Browsing Category

ଓଡିଶା

ରାଉରକେଲା : ଯୀଶୁଙ୍କ ଜନ୍ମଦିନ ଏବଂ ବଡ଼ଦିନରେ ସହରରେ ଉଲ୍ଲାସ ର ମାହୋଲ।। ବିଭିନ୍ନ କ୍ଲବ , ରେଷ୍ଟୁରାଣ୍ଟ ରେ ବଡ଼ଦିନ…

ରାଉରକେଲା : ୨୫/୧୨(ସତ୍ୟା ନ୍ୟୁଜ) ଆଜି ବଡଦିନ ଏବଂ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ଧୂମଧାମ ରେ ପାଳନ କରାଯାଉଛି। ଏଥିପାଇଁ ବିଭିନ୍ନ କ୍ଲବ , ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ସୁନ୍ଦର ସାଜସଜ୍ଜା କରାଯାଇଛି। ଦୋକାନ ବଜ଼ାରରେ ମଧ୍ୟ ଖ୍ରୀଷ୍ଟମାସର ଛାପ। ଶନିବାର ମଧ୍ୟରାତ୍ରରେ
Read More...

ବଣାଇ : ବଣାଇ ଜିଲ୍ଲା ଦାବିକୁ ବିରୋଧ କରୁଥିବା ଜିଲ୍ଲା ପେସା ଗ୍ରାମସଭା କମିଟିକୁ ଚେତାବନୀ।। ଚେତାବନୀ ଦେଲେ ବଣାଇ…

ବଣାଇ ଏବଂ ରାଉରକେଲା କୁ ଜିଲ୍ଳା ଦାବି ଏବଂ ପରେ ପେସା ଗ୍ରାମସଭାକୋଅର୍ଡିନେସନ କମିଟି ପକ୍ଷରୁ ଜିଲ୍ଲା ଦାବିକୁ ବିରୋଧ ଏବେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରିଛି। ପୂର୍ବରୁ ରାଉରକେଲା ଏବଂ ବଣାଇ ଜିଲ୍ଲା ଦାବି କରି ଆନ୍ଦୋଳନ ହୋଇଥବା ବେଳେ ଶୁକ୍ରବାର ଦିନ ଏହି ଜିଲ୍ଲା ଦାବିକୁ ବିରୋଧ
Read More...

ରାଉରକେଲା : ଦକ୍ଷିଣ କୋରିଆକୁ ୫-୦ ଗୋଲରେ ହରାଇ ଭାରତୀୟ ଟିମ ବିଜୟୀ।। ହକି ବିଶ୍ୱକପ ପୂର୍ବରୁ ଅୟୋଜିତ ଅଭ୍ୟାସ…

ରାଉରକେଲା : ୨୪/୧୨(ସତ୍ୟା ନ୍ୟୁଜ) ୨୦୨୩ ହକି ପୁରୁଷ ବିଶ୍ୱକପ ଅବସରରେ ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମଠାରେ ଚାଲିଛି ଅଭ୍ୟାସ ମ୍ୟାଚ। ଶନିବାର ଦିନ ଭାରତୀୟ ଜୁନିୟର ହକି ଟିମ ଏବଂ ଦକ୍ଷିଣ କୋରିଆ ଜୁନିୟର ହକି ଟିମ ଭିତରେ ଏକ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ
Read More...

ରାଉରକେଲା : ସୃଷ୍ଟି କ୍ଲବ ପକ୍ଷରୁ ଆନ୍ତଃଜିଲ୍ଲା ବାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅୟୋଜିତ।। ପ୍ରତିଯୋଗିତାରେ ୨୫ ଟି ଟିମ…

ରାଉରକେଲା : ୨୪/୧୨(ସତ୍ୟା ନ୍ୟୁଜ)ରାଉରକେଲା ୧୫ ନମ୍ବର ସେକ୍ଟରରେ ସୃଷ୍ଟି କ୍ଲବ ପକ୍ଷରୁ ଆୟୋଜିତବାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଶନିବାର ଦିନ ସେମି ଫାଇନାଲ ଖେଳ ହୋଇଯାଇଛି। ଆସନ୍ତା କାଲି ଫାଇନାଲ ଖେଳ ହେବ । ସେମି ଫାଇନାଲ ଖେଳରେ ଅତିଥି ଭାବେ ହାଇ ଟେକ ମେଡିକାଲ କଲେଜ ଏବଂ ହସପିଟାଲ ର
Read More...

