Browsing Category

ଓଡିଶା

ରାଉରକେଲା : ଦେଶ ବିଦେଶରୁ ଆସୁଥିବା ଖେଳାଳି ମାନଙ୍କୁ ପରସା ଯିବ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ।। ମାଣ୍ଡିଆକୁ ପ୍ରମୋଟ…

ରାଉରକେଲା :୪/୧/୨୩(ସତ୍ୟା ନ୍ୟୁଜ) ହକି ବିଶ୍ୱକପ ପାଇଁ ଦେଶ ବିଦେଶ ରୁ ଆସୁଥିବା ଖେଳାଳି ଏବଂ ଟିମ ସଦସ୍ୟଙ୍କୁ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଦିଆଯିବାର ବ୍ୟବସ୍ଥା କରାଯାଉଛି । ଆସନ୍ତା ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହେବ ପୁରୁଷ ବିଶ୍ୱକପ୍
Read More...

ସୁନ୍ଦରଗଡ : ହକି ବିଶ୍ୱକପ ପାଇଁ ଜିଲ୍ଲା ସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଆରମ୍ଭ। ୯ ଟି ବ୍ଳକର ୩୮ ଟି ସାଂସ୍କୃତିକ…

ସୁନ୍ଦରଗଡ଼ : ୩/୧/୨୩(ସତ୍ୟା ନ୍ୟୁଜ) ହକି ପୁରୁଷ ବିଶ୍ୱକପ ଅବସରରେ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ଜିଲ୍ଲା ସଦର ମହକୁମାସ୍ଥିତ ସଂସ୍କୃତି ଭବନଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଉପଖଣ୍ଡର ୯ଟି ବ୍ଲକରୁ 38 ଟି
Read More...

ରାଉରକେଲା : ହକି ବିଶ୍ୱକପ ପୂର୍ବରୁ ସହରରେ ହେବ ବିଦେଶୀ ଟିମଙ୍କ ପ୍ରଦର୍ଶନୀ ମ୍ୟାଚ।। ବିଜୁ ପଟ୍ଟନାୟକ ହକି…

ରାଉରକେଲା: ୩/୧/୨୩(ସତ୍ୟା ନ୍ୟୁଜ) ରାଉରକେଲାରେ ନବନିର୍ମିତ ଦେଶର ସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଜାନୁଆରି ୧୩ ତାରିଖରୁ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ବକପ୍‌ ପାଇଁ ହକିମୟ ହୋଇଯାଇଛି ଇସ୍ପାତ ସହର। ସମୟ ଯେତିକି ପାଖେଇ ଆସୁଛି, ହକିପ୍ରେମୀଙ୍କ ଉତ୍କଣ୍ଠା ବଢ଼ିବାରେ
Read More...

ସୁନ୍ଦରଗଡ : ଡାଲମିଆଁ ଭାରତ ସିମେଣ୍ଟ ଲିମିଟେଡ଼ ର ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ।। ହାତରେ ଦା,ହାତୁଡି,ଲଙ୍ଗଳ ,…

ସୁନ୍ଦରଗଡ : ୩/୧/୨୩(ସତ୍ୟା ନ୍ୟୁଜ) ହାତରେ ଦା, କଟୁରି , ଲଙ୍ଗଳ।ମୁଣ୍ଡରେ ଧାନ ବିଡା। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ ରାଜରାସ୍ତାରେ। ଶହଶହ ଆଦିବାସୀ ମହିଳା ପୁରୁଷ ପ୍ରତିବାଦ କରୁଥିଲେ କମ୍ପାନୀ ଦ୍ୱାରା ଜମି ଅଧିଗ୍ରହଣକୁ। ରାଜଗାଙ୍ଗପୁର ଡାଲମିଆଁ ଭାରତ ସିମେଣ୍ଟ ଲିମିଟେଡ଼
Read More...

ରାଜଗାଙ୍ଗପୁର : ସୁନ୍ଦରୀ ପ୍ରତିଯୋଗିତାରେ ଜାତୀୟ ସ୍ତରରେ ମୁକୁଟ ହାସଲ କଲେ ପ୍ରିୟଙ୍କା।। ଜନ୍ମ ମାଟି ବିଲେଇଗଡରେ…

ରାଜଗାଙ୍ଗପୁର : ୩/୧/(ସତ୍ୟାନ୍ୟୁଜ)ପେଶାରେ ସଫ୍ଟୱେୟାର ଇଞ୍ଜିନିଅର , କିନ୍ତୁ ନିଶା ଫେସନ ଏବଂ ଗ୍ଲେମର ଦୁନିଆ। ନାଁ ହେଲା ପ୍ରିୟଙ୍କା। ରାଉରକେଲା ନିକଟ କାଂଶବହଲ ସ୍ଥିତ ବିଲେଇଗଡ଼ ଭଳି ଏକ ଛୋଟ ସ୍ଥାନରୁ ବାହାରି ସର୍ବଭାରତୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗୀତରେ ମୁକୁଟ ହାସଲ କରିଛନ୍ତି।
Read More...

ସୁନ୍ଦରଗଡ଼ : କ୍ଷତିପୂରଣ ଏବଂ ଥଇଥାନ ଦାବିରେ ବିସ୍ଥାପିତଙ୍କ ତମୁଳ କାଣ୍ଡ। ଠିକା କମ୍ପାନୀର କାର୍ଯ୍ୟାଳୟରେ ବ୍ୟାପକ…

ସୁନ୍ଦରଗଡ : ୩/୧/୨୩(ସତ୍ୟା ନ୍ୟୁଜ) ସୁନ୍ଦରଗଡ ଏମସିଏଲ ର ପ୍ରସ୍ତାବିତ ସିଆରମାଲ ମହାଲକ୍ଷ୍ମୀ କୋଇଲା ଖଣି ରେ ବିସ୍ଥାପିତ ଙ୍କ ତୁମୁଳକାଣ୍ଡ। ମଙ୍ଗଳବାର ପୂର୍ବାହ୍ନରେ ବିସ୍ଥାପିତ ମାନେ ଠିକା କମ୍ପାନୀ କାର୍ଯ୍ୟାଳୟ ଚୁର ମାର କରି ଦେଇଛନ୍ତି। ଏହାଛଡା ବିସ୍ଥାପିତଙ୍କ ପଥର ମାଡରେ ୩୦ ରୁ
Read More...

ସୁନ୍ଦରଗଡ଼ : ବିବାହିତା ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ।। ୩ ଅଟକ।। ଜଣେ ଫେରାର।। ପୋଲିସ ତଦନ୍ତ ଜାରି।

ସୁନ୍ଦରଗଡ : ୩/୧/୨୩(ସତ୍ୟା ନ୍ୟୁଜ)ସୁନ୍ଦରଗଡ଼ ସଦରଥାନା ଅଞ୍ଚଳରେ ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏତଲା ପରେ ପରେ ପୁଲିସ ତନାଘନା ଚଳାଇ ୩ ଜଣଙ୍କୁ ଅଟକ ରଖିଛି। ଅନ୍ଯ ଜଣେ ଅଭିଯୁକ୍ତ ଫେରାର ହୋଇ ଯାଇଥବାରୁ ତାକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି
Read More...

ରାଉରକେଲା : ବିରସା ମୁଣ୍ଡା ହକି ଷ୍ଟାଡିