Browsing Category
ଓଡିଶା
ବଣାଇ : ହାତୀ ଗୋଡଉଛି ମଣିଷକୁ ଆଉ ମଣିଷ ଘଉଡାଉଛନ୍ତି ହାତୀକୁ। ଦୁଇ ଦନ୍ତା ହାତୀ ଉପଦ୍ରବରେ ବାଙ୍କୀ ରେଞ୍ଜ ର…
ଏ ଦୃଶ୍ୟ ହେଉଛି ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଅଞ୍ଚଳର। ଦୁଇଟି ଦନ୍ତା ହାତୀଙ୍କ ଉପଦ୍ରବରେ ଗ୍ରାମବାସୀ ମାନେ ନୟାନ୍ତ। କେତେବେଳେ ଲୋକେ ହାତୀକୁ ଘଉଡାଉଛନ୍ତି ତ ଆଉ କେତେ ବେଳେ ହାତୀ ଲୋକଙ୍କୁ ଗୋଡଉଛି। ଏହି ଦନ୍ତା ହାତୀ ଦୁଇଟି ଏବେ ବାଙ୍କୀ ରେଞ୍ଜର ଶରଧା ପୁର, ବିସିପାଲି ଅଞ୍ଚଳରେ ଅଛନ୍ତି।!-->…
Read More...
Read More...
ରାଉରକେଲା : ବଣାଇ ଏବଂ ରାଉରକେଲାକୁ ସ୍ଵତନ୍ତ୍ର ଜିଲ୍ଲା ଦାବିକୁ ବିରୋଧ।। ବିରୋଧ କଲେ ଜିଲ୍ଲା ପେଶା ଗ୍ରାମସଭା…
ରାଉରକେଲା : ୨୩/୧୨(ସତ୍ୟା ନ୍ୟୁଜ) ରାଉରକେଲା ଏବଂ ବଣାଇ କୁ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ ଦାବିକୁ ବିରୋଧ କରିଛନ୍ତି ସୁନ୍ଦରଗଡ ଜିଲ୍ଲା ପେଶା ଗ୍ରାମ ସଭା କାଅର୍ଡିନେସନ କମିଟି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ କମିଟି ପକ୍ଷରୁ ଏକ ବିଶାଳ ଶୋଭଯାତ୍ରା ରାଉରକେଲାରେ!-->…
Read More...
Read More...
ଭୁବନେଶ୍ୱର : ହକି ବିଶ୍ୱକପର ଆୟୋଜନ ଏବଂ ସୁପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ।। ସମସ୍ତ ରାଜ୍ୟର…
ଭୁବନେଶ୍ୱର : ୨୨/୧୨(ସତ୍ୟାନ୍ୟୁଜ) ୨୦୨୩ ପୁରୁଷ ବିଶ୍ବକପ୍ ହକି ଆୟୋଜନ ଏବଂ ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନର କନ୍ଭେନସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ!-->…
Read More...
Read More...
ନୂଆଦିଲ୍ଲୀ : ଉଚ୍ଚସ୍ତରୀୟ ବୈଠକରେ
କରୋନା ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ।। ଦେଶବାସୀଙ୍କୁ ମାସ୍କ ପରିଧାନ…
ରାଉରକେଲା: ୨୨/୧୨(ସତ୍ୟା ନ୍ୟୁଜ) ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଭାରତରେ ଏଥି ଲାଗି ଚିନ୍ତା ବ୍ୟକ୍ତ କରାଗଲାଣି।। ବିଶେଷ କରି ଚାଇନାର ଆତଙ୍କ ଖେଳାଇଥିବା ଓମିକ୍ରନ ଭାରିଏଣ୍ଟର ବିଏଫ ୭ ଓଡ଼ିଶା ଓ ଗୁଜରାଟରୁ ଠାବ ହେବା ପରେ ସମସ୍ତେ ଆତଙ୍କିତ ହୋଇପଡ଼ିଛନ୍ତି।
!-->!-->!-->…
Read More...
Read More...
ରାଉରକେଲା : ହକି ବିଶ୍ୱକପ ପୂବରୁ ଆଜି ସେଲ ଏବଂ ଇଣ୍ଡିଆ ଟିମ ମଧ୍ୟରେ ହେଉଛି ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ।। ବିନା ଦର୍ଶକ…
ଆସନ୍ତାକାଲି ଶୁକ୍ରବାର ଠାରୁ ଭାରତ ଏବଂ କୋରିଆ କନିଷ୍ଠ ଦଳ ମଧ୍ୟରେ ଅଭ୍ୟାସ ମ୍ୟାଚ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ଭାରତ ଏବଂ ସେଲ ମଧ୍ୟରେ ଏକ ବନ୍ଧୁତା ପୂର୍ଣ ହକି ମ୍ୟାଚ ହେବ। ଏହି ଖେଳ ସନ୍ଧ୍ୟା ୭ ଟା ବେଳେ ନବ ନିର୍ମିତ ବିରସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିଅମରେ ହେଉଛି। ତବେ!-->…
Read More...
Read More...
