Browsing Category

ଓଡିଶା

ରାଉରକେଲା : ମୁଖ୍ୟ ଶାସନ ସଚିବ ଏବଂ ୫ଟି ସଚିବଙ୍କ ରାଉରକେଲା ଗସ୍ତ।। ହକି ଷ୍ଟାଡିଅମ ଏବଂ ଏୟାରପୋର୍ଟ କାମର କଲେ…

ଷ୍ଟାଡିଅମ ଓ ବିମାନ ବନ୍ଦର ନିର୍ମାଣ ସଂପୂର୍ଣ୍ଣ ଜାନୁଆରୀ ୧୩ରେ ପ୍ରଥମ ମ୍ୟାଚ ଭାରତ ଓ ସ୍ପେନ ମଧ୍ୟରେ, ଆସନ୍ତା ୨୪ରୁ ନୂତନ ଅଭ୍ୟାସ ମ୍ୟାଚ*ବିମାନ ବନ୍ଦର ନିର୍ମାଣ ମଧ୍ୟ ସଂପୂର୍ଣ୍ଣ, ବିମାନ ସେବା ଖୁବଶୀଘ୍ର ଭୁବନେଶ୍ୱର/ରାଉରକେଲା : ୨୦/୧୨(ସତ୍ୟା ନ୍ୟୁଜ) ମୁଖ୍ୟମନ୍ତ୍ରୀ
Read More...

ରାଉରକେଲା : ନଗର କ୍ରୀଡା ଉତ୍ସବର ୧୨ ଦିନ ସରିଲା।। ଆଜି ଖେଳାଯିବ ସେମି ଫାଇନାଲ।

ରାଉରକେଲା : ୨୦/୧୨(ସତ୍ୟା ନ୍ୟୁଜ) କ୍ରୀଡ଼ାବିତ ଓ କ୍ରୀଡ଼ା ପ୍ରେମୀଙ୍କ ଅପାର ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଛି ନଗର କ୍ରୀଡ଼ା ଉତ୍ସବ । ପୂର୍ବରୁ ହକି, ଖୋ ଖୋ, କବାଡ଼ି ଓ ଭଲିବଲ୍‌ ବିଭାଗରେ ଖେଳ ସରିସାରିଥିବା ବେଳେ ସୋମବାର ଫୁଟବଲ ଟୁର୍ଣ୍ଣାମେଣ୍ଟର କ୍ବାର୍ଟର
Read More...

ରାଉରକେଲା : ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଠିକଟା ରେ ଯୁଗ୍ମ ଜନଶୁଣାଣୀ।। ୪୨ ଅଭିଯୋଗରୁ ୧୪ଟିର ତୁରନ୍ତ…

ରାଉରକେଲା : ୨୦/୧୨(ସତ୍ୟା ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଠିକଟା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା ଯୋଗଦେଇ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଆଦି
Read More...

ରାଉରକେଲା : ହକି ବିଶ୍ୱକପ ଲାଗି ନିର୍ଦ୍ଧାରିତ ସମୟରୁ ଦେଢ଼ ଘଣ୍ଟା ବିଳମ୍ବରେ ଖୋଲିଲା ଟିକେଟ କାଉଣ୍ଟର।। ପ୍ରଥମ ଦିନର…

ରାଉରକେଲା : ୧୯/୧୨(ସତ୍ୟା ନ୍ୟୁଜ) ହକି ବିଶ୍ୱକପ ମ୍ୟାଚ ଲାଗି ସୋମବାର ଠାରୁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି। ରାଉରକେଲା ସହ ଭୁବନେଶ୍ୱରରେ ଏହି ମ୍ୟାଚ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବ। ଉଦଘାଟନୀ ମ୍ୟାଚ ରାଉରକେଲାରେ ୧୩ ତାରିଖ ଦିନ ଭାରତ ଏବଂ ସ୍ପେନ ମଧ୍ୟରେ ହେବ। ସେଥିପାଇଁ
Read More...

ରାଉରକେଲା : କାହ୍ନାକୁଣ୍ଡ ପିକନିକ ସ୍ଥଳରେ ପାଣିରେ ବୁଡି ନିଖୋଜ ଥିବା ଯୁବକଙ୍କ ପତ୍ତା ମିଳିନାହିଁ।। ଆଜି ପୁଣି…

ରାଉରକେଲା : ୧୯/୧୨(ସତ୍ୟା ନ୍ୟୁଜ)ସେଲ୍ଫି ନେବା ବେଳେ ଗୋଡ ଖସି ଯାଇ ପାଣି ରେ ବୁଡି ନିଖୋଜ ହୋଇଯାଇ ଥିବା ରାଉରକେଲା ଯୁବକଙ୍କ ଏପର୍ଯ୍ୟନ୍ତ କୋୖଣସି ପତ୍ତା ମିଳିନାହିଁ। ରବିବାର ଦିନ ଫାୟାର ଟିମ ଖୋଜାଖୋଜି କରି ବିଫଳ ହେବା ପରେ ଆଜି ପୁଣି ଖୋଜା ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟଯେ ନିଖୋଜ
Read More...