ରାଉରକେଲା : ‘ ବ୍ୟାଙ୍କରେ ଗ୍ରାହକ ସେବାକୁ ଅଗ୍ରାଧିକାର ଦିଆଯାଉଛି’, କହିଲେ , ଦିଲ୍ଲୀପ ମହାପାତ୍ର ,…

ରାଉରକେଲା : ୨୪/୧୨(ସତ୍ୟା ନ୍ୟୁଜ) 'ଗ୍ରାହକ ମାନଙ୍କ ସୁବିଧା କୁ ଅଗ୍ରାଧିକାର ଦିଆଯାଉଛି। ଏହା ସହ ବ୍ୟାଙ୍କର ଉନ୍ନତି କରଣ ଲାଗି ବହୁ ପଦକ୍ଷେପ ନିଆଯାଉଛି'। ଏହି କଥା କହିଛନ୍ତି ରାଉରକେଲା ଅର୍ବନ କୋପରେଟିଭ ବ୍ୟାଙ୍କ ର ସଭାପତି ଦିଲ୍ଲୀପ ମହାପାତ୍ର। ବ୍ୟାଙ୍କ ର ବୋର୍ଡ ଅଫ ଡ଼ାଇରେକ୍ଟର
Read More...

ରାଉରକେଲା : ଯୀଶୁଙ୍କ ଜନ୍ମଦିନ ପାଳନ ଲାଗି କେକ୍ ବଜ଼ାରରେ ପ୍ରବଳ ଭିଡ।। ଚାହିଦା ଦୃଷ୍ଟିରୁ ଦୋକାନୀ ମାନେ କେକ୍…

ରାଉରକେଲା : ୨୪/୧୨(ସତ୍ୟା ନ୍ୟୁଜ) ପ୍ରଭୁ ଯୀଶୁଙ୍କ ଜନ୍ମଦିନ ମନାଇବାକୁ ରାଉରକେଲା ସହରର ବିଭିନ୍ନ ଚର୍ଚ୍ଚରେ ଚାଲିଛି ପ୍ରସ୍ତୁତି। ଅନ୍ୟପକ୍ଷରେ ବଡ଼ଦିନ ଏବଂ ଯୀଶୁଙ୍କ ଜନ୍ମଦିନ ପାଳନ ଲାଗି କେକ ବଜ଼ାରରେ ଲାଗିଛି ଭିଡ଼। ବିଭିନ୍ନ ବେକେରି ଦୋକାନରେ କଳାକାରସାନ୍ତା କ୍ଳସ ଙ୍କ ବେଶରେ ଛିଡା
Read More...

ରାଉରକେଲା : ପ୍ରଭୁ ଯୀଶୁଙ୍କ ଜନ୍ମଦିନ ପାଳନ ଲାଗି ବିଭିନ୍ନ ଚର୍ଚ୍ଚରେ ବ୍ୟାପକ ପ୍ରସ୍ତୁତି।। କୋଭିଡ କଟକଣା ହଟିବା ପରେ…

ରାଉରକେଲା : ୨୪/୧୨(ସତ୍ୟା ନ୍ୟୁଜ) ଆଉ ମାତ୍ର କିଛି ଘଣ୍ଟା ପରେ ଧରାପୃଷ୍ଟ କୁ ଅବତରଣ କରିବେ ପ୍ରଭୁ ଯୀଶୁ। ଯୀଶୁ ଙ୍କ ଜନ୍ମ ଦିନ ମନାଇବାକୁ ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ୫୦୦ ରୁ ଉର୍ଦ୍ଧ୍ବ ଚର୍ଚ୍ଚରେ ଚାଲିଛି ପ୍ରସ୍ତୁତି। ରାଉରକେଲା ହମିରପୁର ସ୍ଥିତ ରୋମାନ କଥୋଲିକ
Read More...

