Browsing Category

ଓଡିଶା

ହାଇ ସିକୁରୀଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବା ଅବିଧି ଏକ ମାସ ବୃଦ୍ଧି କଲେ ରାଜ୍ୟ ସରକାର।। ଜ଼ନସେବା କେନ୍ଦ୍ର ଏବଂ…

ଗାଡ଼ିରେ ହାଇ ସିକୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବା ଅବିଧିକୁ ରାଜ୍ୟ ସରକାର ଆଉ ଏକ ମାସ ବଢ଼ାଇଛନ୍ତି। ରାଜ୍ୟ ପରିବହନ ବିଭାଗ ଦ୍ଵାରା ଜାରି ବିଜ୍ଞପ୍ତି ଅନୁସାରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଏହି ଅବିଧି ବୃଦ୍ଧି ପାଇଛି। ଗାଡି ରେ ହାଇ ସିକୁରୀଟି ନମ୍ବର ପ୍ଲେଟ ଲଗାଇବା ସମୟସୀମା ୩୦
Read More...

ସୁନ୍ଦରଗଡ଼ : ଅବକାରୀ ବିଭାଗ ଜବତ କଲେ ୮୦ ଲିଟର ବେଆଇନ ବିଦେଶୀ ମଦ।। ମାରୁତି କାର ଜବତ।। ୨ ଅଟକ।

ସୁନ୍ଦରଗଡ଼/( ସତ୍ୟା ନିଉଜ ) ୩୦/୯: ଏକ କାରରେ ବିଦେଶୀ ମଦ ଚୋରା ଚାଲାଣ ହେଉଥିବା ବେଳେ ସୁନ୍ଦରଗଡ ଅବକାରୀ ବିଭାଗ ର ମୋବାଇଲ୍ ସ୍କ୍ୱାର୍ଡ ହାତରେ ଧରାପଡିଛି। କାର ଟି କୁ ଜବତ କରିବା ସହ ସେଥିରୁ ୮୦ ଲିଟର ବିଭିନ୍ନ ବ୍ରାଣ୍ଡ ର ବିଦେଶୀ ମଦ ବୋତଲ ଜବତ କରି ଦୁଇ ଜଣ ଙ୍କୁ ଅଟକ ରଖାଯାଇଛି।
Read More...

ସୁନ୍ଦରଗଡ଼ : ମାତାଲ ଅବସ୍ଥାରେ ସ୍କୁଲ କ୍ଲାସ ରୁମରେ ଆସି ଶୋଇଲେ ମଦ୍ୟପ ସାର।। ଶେଷରେ ମଦ୍ୟପ ସାରଙ୍କୁ ମାଡ଼ ମାରି ପୁଅ…

ମାତାଲ୍‌ ଅବସ୍ଥାରେ ସ୍କୁଲକୁ ଆସିବା ବେଶ ମହଙ୍ଗା ପଡିଛି ସାରଙ୍କୁ। ମନ୍ଦିର ଭଳି ଶିକ୍ଷାନୁଷ୍ଠାନରେ ବାପର ଏ କାରବାର ଦେଖି ପୁଅ ଆଉ ସମ୍ଭାଳି ପାରିଲା ନାହିଁ। ଆଜି ବାପାକୁ ସାବାଡ୍‌ କରିବାକୁ ମନସ୍ଥ କଲେ ପୁଅ। ମଦ ନିଶାରେ ସ୍କୁଲ ଶ୍ରେଣୀ ଗୃହରେ ଶୋଇଥିବା ବେଳେ ନିର୍ଧୂମ ପିଟିଲେ ତାଙ୍କ
Read More...

ରାଉରକେଲା ସ୍ୱାସ୍ଥ୍ୟବ୍ୟବସ୍ଥାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସାର୍ଟିଫିକେଟ।। ତିଲକାନଗର ପ୍ରାଥମିକ…

posted by SatyaNewsରାଉରକେଲା, ୨୯ ସେପ୍ଟେମ୍ବର ୨୦୨୨; ରାଉରକେଲା ସ୍ଥିତ ତିଲକାନଗର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ୟୁପିଏଚସି)କୁ ବଡ଼ ସଫଳତା। ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ନ୍ୟାସନାଲ କ୍ବାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡସ୍ (NQAS)
Read More...

ଗଞ୍ଜେଇ ଚାଲାଣକାରୀ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ।। ଦଣ୍ଡାଦେଶ ଶୁଣାଇଲେ ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜ୍।

ତିନି ଜଣ ଚୋରା ଗଞ୍ଜେଇ ଚାଲାଣକାରୀ ଅଭିଯୁକ୍ତଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜ ଗୁରୁବାର ଦିନ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ ଏକ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।ଏହି ତିନି ଅଭିଯୁକ୍ତ ୨୦୧୫
Read More...