ରାଉରକେଲା : ଖଣି ଅଞ୍ଚଳ ଟ୍ରକ , ଟିପ୍ପର ସଂଘର ନିର୍ବାଚନ ସମ୍ପନ୍ନ।। ଦିଲ୍ଲୀପ ମହାନ୍ତି ସଭାପତି , ଶିବ ବିଶୋଇ ସାଧାରଣ…
ରାଉରକେଲା ଖଣି ଅଞ୍ଚଳ ଟ୍ରକ ଏବଂ ଟିପ୍ପର ମାଲିକ ସଙ୍ଘ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ଦିଲ୍ଲୀପ କୁମାର ମହାନ୍ତି ନିର୍ବାଚିତ ହୋଇଥିବା ବେଳେ ତାଙ୍କ ପାନେଲ ବାଜିମାତ୍ କରିଛି। ଦିଲୀପଙ୍କୁ ୧୯୯ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ସଞ୍ଜୀବ!-->…
Read More...
Read More...
କଟକ : ନକଲି ଔଷଧ ପରେ ରାଜ୍ୟରେ ନକଲି ଡାକ୍ତର ଚିନ୍ତାଜନକ।। ଅର୍ଦ୍ଧେକ ଡାକ୍ତର ଙ୍କ ଡାକ୍ତରୀ ସେବା ପାଇଁ ଉପଯୁକ୍ତ…
କଟକ : ୨୨/୧୨(ସତ୍ୟା ନ୍ୟୁଜ) ରାଜ୍ୟରେ ମାତ୍ର ୫୧ ପ୍ରତିଶତ ଡାକ୍ତରଙ୍କର ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ରହିଛି। ବିଶ୍ୱବ୍ୟାଙ୍କ ପକ୍ଷରୁ ଦେଶବ୍ୟାପୀ କରାଯାଇଥିବା ସର୍ଭେରୁ ଆସିଛି ଏହି ସାଂଘାତିକ ତଥ୍ୟ।ବୁଧବାର ନକଲି ଡାକ୍ତର ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ହାଇକୋର୍ଟରେ ଏହି ତଥ୍ୟ!-->…
Read More...
Read More...
ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର “ଡ୍ରିଙ୍କ ଫ୍ରମ ଟ୍ୟାପ” ପ୍ରକଳ୍ପ ର ଶୁଭାରମ୍ଭ।।
ଜଗଦା ଠାରେ ପ୍ରକଳ୍ପର…
ରାଉରକେଲା : ୨୨/୧୨(ସତ୍ୟା ନ୍ୟୁଜ) ଶ୍ରୀ ନବୀନ ପଟ୍ଟନାୟକ 5T ଉପକ୍ରମ ରେ ରାଜ୍ୟର ୧୯ଟି ସହରରେ ୨୪X୭ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଲୋକସେବା ଭବନର କନ୍ଭେନସନ ହଲରୁ ଭାର୍ଚୁଆଲ ମାଧ୍ୟମରେ ଲୋକାର୍ପିତ କରିଛନ୍ତି।
ଏହିକ୍ରମରେ ରାଉରକେଲା ର ଜଗଦାଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ!-->!-->!-->…
Read More...
Read More...
ରାଉରକେଲା : ହକି ପାଇଁ ଆୟୋଜିତ କ୍ରୀଡା ପ୍ରତିଯୋଗିତାର ପୁରସ୍କାର ବିତରଣ। ବିଜେତା ଟିମଙ୍କୁ ୩୦ ହଜାର, ଉପ-ବିଜେତାଙ୍କୁ…
ରାଉରକେଲା : ୨୨/୧୨(ସତ୍ୟା ନ୍ୟୁଜ) ପୁରୁଷ ହକି ବିଶ୍ବକପ୍ ପରିପ୍ରେକ୍ଷୀରେ ରାଉରକେଲାରେ ଆୟୋଜିତ ହୋଇଥିବା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଥିଲା । ବୁଧବାର ଉଦିତନଗର ସ୍ଥିତ ମିନି ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ଏହି ସମାରୋହରେ ରାଉରକେଲା!-->…
Read More...
Read More...
ରାଉରକେଲା : ହାତୀ ଆକ୍ରମଣରେ ଜଣେ ମୃତ , ଅନ୍ୟ ଜଣେ ଗୁରୁତର।। ହାତୀ ସମସ୍ୟାର ସ୍ଥାୟୀ ସମାଧାନ ଏବଂ କ୍ଷତିପୂରଣ ଦାବିରେ…
ହାତୀ ଆକ୍ରମଣରେ ମୃତ୍ୟୁ କୁ ନେଇ ତିନୋଟି ପଞ୍ଚାୟତ ରେ ତୀବ୍ର ପ୍ରତିକ୍ରିୟା।
ସ୍ଥାୟୀ ସମାଧାନ ସହ ଉପଯୁକ୍ତ କ୍ଷତିପୂରଣ ଦାବି ରେ ଡିଏଫ୍ଓ ଅଫିସ୍ ଘେରାଉ।
ସରକାରୀ ସହାୟତା ଓ ଆନୁସଙ୍ଗିକ ବ୍ୟବସ୍ଥା କରିବାପାଇଁ ଡିଏଫ୍ଓ ଙ୍କ ପ୍ରତିଶ୍ରୁତି।ରାଉରକେଲା : ୨୧/୧୨(ସତ୍ୟା ନ୍ୟୁଜ) ମଣିଷ!-->!-->!-->!-->!-->!-->…
Read More...
Read More...