Browsing Category

ଓଡିଶା

ସୁନ୍ଦରଗଡ : ବାଙ୍କୀ ଫରେଷ୍ଟ ରେଞ୍ଜକୁ ପୁଣି ଫେରିଲେ ଦୁଇଟି ଦନ୍ତା।। ଫସଲ ନଷ୍ଟ କଲେ।। ଉଜ୍ଜଳପୁର ଫରେଷ୍ଟ ରେଞ୍ଜରେ…

ସୁନ୍ଦରଗଡ଼ ଜିଲ୍ଲା ବାଙ୍କୀ ଫରେଷ୍ଟ ରେଞ୍ଜ ରେ ଦୁଇଟି ଦନ୍ତା ହାତୀ ପଶି ପୁଣି ଫସଲ ନଷ୍ଟ କରିବା ଆରମ୍ଭ କରି ଦେଇଛନ୍ତି। କିଛି ଦିନ ହେଲା ଏହି ହାତୀ ଦୁଇଟି ଦେବଗଡ଼ ଅଞ୍ଚଳକୁ ପଳାଇ ଥିଲେ। ଗତ କାଲି ବାଙ୍କି ରେଞ୍ଜର ରlଜମୁଣ୍ଡl ସେକ୍ସନର ସରଧାପୁର,ତୁମକେଲା, ରଜାମୁଣ୍ଡା,କେନାପାଲି, ଅଂଚଳ
Read More...

ଯାଜପୁରରୋଡ଼ : ଟ୍ରେନ ବଗି ଷ୍ଟେସନରେ ମାଡିଯିବାରୁ ୩ ମୃତ।। ଯାଜପୁର ଜିଲ୍ଲା କୋରେଇ ଷ୍ଟେସନର ଘଟଣା।। ଉଦ୍ଧାର କାର୍ଯ୍ୟ…

ଯାଜପୁରରୋଡ଼ : (ସତ୍ୟା ନିୟୁଜ) ୨୧/୧୧ଟ୍ରେନ ରେ ଯିବାକୁ ଅପେକ୍ଷା କରିଥିଲେ ଯାତ୍ରୀ। ହଠାତ ଷ୍ଟେସନ ମଧ୍ୟକୁ ମାଡି ଗଲା ଏକ ମାଲଗାଡି ର କେତେକ ବଗି। ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ।
Read More...

ବଣେଇ : ବଣେଇ ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘର ପ୍ରତିବାଦ ସଭା।। ୩ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ବଣାଇ ବ୍ଲକ ର ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘ ପକ୍ଷରୁ ୩ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦିଆଯାଇଛି। ବଣେଇ ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି l ବଣାଇ ବ୍ଲକ ର ଶତାଧିକ ମିଳିତ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ
Read More...

ରାଉରକେଲା : ମେଡିକାଲ କଲେଜ ଛାତ୍ରଛାତ୍ରୀ ଦେଖିଲେ ଫିଲ୍ମ ଦମନ।। ହାଇଟେକ ମେଡିକାଲ କଲେଜ ଛାତ୍ରଛାତ୍ରୀ।

ରାଉରକେଲା ପି ଭି ଆର ଚାଲିଥିଲା ଓଡ଼ିଆ ସିନେମା ଦମନ। ତା ପୁଣି ହାଉସଫୁଲ। ସମସ୍ତେ ଥିଲେ ରାଉରକେଲା ହାଇଟେକ ମେଡିକାଲ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀ। କଲେଜ ତରଫରୁ ପୁରା ହଲ କୁ ବୁକ କରାଯାଇଥିଲା। ସିନେମାରେ ଅପହଞ୍ଚ ମାଲକାନଗିରି ରେ ରୋଗୀ ସେବା କରୁଥିବା ଡାକ୍ତର ବାସ୍ତବ ଜୀବନରେ
Read More...

ରାଉରକେଲା : ସିନେମା ବୀର ବିକ୍ରମ ଲାଗି ନାୟିକା ଖୋଜା।। ହେରୋ ହେବେ ଅମ୍ଳାନ ଦାସ।। ହିରୋଇନ ପାଇଁ ନୂଆ ଚେହେରା ଖୋଜା।

ରାଉରକେଲାର ଏନ୍ ଏସ ଓ ଏଣ୍ଟରେଟନମେଣ୍ଟ ପ୍ରଡକ୍ସନ ହାଉସ ପକ୍ଷରୁ ହେବାକୁ ଯାଉଛି ନୂତନ ଓଡ଼ିଆ ସିନେମା ବୀର ବିକ୍ରମ। ଏହାର ନିର୍ଦେଶନା ଦେଉଛନ୍ତି ରାକେଶ ସାମଲ। ସିନେମା ଲାଗି ନାୟକ ଭାବେ ଅମ୍ଳାନ ଦାସ ଚୟନ ହୋଇଥିବା ବେଳେ ଚାଲିଛି ନାୟିକା ଖୋଜା। ସିନେମାର ବିଷୟ ବସ୍ତୁ ଲାଗି ନାୟିକା ଭାବେ
Read More...

