Browsing Category
ଓଡିଶା
ରାଉରକେଲା : ସେଲ ଚେୟାରମ୍ୟାନ ସୋମା ମଣ୍ଡଳଙ୍କ ରାଉରକେଲା ଇସ୍ପାତ କାରଖାନା ପରିଦର୍ଶନ।। ବିଭିନ୍ନ ପ୍ରକଳ୍ପ ଉଦଘାଟନ ସହ…
ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ) ର ଚେୟାରମ୍ୟାନ ଶ୍ରୀମତୀ ସୋମା ମଣ୍ଡଳ ତାଙ୍କର ଦୁଇଦିନିଆ ରାଉରକେଲା ଗସ୍ତ ସାରି ଆଜି ଫେରି ଯାଇଛନ୍ତି। ଗତକାଲି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ କୁ ଦୁଇ ଦିନିଆ ଗସ୍ତରେ ଆସି ପହଞ୍ଚିଥିଲେ। ତାଙ୍କୁ ରାଉରକେଲା ଇସ୍ପାତ କାରଖାନା ନିର୍ଦ୍ଦେଶକ ଶ୍ରୀ!-->…
Read More...
Read More...
ଲହୁଣୀପଡା : ପୋଖରୀ ନିକଟରୁ ଦାଦା , ଝିଆରୀଙ୍କ ମୃତ ଦେହ ଉଦ୍ଧାର।। ପୋଲିସ ତଦନ୍ତ ଜାରି।
ସୁନ୍ଦର ଗଡ଼ ଜିଲ୍ଲା ଲହୁଣୀ ପଡା ଥାନା ର କପଣ୍ଡ ନୂଆଗାଁ ପୋଖରୀ ନିକଟରୁ ଦୁଇଟି ମୃତ ଦେହ ଶୁକ୍ରବାର ସକାଳେ ଉଦ୍ଧାର ହୋଇଛି। ମୃତ ଦେହ ଦୁଇଟି ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ। ଲହୁଣୀପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କୁ ଚିହ୍ନଟ!-->…
Read More...
Read More...
ସୁନ୍ଦରଗଡ଼ : ଉଜ୍ଜଳପୁର ଫରେଷ୍ଟ ରେଞ୍ଜ ରେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ।। ହାତୀ ଘଉଡାଇବା ଲାଗି ସ୍ୱତନ୍ତ୍ର…
ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ। ଜିଲ୍ଲାର ଉଜ୍ଜଲପୂର୍ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁଲବା ଗ୍ରାମରେ ରେ ଦନ୍ତା ହାତୀ ଆକ୍ରମଣ ରେ ଜଣେ ବୃଦ୍ଧା ଙ୍କ ମୃତ୍ୟ ହୋଇ ଥିବା ସୂଚନା ମିଳିଛି। ମୃତକ ବୃଦ୍ଧା ଜଣକ ହେଲେ ୬୦ ବର୍ଷୀୟା କ୍ଲାରା ସରେଙ୍ଗ । ଶୁକ୍ରବାର ସକାଳୁ!-->…
Read More...
Read More...
ବ୍ରାହ୍ମଣୀ ବ୍ରିଜରୁ ଡେଇଁ ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ।। ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର।।…
ବଣେଇ ଥାନା ଅନ୍ତର୍ଗତ ନରେନ୍ଦ୍ର ପୋଲ ଉପରୁ ଗୁରୁବାର ଅପରାହ୍ନରେ ଜଣେ ନାବାଳିକା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସମୟ ଥାଉଁଥାଉଁ ସ୍ଥାନୀୟ ଯୁବକ ଏବଂ ଅଗ୍ନିଶମ ବାହିନୀ ର ଯବାନ ମାନେ ଉକ୍ତ ନାବାଳିକାଙ୍କୁ ନଦୀରୁ ଉଦ୍ଧାର ଜରିଥିଲେ। ଫଳରେ ନବଳିକାଟିର ଜୀବନ ରକ୍ଷା ହୋଇ!-->…
Read More...
Read More...
ବଣେଇ : ଦୁଇ ଦନ୍ତା ହାତୀଙ୍କ ଜୀବନ ପ୍ରତି ରହିଛି ବିପଦ।। ହାତୀ ଗତିବିଧିରେ ଅତିଷ୍ଠ ହୋଇ ଲୋକ ମାନେ ବର୍ଚ୍ଛା , ବାଟୁଳି…
ବଣେଇ ବନଖଣ୍ଡରେ ବୁଲୁଥିବା ଦୁଇଟି ଦନ୍ତାହାତୀଙ୍କ ଜୀବନ ପ୍ରତି ଏବେ ବିପଦ ରହିଛି। ଗାଁରେ ପଶି ହାତୀ ଦୁଇଟି ବ୍ୟାପକ ଫସଲ ନଷ୍ଟ କରିବା ସହ ଘରେ ପଶି ଧାନ ଚାଉଳ ଖାଇ ଯାଉଛନ୍ତି। ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଗ୍ରାମବାସୀ ମାନେ ଏବେ ବାଟୁଳି , ବର୍ଚ୍ଛା , ଆଦି ସାହାଯ୍ୟରେ ହାତୀଙ୍କୁ ଆଘାତ!-->…
Read More...
Read More...
