Browsing Category
ଓଡିଶା
ରାଉରକେଲା : ଜାନୁଆରୀ ପ୍ରଥମ ସପ୍ତାହରୁ ସହରରୁ ବିମାନ ଉଡିବା ପ୍ରାୟ ନିଶ୍ଚିତ।। ଶୁକ୍ରବାର ଦିନ ଆଲାଇନ୍ସ ଏଆର ପକ୍ଷରୁ…
ରାଉରକେଲା : ୩୦/୧୨(ସତ୍ୟା ନ୍ୟୁଜ) ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରୁ ରାଉରକେଲା ରୁ ବିମାନ ଉଡିବା ନେଇ ଏକ ପ୍ରକାର ନିଶ୍ଚିତ ସୂଚନା ମିଳିଛି। ସମ୍ଭବତଃ ଜାନୁଆରୀ ୭ ତାରିଖ ଦିନ ରାଉରକେଲା ରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱର ରୁ ରାଉରକେଲା କମର୍ସିଆଲ ବିମାନ ସେବା ଉପଲବ୍ଧ ହେବ। ଏଥିପାଇଁ!-->…
Read More...
Read More...
ରାଉରକେଲା : ‘ଆଦି ଧର୍ମର ସାମ୍ବିଧାନିକ ମାନ୍ୟତା ଏବଂ ଧର୍ମ କୋଡ଼ ପ୍ରଦାନ ଦାବିରେ ସମାବେଶ।। ରାଷ୍ଟ୍ରପତିଙ୍କ…
ଭାରତୀୟ ଆଦିବାସୀ ମାନଙ୍କ ଧର୍ମ 'ଆଦି ଧର୍ମ' ର ସାମ୍ବିଧାନିକ ମାନ୍ୟତା ଏବଂ ଧର୍ମ କୋଡ଼ ପ୍ରଦାନ ଦାବିରେ ଆଦି ଧର୍ମାଲମ୍ବୀ ମାନଙ୍କ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଉଦିତନଗର ଫିଟନେସ ପାର୍କ ସମ୍ମୁଖ ରାସ୍ତାରେ ଏହି ସମାବେଶ ହୋଇଥିଲା। ଛତିଶଗଡ଼ , ଝାରଖଣ୍ଡ , ଓଡ଼ିଶାର ଆଦି!-->…
Read More...
Read More...
ନୂଆଦିଲ୍ଲୀ : କାର ଦୁର୍ଘଟଣାରେ କ୍ରିକେଟର ଋଷଭ ପନ୍ତ ଗୁରୁତର ।। ଦୁର୍ଘଟଣା ପରେ କାରରେ ନିଆଁ ଲାଗି ଯାଇଥିଲା।
ଭାରତୀୟ କ୍ରିକେଟର ର ବ୍ୟାଟ୍ସ ମ୍ୟାନ ଏବଂ ଉଇକେଡ କିପର ଋଷଭ୍ ପନ୍ତ ଶୁକ୍ରବାର ସକାଳେ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କ୍ରିକେଟରଙ୍କ ମର୍ସିଡିଜ୍ କାରଟି ଡିଭାଇଡରକୁ ଧକ୍କା ଦେବା ପରେ ସମ୍ପୂର୍ଣ୍ଣ ପୋଡ଼ି ଯାଇଛି । ଋଷଭଙ୍କୁ ଗୁରୁତର ଅବସ୍ଥାରେ!-->…
Read More...
Read More...
ରାଉରକେଲା : ଜାନୁଆରୀ ୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ସ୍ପଞ୍ଜ ଆଇରନ କାରଖାନା ବନ୍ଦ ରହିବ।। ପ୍ରଦୂଷଣ ନିଅନ୍ତ୍ରଣ ବୋର୍ଡର…
ହକି ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ସମୟରେ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ସରକାର ନେଇଥିବା ନିଷ୍ପତ୍ତିର କିଛି ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଲୁଙ୍ଗା ଏବଂ କୁଆରମୁଣ୍ଡା ର ସ୍ପଞ୍ଜ ଆଇରନ କାରଖାନାକୁ ଜାନୁଆରୀ ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ!-->…
Read More...
Read More...
ଅନୁଗୁଳ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁଗୁଳ ଜିଲ୍ଲା ଗସ୍ତ।। ୧୮୦୦ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ।
ଅନୁଗୁଳ : ୨୯/୧୨(ସତ୍ୟା ନ୍ୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନୁଗୁଳ ଜିଲ୍ଲା ଗସ୍ତ କରି ୧୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୩୧୩ କୋଟି ଟଙ୍କାରେ ୭୪୬ଟି ପ୍ରକଳ୍ପ ଉଦ୍ଘାଟିତ ହୋଇଥିବା ବେଳେ, ୧୪୯୨ କୋଟି ଟଙ୍କାର ୭୯୫ଟି ପ୍ରକଳ୍ପ ପାଇଁ!-->…
Read More...
Read More...
