ୍ଡରେ ଦୁଇଟି ଦନ୍ତା ହାତୀଙ୍କ ଉପଦ୍ରବ ଜାରି।। ବନବିଭାଗ ପକ୍ଷରୁ ଦନ୍ତା ଦୁଇଟିକୁ ଘଉଡାଇବା…

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଫରେଷ୍ଟ ରେଞ୍ଜ ଅଞ୍ଚଳରେ ୧୫ ଦିନ ହେଲା ଏକ ଦନ୍ତା ହାତୀ ଉପଦ୍ରବ ଜାରି ରଖିଛି। ଏବେ ଅନ୍ୟ ଏକ ଦନ୍ତା ହାତୀ ଗୋଠ ଛଡା ହୋଇ ଗାଁ ମଧ୍ୟକୁ ପଶି ଧାନ ଚାଉଳ ଖାଇ ଯାଉଛି। ପୂର୍ବରୁ ଥିବା ଦନ୍ତା ଟି କ୍ଷେତରେ ପଶି ପାଚିଲା ଧାନ ଖାଇ ଯାଉଛି। ଅନ୍ୟ ପକ୍ଷରେ ଆଉ ଏକ ଦନ୍ତା
Read More...

ସୁନ୍ଦରଗଡ : ତହସିଲ ଅଫିସ ଘେରାଉ କଲେ ବିସ୍ଥାପିତ।। ଥଇଥାନ ଏବଂ ପୁନର୍ବାସ ଦାବିରେ ଘେରାଉ।

ସୁନ୍ଦରଗଡ ଜିଲ୍ଲା ହେମଗିରି ତହସିଲ ଅଫିସ ଘେରାଉ କଲେ ବିସ୍ଥାପିତ। ୨୦୧୩ ମସିହା ଥଇଥାନ ଓ ପୁନର୍ବାସ ନୀତି ଅନୁସାରେ କ୍ଷତିପୂରଣ ପ୍ରଦାନ ଦାବି ଘେରାଉ କଲେ ଚାରିଟି ଗ୍ରାମର ଶତାଧିକ ବିସ୍ଥାପିତ । ହେମଗିରି ବ୍ଲକ ର ଜାମକାନି କୋଇଲା ବ୍ଲକ ପୂର୍ବରୁ ଭୂଷଣ ପାୱାର ଏବଂ ଷ୍ଟିଲ କଂପାନୀ କୁ
Read More...

ରାଉରକେଲା : ତିନି ବର୍ଷ ପରେ ରାଜ୍ୟରେ ବଳକା ଡାକ୍ତର , କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ।। ରାଉରକେଲା ସରକାରୀ ଡାକ୍ତରଖାନା…

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ତାଙ୍କର ଏକ ଦିବସୀୟ ରାଉରକେଲା ଗସ୍ତରେ ଆସି ପହଞ୍ଚିଛନ୍ତି। ଶ୍ରୀ ଦାସ ତାଙ୍କ ଗସ୍ତ ଅବସରରେ ରାଉରକେଲା ସରକାରୀ ହସପିଟାଲ ପରିଦର୍ଶନ କରିଥିଲେ। ସରକାରୀ ଡାକ୍ତରଖାନାରେ ଖାଲି ପଡିଥିବା ଡାକ୍ତର ଏବଂ କର୍ମଚାରୀଙ୍କ ପଦବୀ ଶୀଘ୍ର ପୂରଣ କରାଯିବ ବୋଲି
Read More...

ସୁନ୍ଦରଗଡ : ଗିରଫ ହେଲେ ଅତିରିକ୍ତ ତହସିଲଦାର କୁଳମଣି ପଟେଲ।। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲେ…

ଗିରଫ ହେଲେ ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗୁରୁବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କର ସ୍ଥାବର ଅସ୍ଥାବର ସଂପତ୍ତି ର ମୂଲ୍ୟ ୫ କୋଟି ୨ ଲକ୍ଷ ୫୯ ହଜାର ୭୦୪ ଟଙ୍କା ଆକଳନ କରିଛି
Read More...

ସୁନ୍ଦରଗଡ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି।। କେବଳ ରାଉରକେଲାରେ ୯୯ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ।

ସୁନ୍ଦରଗଡ ଜିଲ୍ଲାରେ ଏବେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେପ୍ଟେମ୍ବର ୨୧ ତାରିଖ ସୁଦ୍ଧା ଜିଲ୍ଲାରେ ୧୧୪ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ରାଉରକେଲା ସହରାଞ୍ଚଳରେ। ରାଉରକେଲା ରେ ସମୁଦାୟ ୯୯ ଜଣ ଡେଙ୍ଗୁ ଆକ୍ରାନ୍ତ
Read More...

