Browsing Category
ଓଡିଶା
ଅଧର୍ମ ଉପରେ ଧର୍ମର ବିଜୟ।। ରାଉରକେଲାରେ ରାବଣ ପୋଡି ଉତ୍ସବ ଲାଗି ସମସ୍ତ ପ୍ରସ୍ତୁତି ଶେଷ।
ଅଧର୍ମ ଉପରେ ଧର୍ମର ବିଜୟ , ପାପ ଉପରେ ପୁଣ୍ୟର ବିଜୟ । ଏହି ସନ୍ଦେଶ କୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରତିବର୍ଷ ଦଶହରା ରେ ଆୟୋଜନ କରାଯାଇଥାଏ ରାବଣ ପୋଡି ଉତ୍ସବ। ରାଉରକେଲା ରେ ମଧ୍ୟ ଏହି ରାବଣ ପୋଡି ଉତ୍ସବକୁ ଆୟୋଜନ କରାଯାଇଥାଏ। କୋଭିଡ କଟକଣା ଯୋଗୁଁ ଗତ ଦୁଇବର୍ଷ ହେଲା ରାବଣ ପୋଡି!-->…
Read More...
Read More...
ରାଉରକେଲା : ଆର ଏମ୍ ସି ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଖାଦ୍ୟର ମାନ ଯାଞ୍ଚ। ୩୫ ଟି ଫୁଡ଼ ଷ୍ଟଲ…
ପାର୍ବଣ କୁ ଆଖି ଆଗରେ ରଖି ରାଉରକେଲା ମହାନଗର ନିଗମ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ରାଉରକେଲା ର ବିଭିନ୍ନ ସ୍ଥାନରେ ଫୁଡ଼ ଷ୍ଟଲ ରେ ଖାଦ୍ୟର ମାନ ଯାଞ୍ଚ କରାଯାଉଛି। ସୋମବାର ଦିନ ପାୱାର ହାଉସ ରୋଡ଼ , ବନ୍ଧମୁଣ୍ଡା , କୋଏଲନଗର ଆଦି ଅଞ୍ଚଳରେ ୩୫ ଟି ଷ୍ଟଲ ଉପରେ ଚଢ଼ାଉ କରାଯାଇ ୨୫ ରୁ ୩୦!-->…
Read More...
Read More...
ରାଉରକେଲା : ବହୁ ଚର୍ଚ୍ଚିତ ଶିନୁ ହତ୍ୟାକାଣ୍ଡର ପର୍ଦାଫସ କଲା ପ୍ଲାଣ୍ଟସାଇଟ ପୋଲିସ।। ମୁଖ୍ୟ ଅଭିଯୁକ୍ତ ବିନୋଦ ସିଂ ସହ…
ରାଉରକେଲା ର ବହୁ ଚର୍ଚ୍ଚିତ ଶ୍ରୀନିବାସ ରାଓ ଓରଫ ଶିନୁ ହତ୍ୟା ମାମଲାର ପର୍ଦାଫସ କରିବାରେ ପ୍ଲାଣ୍ଟସାଇଟ ପୋଲିସ ସଫଳ ହୋଇଛି। ଶିନୁ କୁ ଯୋଜନା ବଦ୍ଧ ଭାବେ ହତ୍ୟା କରିବା ଅଭିଯୋଗରେ ପୋଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରେମ ବ୍ୟାପାର କୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣା!-->…
Read More...
Read More...
ଖାଦ୍ୟ ନିରାପତ୍ତା ଉପରେ ଗୁରୁତ୍ବାରୋପ।। ପୂଜା ଏବଂ ହକି ବିଶ୍ୱ କପ କୁ ଦୃଷ୍ଟିରେ ରଖି ଆର ଏମ୍ ସି ର ପଦକ୍ଷେପ।
ଶାରଦୀୟ ପୂଜା ଏବଂ ହକି ବିଶ୍ବକପ୍କୁ ନଜରରେ ରଖି ଶନିବାର ରାଉରକେଲା ମହାନଗର ନିଗମ ସଭାଗୃହରେ ଖାଦ୍ୟ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଉରକେଲା ମହାନଗର ନିଗମ କମିଶନର ଡକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ବଚ୍ଛତା, ରୋଷେଇ ଏବଂ!-->…
Read More...
Read More...
ଓଡ଼ିଶା ହାଇକୋର୍ଟ ବିଚାରପତିଙ୍କ ରାଉରକେଲା କୋର୍ଟ ପରିଦର୍ଶନ।। ପ୍ରସ୍ତାବିତ ମଡେଲ କୋର୍ଟ ସ୍ଥାନ ବୁଲି ଦେଖିଲେ।
ଓଡିଶା ହାଇକୋର୍ଟର ବିଚାରପତି କୃଷ୍ଣରାମ ମହାପାତ୍ର ଶନିବାର ଦିନ ରାଉରକେଲା କୋର୍ଟ ପରିଦର୍ଶନ ରେ ଆସିଥିଲେ। ଶ୍ରୀ ମହାପାତ୍ର ପ୍ରଥମେ କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ପ୍ରସ୍ତାବିତ ମଡେଲ କୋର୍ଟ ନିର୍ମାଣ ସ୍ଥାନ ବୁଲି ଦେଖିଥିଲେ। ମଡେଲ!-->…
Read More...