ରାଉରକେଲା : ମିଳୁଛି ବିଭିନ୍ନ ପ୍ରକାର ସୁସ୍ୱାଦୁ ଏବଂ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ।। ‘ଇଟ ରାଇଟ ଷ୍ଟ୍ରୀଟ ଫୁଡ଼…

ରାଉରକେଲା: ୨୪/୧୨(ସତ୍ୟା ନ୍ୟୁଜ) ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ପାଳନ ତଥା ସ୍ବାସ୍ଥ୍ୟକର ଓ ସ୍ବଦେଶୀ ଖାଦ୍ୟ ନେଇ ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା ନେଇ ରାଉରକେଲାରେ ଆରମ୍ଭ ହୋଇଛି ଇଟ‌ ରାଇଟ୍‌ ଷ୍ଟ୍ରିଟ‌ ଫୁଡ୍‌ ମେଳା । ରାଉରକେଲା ମହାନଗର ନିଗମ ତଥା ସ୍ମାର୍ଟସିଟି ରାଉରକେଲାର
Read More...

ରାଉରକେଲା : ‘ଇଟ ରାଇଟ ଷ୍ଟ୍ରୀଟ ଫୁଡ଼ ମେଳା’ ଆରମ୍ଭ।। ବିରିୟାନି ଠାରୁ ଆରମ୍ଭ କରି ଗୁପଚୁପ ପର୍ଯ୍ୟନ୍ତ…

ବିରିୟାନି ଠାରୁ ଆରମ୍ଭ କରି ଗୁପଚୁପ୍ ପର୍ଯ୍ୟନ୍ତ , ଚା ଠାରୁ ଆରମ୍ଭ କରି ପାନ ପର୍ଯ୍ୟନ୍ତ ସବୁ ମିଳୁଛି ଗୋଟିଏ ସ୍ଥାନରେ। ତା ପୁଣି ଏକ ସ୍ଵାସ୍ଥ୍ୟକର ପରିବେଶରେ। ଏପରି ଏକ ଖାଦ୍ୟ ମେଳା ଦେଖିବାକୁ ମିଳିଛି ରାଉରକେଲା ଡି ଏ ଭି ପୋଖରୀ ପଛ ପଟେ। ରାଉରକେଲା ମହନଗର ନିଗମ ପକ୍ଷରୁ ଆରମ୍ଭ
Read More...

ସୁନ୍ଦରଗଡ : ବେଦାନ୍ତ ପରିଚାଳିତ ଜାମକାନି କୋଇଲା ଖଣିରେ ବ୍ୟାପକ ଭଙ୍ଗାରୁଜା।। ଆକ୍ରମଣରେ ୫ ଜଣ କର୍ମଚାରୀ ଆହତ।

ସୁନ୍ଦରଗଡ : ୨୩/୧୨(ସତ୍ୟା ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ସ୍ଥିତ ବେଦାନ୍ତ କମ୍ପାନୀ ପରିଚାଳିତ ଜାମକାନି କୋଇଲା ଖଣିରେ ଉତ୍ତେଜନା ଦେଖା ଦେଇଛି। ଗୋଟିଏ ପଟେ ସ୍ଥାନୀୟ ବିସ୍ଥାପିତ ମାନେ ବିଭିନ୍ନ ଦାବି ନେଇ ଧାରଣାରେ ବସିଥିବା ବେଳେ ଆଜି ଖଣି ଅଞ୍ଚଳରେ ବ୍ୟାପକ ଭଙ୍ଗାରୁଜା
Read More...