ରାଉରକେଲା : ରାହୁଲ ଗାନ୍ଧୀଙ୍କୁ ଏଆଇସିସି ଅଧ୍ୟକ୍ଷ କରାଯିବାକୁ ରାଜ୍ୟ କଂଗ୍ରେସର ଦାବି।। ଦାବି କଲେ ପିସିସି ଅଧ୍ୟକ୍ଷ…

ଆସନ୍ତା ମାସ ହେବାକୁ ଥିବା ଅଖିଳ ଭାରତୀୟ କଂଗ୍ରେସ କମିଟି ଅଧ୍ୟକ୍ଷ ପଦ ଲାଗି ରାହୁଲ ଗାନ୍ଧୀ ପ୍ରାର୍ଥୀ ହେବାକୁ ଦାବି କରାଯାଇଛି। ଆଜି ରାଉରକେଲାରେ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଏହି ଦାବି ଦୋହରାଇଛନ୍ତି।ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଗୁରୁବାର ଦିନ
Read More...

ବଣେଇ ଅଞ୍ଚଳରେ ବେଆଇନ ମଦ କାରବାର ଉପରେ ପୋଲିସ ଏବଂ ଅବକାରୀ ବିଭାଗର ଚଢ଼ାଉ।। ୨୫୦୦ କେଜି ମହୁଲ ଜବତ।

ସୁନ୍ଦରଗଡ ଜିଲ୍ଲାରେ ନକଲି ଏବଂ ବେଆଇନ ମଦ କାରବାର ଥମିବାର ନାଁ ନେଉନାହିଁ। ବୁଧବାର ଦିନ ରାଉରକେଲା ଅବକାରୀ ବିଭାଗ ପାନପୋଷ ଅଞ୍ଚଳ ରେ ଚଢ଼ାଉ କରି ଏକ ନକଲି ବିଦେଶୀ ମଦ କାରଖାନା ଠାବ କରିଥିଲେ। ବହୁ ପରିମାଣର ନକଲି ବିଦେଶୀ ମଦ ଜବତ କରିବା ସହ ମଦ ପ୍ରସ୍ତୁତି ସରଞ୍ଜାମ ଜବତ କରିଥିଲେ।
Read More...

ରାଉରକେଲା ରେ ନକଲି ବିଦେଶୀ ମଦ କାରଖାନା ଠାବ।। ଲକ୍ଷ ଲକ୍ଷ ଟଙ୍କାର ନକଲି ବିଦେଶୀ ମଦ ଜବତ।। ଦୁଇ ମଦ ମାଫିଆ ଗିରଫ।

ସାବଧାନ। ପୂଜା ବଜ଼ାରରେ ରାଉରକେଲା ରେ ବିଭିନ୍ନ ସ୍ଥାନରେ ମିଳୁଛି ନକଲି ବିଷାକ୍ତ ବିଦେଶୀ ମଦ। ନକଲି ମଦ ବେପାରୀ ବାହାର ରାଜ୍ୟରୁ ନକଲି ମଦ ଆଣି ସହରରେ ବିକ୍ରି କରୁଛନ୍ତି। ବିଶେଷ କରି ବିଭିନ୍ନ ଢାବାରେ ଏହି ନକଲି ମଦ ବିକ୍ରି ଲାଗି ଟାର୍ଗେଟ ରଖିଛନ୍ତି ଏହି ବେପାରୀ।ରାଉରକେଲା ଅବକାରୀ
Read More...

ରାଉରକେଲା : ବାସନ୍ତୀ କଲୋନୀ ର ଭେଣ୍ଡିଙ୍ଗ ଜୋନ ରେ ୬୦ ରୁ ଉର୍ଦ୍ଧ୍ବ ଦୋକାନ ଘର ଭଙ୍ଗା ଗଲା।। ବହୁତଳ ମାର୍କେଟ…

ରାଉରକେଲା ରେ ହକି ବିଶ୍ୱକପ ପୂର୍ବରୁ ଚାଲିଛି ସୌନ୍ଦର୍ଯ୍ୟକରଣ ଏବଂ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ। ବୁଧବାର ଦିନ ବାସନ୍ତୀ କଲୋନୀ ଭେଣ୍ଡିଙ୍ଗ ଜୋନ ରେ ଥିବା ୬୦ ରୁ ଉର୍ଦ୍ଧ୍ବ ଦୋକାନ ଗୃହକୁ ରାଉରକେଲା ମହାନଗର ନିଗମ ପକ୍ଷରୁ ଭାଙ୍ଗି ଦିଆଯାଇଛି। ଏହି ସ୍ଥାନରେ ଅସ୍ଥାୟୀ ଦୋକାନ ଘର କରାଯାଇ ଆର
Read More...