ସୁନ୍ଦରଗଡ : ବେଦାନ୍ତ କୋଇଲା ଖଣି ରେ ବିସ୍ଥାପିତଙ୍କ ଆନ୍ଦୋଳନ।। ଯୋଗଦେଲେ ସାଂସଦ ଜୁଏଲ ଓରାମ ଏବଂ ବିଧାୟକ ରାଜନ ଏକ୍କା…

ସୁନ୍ଦରଗଡ଼ : ୧୯/୧୧(ସତ୍ୟା ନିୟୁଜ ): ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ ଜାମକାନି ବେଦାନ୍ତ କୋଇଲା ଖଣି ପ୍ରକଳ୍ପ ରେ ସ୍ଥାନୀୟ ବିସ୍ଥାପିତ ଙ୍କ ଆନ୍ଦୋଳନ ୧୫ ଦିନରେ ପହଞ୍ଚିଛି । ଗତ ୫ ତାରିଖ ଖଣି ପ୍ରକଳ୍ପ କୁ ପ୍ରବଳ ବିରୋଧ ହୋଇଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ୧୫ ଦିନ ପରେ
Read More...

ରାଉରକେଲା : ୧୪୩ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣାରେ ଜଣେ ମୃତ , ଜଣେ ଆହତ।। ଚାନ୍ଦିପୋଷ ଥାନା ଅଞ୍ଚଳରେ…

ରାଉରକେଲା : ୧୯/୧୧ (ସତ୍ୟା ନିୟୁଜ) ୧୪୩ ନମ୍ବର ଜତୀୟ ରାଜପଥରେ ଶନିବାର ଦିନ ଏକ ଭୟଙ୍କର ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅଛନ୍ତି। ଗୁରୁତରଙ୍କ ରାଉରକେଲା ସରକାରୀ ହସପିଟାଲରେ ଚିକିତ୍ସା ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ ଚାନ୍ଦିପୋଷ ଥାନା ଅନ୍ତର୍ଗତ
Read More...

ରାଉରକେଲା : ଆଶା କର୍ମୀ ଏବଂ ଆଶା ସାଥି ମାନଙ୍କ ପ୍ରତିବାଦ ସଭା।। ମାସିକ ଦରମା ବୃଦ୍ଧି ଲାଗି ଦାବି ।

୧୫ ବର୍ଷରୁ ଉର୍ଦ୍ଧ୍ବ କାଳ ହେଲା ଆଶା କର୍ମୀ ଏବଂ ଆଶା ସାଥି ମାନେ ନିଯୁକ୍ତି ପାଇଥିଲେ ମଧ୍ୟ ସେମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। କାମ ଅନୁସାରେ ଦରମା ବହୁତ କମ। ନିଯୁକ୍ତି ସମୟରେ ସ୍ବେଛାସେବୀ ଭାବେ ଆଶା କର୍ମୀ ଏବଂ ଆଶା ସାଥୀ ମାନେ ନିଯୁକ୍ତି ହୋଇଥିବା ବେଳେ ଏବେ ତାଙ୍କୁ
Read More...

ରାଉରକେଲା : ବେଆଇନ ବାଦାମ ଚିକି ଏବଂ ଲଡୁ ପ୍ରସ୍ତୁତକାରୀ ସଂସ୍ଥା ଉପରେ ଚଢ଼ାଉ।। ଚଢ଼ାଉ କଲେ ଆର ଏମ୍ ସି ର ସ୍ୱାସ୍ଥ୍ୟ…

ଲଗାତାର ଦୂତୀୟ ଦିନରେ ରାଉରକେଲା ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବେଆଇନ ଖାଦ୍ୟ ପ୍ରସ୍ତୁତିକରଣ ସଂସ୍ଥା ଉପରେ ଚଢ଼ାଉ ଜାରି ରହିଛି। ଶୁକ୍ରବାର ଦିନ ଖାଦ୍ୟ ସୁରକ୍ଷା ଅଧିକାରୀ , ସ୍ୱାସ୍ଥ୍ୟ ଅଧିକାରୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏକ ବାଦାମ ଚିକି ତିଆରି କରୁଥିବା କାରଖାନା ଉପରେ
Read More...

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଦମନ କୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।। ମ୍ୟାଲେରିଆ ନିରାକରଣ…

ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନ ର ପ୍ରଦର୍ଶନ କୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି ।ବାସ୍ତବ ଜୀବନରେ ମାଲକାନଗିରି ର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଜଣେ ଯୁବ ଡାକ୍ତର
Read More...