Browsing Category

ଓଡିଶା

ରାଉରକେଲା : ‘ମୋ ବସ’ ସେବାକୁ ଘରୋଇ ବସ ମାଲିକ ସଂଘର ବିରୋଧ।।ରାଉରକେଲା କୁ ଖୁବ ଶୀଘ୍ର ଆସୁଛି ୧୦୦ ଟି…

ରାଉରକେଲା : ୧୫/୧୨(ସତ୍ୟା ନ୍ୟୁଜ) ରାଉରକେଲାରେ ଆରମ୍ଭ ହେବାକୁ ଯାଉଥିବା 'ମୋ ବସ' ସେବାକୁ ବିରୋଧ କରୁଛି ରାଉରକେଲା ଘରୋଇ ବସ ମାଲିକ ସଙ୍ଘ। ହକି ବିଶ୍ୱକପ ପୂର୍ବରୁ ରାଉରକେଲା କୁ ଆସୁଛି ୧୦୦ ରୁ ଉର୍ଦ୍ଧ୍ବ ବସ। ଏହି ସବୁ ବସ ସହରାଞ୍ଚଳ ବ୍ୟତୀତ ଗ୍ରାମାଞ୍ଚଳରେ ମଧ୍ୟ ଚାଲିବ। ଘରୋଇ ବସ
Read More...

ରାଉରକେଲା : ନଗର କ୍ରୀଡା ଉତ୍ସବର ସପ୍ତମ ଦିନ : ଭଲି ବଲ ପ୍ରତିଯୋଗିତା ରେ ଇସ୍ପାତ ଷ୍ଟାଡିଅମ ଚମ୍ପିଅନ।

ରାଉରକେଲା : ୧୪/୧୨(ସତ୍ୟା ନ୍ୟୁଜ) ରାଉରକେଲା ନଗର କ୍ରୀଡ଼ା ଉତ୍ସବର ସପ୍ତମ ଦିବସରେ ରାଇଜିଂ କ୍ଲବ ବନାମ ଇସ୍ପାତ ଷ୍ଟାଡିୟମ (ସେକ୍ଟର ୨୦) ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଏହି ରୋମାଞ୍ଚକର ମ୍ୟାଚକୁ ୨୫-୧୭, ୨୨-୨୫, ୨୫-୧୫,୨୫-୧୫ ପଏଣ୍ଟରେ ଜିତିନେଇଛି ଇସ୍ପାତ ଷ୍ଟାଡିୟମ୍‌
Read More...

ସୁନ୍ଦରଗଡ଼ : ହକି ବିଶ୍ୱକପ ଲାଗି ଜିଲ୍ଲା ବ୍ୟାପି ସାଂସ୍କୃତିକ ପ୍ରତିଯୋଗିତା।। ସଫଳ ଦଳ ଲାଗି ପୁରସ୍କାର ବ୍ୟବସ୍ଥା।

ସୁନ୍ଦରଗଡ଼ :୧୪/୧୨(ସତ୍ୟା ନ୍ୟୁଜ)ହକି ବିଶ୍ୱକପ୍ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ଜନସାଧାରଣଙ୍କୁ ଯୋଡ଼ି ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଜିଲ୍ଲାବ୍ୟାପି ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ସ୍ଥାନୀୟ କଳାକାରମାନଙ୍କୁ ନେଇ ସାଂସ୍କୃତିକ ପ୍ରତିଯୋଗିତା
Read More...

ବଣାଇ : ମେଗା ରକ୍ତଦାନ ଶିବିରର ଆୟୋଜନ।। ୧୦୦ ୟୁନିଟ ରକ୍ତ ସଂଗ୍ରହ।

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ଲହୁଣୀପଡ଼ା ବ୍ଲକ୍ ଅନ୍ତର୍ଗତ ରାଜାମୁଣ୍ଡା ଗ୍ରାମ ପଞ୍ଚାୟତରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଗୈାରି ଆଇଟିଆଇ ଶିକ୍ଷା ଅନୁଷ୍ଠାନରେ ଏହି ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ
Read More...

ସୁନ୍ଦରଗଡ : ଯାତ୍ରୀବାହୀ ବସ-ବାଇକ ମୁହାଁମୁହିଁ ଧକ୍କା।। ୩ ବାଇକ ଆରୋହି ମୃତ।। ହେମଗିରି ଥାନା ତୁମୁଳିଆ ନିକଟରେ…

ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ହେମଗିରି ଥାନା ତୁମୁଲିଆ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୁଚନା ଅନୁସାରେ ବେଲପାହାଡ଼ ରୁ ତୁମୁଳିଆ କୁ ଏକ ଯାତ୍ରୀବାହୀ ଘରୋଇ ବସ ଆସୁଥିବା ବେଳେ ସାମ୍ନା ପଟରୁ ଏକ
Read More...

ରାଉରକେଲା : ହକି ଷ୍ଟାଡିଅମ ରେ ଧସେଇ ପଶି କାମ ବନ୍ଦ କଲେ ବିସ୍ଥାପିତ।। ୩୦୦ ରୁ ଉର୍ଦ୍ଧ୍ବ ଅଟକ।। ବିସ୍ଥାପିତଙ୍କ ସହ…

ବିଭିନ୍ନ ଦାବି ନେଇ ବିସ୍ଥାପିତଙ୍କ ଧାରଣା ଆଜି ଭିନ୍ନ ରୂପ ନେଇଛି। ପ୍ରଶାସନ ସହ ବୁଧବାର ଦିନ ଆଲୋଚନା ବିଫଳ ହେବା ପରେ ପୋଲିସ ପକ୍ଷରୁ ଶତାଧିକ ବିସ୍ଥାପିତଙ୍କୁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଅଟକ ରଖା ଯାଇଥିଲା। ଏହା ପରେ ଅନ୍ୟ କେତେକ ବିସ୍ଥାପିତ କର୍ମକର୍ତ୍ତା ସଙ୍ଘର ନେତା ମହେଶ୍ୱର
Read More...

ରାଉରକେଲା : ହକି ବିଶ୍ୱକପ କୁ ଅବିସ୍ମରଣୀୟ କରିବାକୁ ପ୍ରୟାସ ଆରମ୍ଭ।। ଅନ୍ତଃ ମହାବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାର…

ହକି ବିଶ୍ୱକପକୁ ସ୍ମରଣୀୟ ଏବଂ ଆକର୍ଷଣୀୟ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ବିଶେଷକରି ଯୁବପିଢ଼ିଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାରେ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ କରାଯାଇଛି। ରାଉରକେଲା
Read More...

ରାଉରକେଲା : ହକି ବିଶ୍ୱକପ ଦେଖିବାର ସୁଯୋଗ ଜିଲ୍ଲାବାସୀ ପାଇବା ଦାବି କଲା ବିଜେପି।। ପ୍ରତିନିଧି ଦଳ ଭେଟିଲେ ଏଡିଏମ…

ଆଉ ମାତ୍ର ୩୦ ଦିନ ରହିଲା ହକି ବିଶ୍ୱକପ। ରାଉରକେଲା ବିରସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିଅମ ରେ ଏହି ଖେଳ ହେବ। ଏ ପର୍ଯ୍ୟନ୍ତ ଅନ ଲାଇନ ରେ ୫୦ ପ୍ରତିଶତ ଟିକେଟ ବିକ୍ରି ସରିଛି। ଅବଶିଷ୍ଟ ୫୦ ପ୍ରତିଶତ ଟିକେଟ ଅଫ ଲାଇନ ରେ କାଉଣ୍ଟର ରେ ବିକ୍ରି ହେବ। ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ
Read More...

ରାଉରକେଲା : ନଗର କ୍ରୀଡା ଉତ୍ସବ ଷଷ୍ଠ ଦିନରେ ପହଁଚିଲା।। ସିଗନେଚର କ୍ଲବ ଏବଂ ରାଇଜିଙ୍ଗ କ୍ଲବ ଭଲିବଲ ଫାଇନାଲରେ।

ରାଉରକେଲା : ୧୩/୧୨(ସତ୍ୟା ନ୍ୟୁଜ) ଷଷ୍ଠ ଦିନରେ ପହଞ୍ଚିଛି ରାଉରକେଲାର ନଗର କ୍ରୀଡ଼ା ଉତ୍ସବ । ଆଜିର ଦିବସରେ ଫୁଟବଲ ବର୍ଗରେ ଖେଳ ଆରମ୍ଭ ହୋଇଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଛନ୍ତି ରାଉରକେଲା ଅତିରିକ୍ତ ଜିଲ୍ଳାପାଳ ତଥା ମହାନଗର ନିଗମ କମିଶନର ଡ. ଶୁଭଙ୍କର ମହାପାତ୍ର ।
Read More...

ରାଉରକେଲା : ହକି ବିଶ୍ୱକପ ପ୍ରସ୍ତୁତି।। ଡିସେମ୍ବର ୧୪ ରୁ୧୮ ତାରିଖ ପର୍ଯ୍ୟନ୍ତ ଆନ୍ତଃ ମହାବିଦ୍ୟାଳୟ କ୍ରୀଡା…

ରାଉରକେଲା/ସୁନ୍ଦରଗଡ଼ : :୧୩/୧୨ (ସତ୍ୟା ନ୍ୟୁଜ) ହକି ବିଶ୍ୱକପକୁ ସ୍ମରଣୀୟ ଏବଂ ଆକର୍ଷଣୀୟ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ବିଶେଷକରି ଯୁବପିଢ଼ିଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାରେ ଆନ୍ତଃମହାବିଦ୍ୟାଳୟ
Read More...