ରାଉରକେଲା : ଚାକିରୀ ଦେବା ନାଁ ରେ କଲେଜ ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ କଲେ ଅନଲାଇନ ଠକ ଦଳ।। ୫୦ ରୁ ଉର୍ଦ୍ଧ୍ବ କିଶୋର…
ଅନଲାଇନ ଠକ ରାକେଟ ଏଥର ଟାର୍ଗେଟ କରିଛନ୍ତି ରାଉରକେଲାର ବିଭିନ୍ନ କଲେଜ ରେ ପଢ଼ୁଥିବା ଛାତ୍ରଛାତ୍ରୀ ଏବଂ ବେକାର କିଶୋର କିଶୋରୀଙ୍କୁ। ରେଜିଷ୍ଟ୍ରେସନ ଲାଗି କିଛି ଅର୍ଥ ଦେଇ ଘରେ ବସି ମାସକୁ ୯ ହଜାର ରୋଜଗାର କରିବା ଲୋଭ ଦେଖାଇ ଏଥର ଠକିଛନ୍ତି ପିଲାମାନଙ୍କୁ । ମେସେଜ କରି ପ୍ରଥମେ ଜାଲ!-->…
Read More...
Read More...
ରାଉରକେଲା : ରେଷ୍ଟୁରାଣ୍ଟ କିଚିନ ରେ ଅଗ୍ନିକାଣ୍ଡ।। ବହୁ ଆସବାବପତ୍ର ଜଳିପୋଡି ନଷ୍ଟ।
ମଙ୍ଗଳବାର ପୂର୍ବାହ୍ନରେ ରାଉରକେଲା ଉଦିତନଗର ସିଟି ସୁପର ବଜ଼ାର ସମ୍ମୁଖରେ ଥିବା ଏକ ରେଷ୍ଟୁରାଣ୍ଟର କିଚିନ ରେ ଅଗ୍ନିକାଣ୍ଡ ଘଟି ବହୁ ଆସବାବପତ୍ର ଜଳି ନଷ୍ଟ ହୋଇଯାଇଛି। ସ୍ୱଭାଗ୍ୟ ବଶତଃ ଏହି ଘଟଣାରେ କୌଣସି ଜୀବନ ହାନି ଘଟିନାହିଁ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ତୁରନ୍ତ!-->…
Read More...
Read More...
ସୁନ୍ଦରଗଡ଼ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି । ୧୩୩ ଅଭିଯୋଗରୁ ୫୫ ଅଭିଯୋଗର ତୁରନ୍ତ ସମାଧାନ।
ସୁନ୍ଦରଗଡ଼,୧୧ ଅକ୍ଟୋବର ୨୦୨୨: ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରି ଏହାର ଆଶୁ ସମାଧାନ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ କରାଯାଉଛି। ଏହି କ୍ରମରେ ସୋମବାର ଦିନ ସୁନ୍ଦରଗଡ଼ଠାରେ ଅନୁଷ୍ଠିତ ଜନଶୁଣାଣି କାର୍ଯ୍ୟକ୍ରମରେ!-->…
Read More...
Read More...
ରାଜଗାଙ୍ଗପୁର : କୁନି କୁନି ପିଲାମାନେ ରାସ୍ତାରେ ବିକ୍ରି କଲେ ଲେମ୍ବୁ ସର୍ବତ।। ସଂଗୃହିତ ଅର୍ଥକୁ ମୂର୍ତ୍ତିକା…
ରାସ୍ତା କଡରେ କୁନି କୁନି ପିଲା ମାନେ ବିକ୍ରି କରୁଥିଲେ ସର୍ବତ। ଲୋକମାନେ ପଇସା ଦେଇ ସର୍ବତ ମଧ୍ୟ ପିଉ ଥିଲେ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ। ଚତୁର୍ଥ ଶ୍ରେଣୀରେ ପାଠ ପଢୁ ଥିବା କୁନି କୁନି ପିଲା ମାନେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ସମ୍ମୁଖ!-->…
Read More...
Read More...
ସେକ୍ଟର ଅଞ୍ଚଳରେ ସିରିଏଲ ଚୋରି କରୁଥିବା ଅଭିଯୁକ୍ତ ଗିରଫ।। ଗିରଫ ଚୋର ଠାରୁ ୧୫ ଲକ୍ଷ ଟଙ୍କାର ଚୋରା ସାମଗ୍ରୀ ଜବତ।
ନାଁ ତାର ଚିତ୍ତ ରଞ୍ଜନ ଜେନା। ଘର ରେଙ୍ଗାଲି ଅଞ୍ଚଳରେ। ରାଉରକେଲାରେ ଠିକା ଶ୍ରମିକ ଭାବେ କାମ କରେ। କିନ୍ତୁ ପେଶା ଚୋରି। ରୁହେ ଦୁଇ ନମ୍ବର ସେକ୍ଟର ଅଞ୍ଚଳରେ। ଘରେ କେହି ନଥିବା ବେଳେ କବାଟ କିମ୍ବା ଝରକା ଭାଙ୍ଗି ଏହି ଚୋର ସେକ୍ଟର ଅଞ୍ଚଳରେ ନିୟମିତ ଚୋରି କରେ। ଦୁଇ ବର୍ଷ ହେଲା ଏକାକୀ ସେ!-->…
Read More...
Read More...