ବଣେଇ : ନକଲି ବିଦେଶୀ ମଦ ପ୍ରସ୍ତୁତ କାରଖାନା ଉପରେ ଅବକାରୀ ବିଭାଗର ଚଢ଼ାଉ।। ୭୬୫ ଲିଟର ନକଲି ବିଦେଶୀ ମଦ ଜବତ।

ପୂଜା କୁ ଆଖି ଆଗରେ ରଖି ମଦ ମାଫିଆ ମାନେ ଏବେ ସକ୍ରିୟ ହୋଇ ଉଠିଛନ୍ତି। ଗତ ସପ୍ତାହ ରାଉରକେଲା ପାନପୋଷ ବସ୍ତି ରେ ଏକ ନକଲି ମଦ ପ୍ରସ୍ତୁତ କାରଖାନା ଉପରେ ଅବକାରୀ ବିଭାଗ ଚଢ଼ାଉ କରିଥିଲେ। ବିପୁଳ ପରିମାଣର ନକଲି ମଦ ଜବତ ହୋଇଥିଲା। ଆଜି ବଣେଇ ଅବକାରୀ ବିଭାଗ ଦୁଇଟି ସ୍ଥାନରେ ଚଢ଼ାଉ କରି ୭
Read More...

ଶାନ୍ତି ଶୃଙ୍ଖଳା ସହ ପୂଜା ପାଳନ କରିବା ଲାଗି ରାଉରକେଲା ଏସ ପି ଏବଂ ଏଡିଏମ ଙ୍କ ନିବେଦନ।। ପୋଲିସ ମୁଖ୍ୟାଳୟରେ ଶାନ୍ତି…

ଆଉ ମାତ୍ର ଦୁଇଦିନ ପରେ ଆରମ୍ଭ ହେବ ମା ଦୁର୍ଗାଙ୍କ ପୂଜାର୍ଚ୍ଚନା। ବିଭିନ୍ନ ପୂଜା ପେଣ୍ଡାଲ ରେ ଏଥିଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶାନ୍ତି ଶୃଙ୍ଖଳା ସହ ଦୁର୍ଗା ପୂଜା ପାଳନ ଲାଗି ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଗୁରୁବାର
Read More...

ରାଉରକେଲା : ୧୫୩ ତମ ଗାନ୍ଧୀ ଜୟନ୍ତୀ ପାଳନ ପ୍ରସ୍ତୁତି।। ପବିତ୍ର ବେଦବ୍ୟାସରୁ ଜଳ ଆମକୋ-ସୀମକୋ ସହୀଦ ପୀଠରୁ ମାଟି…

ରାଉରକେଲା, ୨୮ ସେପ୍ଟେମ୍ବର ୨୦୨୨: ଆଜାଦୀ କା ଅମୃତ ମହୋତ୍ସବ ଏବଂ ୧୫୩ତମ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଓଡ଼ିଶାର ବିଭିନ୍ନ ଐତିହାସିକ ସ୍ଥଳରୁ ପବିତ୍ର ଜଳ ଓ ମାଟି ସଂଗ୍ରହ କରାଯାଉଛି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲା ବେଦବ୍ୟାସ ପୀଠର ତ୍ରିବେଣୀ ସଙ୍ଗମରୁ ପବିତ୍ର ଜଳ ଏବଂ ଐତିହାସିକ ଆମକୋ
Read More...

ରାଉରକେଲା : ହକି ଛକରୁ ଦୂତୀୟ ବ୍ରାହ୍ମଣୀ ସେତୁ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ।। ଟ୍ରାଫିକ ଜାମ ଯୋଗୁ ଲୋକେ…

ପୁରୁଣା ବ୍ରାହ୍ମଣୀ ସେତୁର ମରାମତି କାମ ଆଗେଇ ଚାଲିଛି। ଏଥିପାଇଁ ବ୍ରିଜ ରେ ଯାତାୟତ ଦେଢ଼ମାସ ବନ୍ଦ ରହିବ। ଫଳରେ ସମସ୍ତ ଯାନ ବାହାନ ନୂତନ ବ୍ରାହ୍ମଣୀ ସେତୁ ଦେଇ ଚଳାଚଳ କରୁଛି। ଦୂତୀୟ ବ୍ରାହ୍ମଣୀ ବ୍ରିଜ ରେ ଟ୍ରାଫିକ ବହୁ ପରିମାଣରେ ବଢି ଯାଇଛି। ଅପର ପକ୍ଷରେ ହକି ଛକ ଠାରୁ ଦୂତୀୟ
Read More...

ମା ଙ୍କ ଆଗମନ କୁ ନେଇ ଚଳଚଞ୍ଚଳ ରାଉରକେଲା ଇସ୍ପାତ ସହର।। ବିଭିନ୍ନ ପେଣ୍ଡାଲ ରେ ତିଆରି ଚାଲିଛି ଆକର୍ଷଣୀୟ ତୋରଣ।

ମା ଙ୍କ ଆଗମନ କୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଇସ୍ପାତ ସହର ରାଉରକେଲା। ବିଭିନ୍ନ ପୀଠ ଦେବୀଙ୍କ ନବରାତ୍ର ପୂଜା ଆରମ୍ଭ ହୋଇ ଯାଇଥିବାବେଳେ ପେଣ୍ଡାଲ ରେ ମା ଙ୍କ ପୂଜା ଲାଗି ଜୋର ସୋର ପ୍ରସ୍ତୁତି ଚାଲିଛି। କୋଭିଡ କଟକଣା ହଟି ଯାଇଥିବାରୁ ୨ ବର୍ଷ ପରେ ମା ଦୁର୍ଗାଙ୍କ ପୂଜା ସାର୍ବଜନିକ ଭାବେ
Read More...