ରାଉରକେଲା : ହକି ବିଶ୍ୱକପ ଟିକେଟ ଲାଗି ବକ୍ସ ଅଫିସ ଆଗରେ ଲମ୍ବା ଧାଡି।। ସବୁ ବର୍ଗର ଲୋକଙ୍କ ଭିଡ଼।

ହକି ବିଶ୍ୱକପ ଦେଖିବା ଲାଗି ରାଉରକେଲା ଇସ୍ପାତ ସହରରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। କେବଳ ଯୁବବର୍ଗ ନୁହନ୍ତି , ସବୁ ବର୍ଗର ଲୋକ ମାନଙ୍କ ମଧ୍ୟରେ ବିଶ୍ୱକପ ଦେଖିବାକୁ ଉତ୍କଣ୍ଠା ବଢି ଚାଲିଛି। ଏହା ଆଜି ଦେଖିବାକୁ ମିଳିଛି ଷ୍ଟାଡିଅମ ନିକଟ ବକ୍ସ ଅଫିସ ଟିକେଟ କାଉଣ୍ଟର ସମ୍ମୁଖରେ।
Read More...

ରାଉରକେଲା : ନଗର କ୍ରୀଡା ଉତ୍ସବର ଏଗାର ଦିନ।। କ୍ରୀଡ଼ାବିତ ମାନଙ୍କ ମଧ୍ୟରେ ଉତ୍ସାହ , ଉଦ୍ଦୀପନା।

ରାଉରକେଲା ; ୧୯/୧୨(ସତ୍ୟା ନ୍ୟୁଜ) ରାଉରକେଲା ନଗର କ୍ରୀଡ଼ା ଉତ୍ସବ ନେଇ କ୍ରୀଡ଼ାବିତ ଏବଂ କ୍ରୀଡ଼ା ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ବଢ଼ିବାରେ ଲାଗିଛି । ଖେଳ ପଡ଼ିଆରେ ଦର୍ଶକଙ୍କ ବିପୁଳ ସମାଗମ ଖେଳାଳି ଏବଂ ଆୟୋଜକଙ୍କୁ ବେଶ୍‌ ଉତ୍ସାହିତ କରୁଛି । ପୂର୍ବରୁ ହକି, ଖୋ ଖୋ, କବାଡ଼ି ଓ
Read More...

ସୁନ୍ଦରଗଡ଼ : ଆନ୍ତଃ ମହାବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ। ୧୬୦୦ ରୁ ଅଧିକ ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଭାଗ…

ସୁନ୍ଦରଗଡ଼ : ୨୯/୧୨(ସତ୍ୟା ନ୍ୟୁଜ) ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ଖେଳ ପଡ଼ିଆଠାରେ ଚାଲିଥିବାଚତ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି। ଗତ ତିନି ଦିନ ଧରି ଚାଲିଥିବା ଏହି କ୍ରୀଡା ପ୍ରତିଯୋଗିତାରେ ସୁନ୍ଦରଗଡ଼ ଉପଖଣ୍ଡର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରୁ
Read More...

ସୁନ୍ଦରଗଡ : ଫୁଟବଲ ର ଉନ୍ନତି ପାଇଁ ୫୦ ହଜାର ଟଙ୍କା ଦେଲେ କୁନ ବିହାରୀ ଦାସ।। ମହାବିଦ୍ୟାଳୟ ସ୍ତରୀୟ କ୍ରୀଡା…

ଜାନୁଆରୀ ମାସରେ ରାଉରକେଲା ଏବଂ ଭୁବନେଶ୍ବର ଠାରେ ଅନୁଷ୍ଠିତ ହେବ "ହକି ବିଶ୍ୱକପ ୨୦୨୩। ଏହି ବିଶ୍ୱକପ କୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଶେଷ କରି ଗ୍ରାମାଞ୍ଚଳରେ ଯୁବପିଢ଼ିଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମହାବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା
Read More...

ରାଉରକେଲା : ପିକନିକରେ ଅଘଟଣ।। ସେଲ୍ଫି ନେବା ବେଳେ ପାଣିରେ ବୁଡି ଯୁବକ ନିଖୋଜ।। ୧୫ ନମ୍ବର ସେକ୍ଟର ଅଞ୍ଚଳର ଯୁବକ।।

ରାଉରକେଲା : ୧୮/୧୨(ସତ୍ୟା ନ୍ୟୁଜ)ସେଲ୍ଫି ହେଲା କାଳ । ସେଲ୍ଫି ନେବା ବେଳେ ଗୋଡ ଖସି ଯାଇ ପାଣି ରେ ବୁଡି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକ ଜଣକ ରାଉରକେଲା ୧୫ ନମ୍ୱର ସେକ୍ଟର ଅଞ୍ଚଳ ର ସୋମେଶ ମଲ୍ଲିକ ବୋଲି ଜଣା ପଡିଛି। ରାଉରକେଲା ରୁ ସୋମେଶ ତାଙ୍କ ସାଙ୍ଗ ମାନଙ୍କ ସହ
Read More...