Read More...
ରାଉରକେଲା: ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ।। ସବୁ ସମୟରେ ବୟସ୍କ ବ୍ୟକ୍ତିଙ୍କ ଯତ୍ନ ନେବାକୁ ଅତିଥି…
ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ରାଉରକେଲା ସନ୍ଥ ନିରଙ୍କାରୀ ଭବନ ଠାରେ ଏକ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଠାରେ ବରିଷ୍ଠ ନାଗରିକମାନଙ୍କର ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଔଷଧ ପ୍ରଦାନ କରାଯାଇଛି।ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ!-->…
Read More...
Read More...
ବଣେଇ : ପାହାଡ଼ ଉପରେ ରହୁଥିବା ମା କନ୍ତ ଦେବୀ ଏବେ ବୁଲୁଛନ୍ତି ଗାଁ ଗାଁ।। ଭକ୍ତ ମାନେ ଦେଉଛନ୍ତି କୁକୁଡ଼ା ଏବଂ ବୋଦା…
ଦୁଇ ବର୍ଷ କରୋନା କଟକଣା ଯୋଗୁ ଫିକା ପଡିଥିଲା ବଣାଇ ର ଆରାଧ୍ୟ ଦେବୀ ମା କନ୍ତ ଦେବୀଙ୍କ ପୂଜାର୍ଚ୍ଚନା। ଚଳିତ ବର୍ଷ କଟକଣା କୋହଳ ଥିବା ରୁ ମା ବାହାରିଛନ୍ତି ଭକ୍ତ ଙ୍କୁ ଦେଖା କରି ଗାଁ ଗାଁ ବୁଲିବାକୁ। ଏହାସହ ଭକ୍ତଙ୍କ ମାନସିକ ପୂରଣ କରିବାକୁ। ଆଉ ମାଙ୍କୁ ମନାସୀ ଥିବା ଭକ୍ତ ଦେଉଛନ୍ତି!-->…
Read More...
Read More...
ରାଉରକେଲା : ମିଳିତ ଶ୍ରମିକ ସଙ୍ଗଠନର ବିକ୍ଷୋଭ ପ୍ରଦର୍ଶନ।। ପୂଜା ପୂର୍ବରୁ ଆରଏସପି କର୍ମଚାରୀଙ୍କୁ ବୋନସ ଦେବା…
ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ମାନଙ୍କୁ ପୂଜା ପୂର୍ବରୁ ବୋନସ ଦେବା ଦାବିରେ ମିଳିତ ଶ୍ରମିକ ସଙ୍ଗଠନ ତରଫରୁ ବିଶ୍ରା ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବୋନସ ସହ ୪ ଦଫା ଦାବିରେ ଏହି ଆନ୍ଦୋଳନ କରା ଯାଇଥିଲା। ଶୁକ୍ରବାର ସକାଳେ ହୋଇଥିବା ଏହି ବିକ୍ଷୋଭରେ ଇଣ୍ଟକ , ସିଟୁ!-->…
Read More...
Read More...
ଦୁଇ ବାଇକ ମୁହାଁମୁହିଁ ଧକ୍କା।। ଜଣେ ଯୁବକ ମୃତ , ଦୁଇ ଆହତ।। ଆହତଙ୍କୁ ରାଉରକେଲା ପଠାଗଲା।
ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଦ୍ୱୟଙ୍କୁ ରାଉରକେଲା ସରକାରୀ ହସପିଟାଲ ପଠାଯାଇଛି।ଏହି ଦୁର୍ଘଟଣା ଘଟିଛି ବିରମିତ୍ରପୁର ଥାନା ଅନ୍ତର୍ଗତ କପିଳାସ ନିକଟରେ। ଦୁର୍ଘଟଣା ପରେ!-->…
Read More...
Read More...
ରାଉରକେଲା : ପଲିସି ହୋଲଡର ଏବଂ ଅଭିକର୍ତ୍ତାଙ୍କ ବିଭିନ୍ନ ଦବିନେଇ ଏଲଆଇସି ଏଜେଣ୍ଟଙ୍କ ଧାରଣା।। ବିଭିନ୍ନ ଏଲଆଇସି…
ବିଭିନ୍ନ ଦାବୀ ନେଇ ରାଉରକେଲା ଏଲ ଆଇ ସି ଶାଖା କାର୍ଯ୍ୟାଳୟ ସମ୍ମୁଖରେ , ଏଜେଣ୍ଟ ଏସୋସିଏସନ ପକ୍ଷରୁ ଧାରଣା ଦିଆଯାଇଛି। ଶାଖା ସଭାପତି ସୁବ୍ରତ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଏହି କର୍ଯ୍ୟକ୍ରମ ଚାଲିଛି। ସର୍ବ ଭାରତୀୟ ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ୱାନ ରେ ସଂଘ ତରଫରୁ!-->…
Read More...
Read More...