ସୁନ୍ଦରଗଡ : ହକି ବିଶ୍ୱକପ ପାଇଁ ଯୁବପିଢି ମଧ୍ୟରେ ଉତ୍ସାହ ସୃଷ୍ଟି ଉଦ୍ୟମ।। ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗୀତାର…
ରାଉରକେଲା : ୨୯/୧୨(ସତ୍ୟା ନ୍ୟୁଜ) ହକି ବିଶ୍ୱକପ୍ ପାଇଁ ସୁନ୍ଦରଗଡ଼ ଜିଲ୍ଲାର ଯୁବପିଢ଼ିଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା ଲାଗି ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା କରାଯାଉଛି। ଏନେଇ ଗ୍ରାମପଞ୍ଚାୟତରୁ ଆରମ୍ଭ ହୋଇଥିବା ହକି ପ୍ରତିଯୋଗିତା ବ୍ଲକ ସ୍ତରରେ ଆୟୋଜନ କରାଯିବ। ଏଥିପାଇଁ!-->…
Read More...
Read More...
ରାଉରକେଲା : କର୍ମଚରୀଙ୍କ ଏଙ୍ଗେଲ ମାଡରେ ବ୍ୟବସାୟୀ ଗୁରୁତର।। ଆହତ ବ୍ୟବସାୟୀ ଆଇ ଜି ଏଚ ରେ ଭର୍ତ୍ତି। ପୋଲିସର ତଦନ୍ତ…
ରାଉରକେଲା : ୨୯/୧୨(ସତ୍ୟା ନ୍ୟୁଜ) ବ୍ୟବସାୟୀଙ୍କ ଉପରେ କର୍ମଚରୀଙ୍କ ମରଣାତ୍ମକ ଆକ୍ରମଣ । ଆକ୍ରମଣରେ ବ୍ୟବସାୟୀ ଗୁରୁତର ଆହତ ହୋଇଆଇ ଜି ଏଚ ରେ ଭର୍ତ୍ତି। ଏପରି ଏକ ଘଟଣା ଘଟିଛି ରାଉରକେଲା ବିଶ୍ରା ଛକ ନିକଟ ସହରର ମୁଖ୍ୟ ମାର୍ଗରେ। ଗୁରୁବାର ପୂର୍ବାହ୍ନରେ ଲୁହା ବ୍ୟବସାୟୀ ଧନେଶ୍ୱର ସାହୁ!-->…
Read More...
Read More...
ରାଉରକେଲା : ଜାନୁଆରୀ ମାସରୁ ରାଉରକେଲା-ଭୁବନେଶ୍ୱର ବିମାନ ସେବା ନେଇ ଆଶା।। ଏ ଟି ଆର ୭୨-୬୦୦ ବିମାନ ଉଡିବା ନେଇ ଆଶା।
ରାଉରକେଲା : ୨୮/୧୨(ସତ୍ୟା ନ୍ୟୁଜ) ଆସନ୍ତା ଜାନୁଆରୀ ମାସରୁ ରାଉରକେଲା ଏୟାରପୋର୍ଟ ରୁ ବିମାନ ଉଡିବା ନେଇ ଆଶା ଦେଖାଦେଇଛି। ଆଲିଆନ୍ସ ଏଆର ଲାଇନସ ପକ୍ଷରୁ ATR 72 ବିମାନ ଚଳାଚଳ ନେଇ ସୂଚନା ମିଳିଛି। ପ୍ରଥମ ପର୍ଯ୍ୟାୟରେ ରାଉରକେଲା ରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ରାଉରକେଲା ବିମାନ!-->…
Read More...
Read More...
ରାଉରକେଲା : ସମ୍ଭାବ୍ୟ କୋଭିଡ ୧୯ର ମୁକାବିଲା ଲାଗି ରାଉରକେଲା ସମେତ ସୁନ୍ଦରଗଡ଼ରେ ବ୍ୟାପକ ପ୍ରସ୍ତୁତି।। ଜିଲ୍ଲା…
ରାଉରକେଲା : ୨୮/୧୨(ସତ୍ୟା ନ୍ୟୁଜ) କୋଭିଡ ୧୯ ର ସମ୍ଭାବ୍ୟ ଚତୁର୍ଥ ଲହର କୁ ମୁକାବିଲା କରିବା ଲାଗି ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏଥିପାଇଁ ରାଉରକେଲା ଏବଂ ସରକାରୀ ହସପିଟାଲରେ ମଙ୍ଗଳବାର ଦିନ ମକ ଡ୍ରିଲ କରାଯାଇଛି। ସୁନ୍ଦରଗଡ ମୁଖ୍ୟ ଚିକିତ୍ସା!-->…
Read More...
Read More...
ରାଉରକେଲା : ଅଭ୍ୟାସ ମ୍ୟାଚର ଶେଷ ଦିନରେ ଭାରତୀୟ ହକି ଦଳ ୫-୨ ଗୋଲରେ ବିଜୟୀ।। ଦକ୍ଷିଣ କୋରିଆ ଜୁନିୟରକୁ ହରାଇ ବିଜୟୀ।
ରାଉରକେଲ : ୨୮/୧୨(ସତ୍ୟା ନ୍ୟୁଜ) ହକି ପୁରୁଷ ବିଶ୍ୱକପ ଅବସରରେ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମଠାରେ ଚାଲିଥିବା ଅଭ୍ୟାସ ମ୍ୟାଚ ମଙ୍ଗଳବାର ଦିନ ଶେଷ ହୋଇଛି। ଏଥିରେ ଦକ୍ଷିଣ କୋରିଆ ଜୁନିୟର ଟିମକୁ ୫-୨ ଗୋଲରେ ପରାଜିତ କରି ଭାରତୀୟ ଜୁନିୟର ହକି ଟିମ ବିଜୟୀ ହୋଇଛି।
ଗତ ୨୪!-->!-->!-->…
Read More...
Read More...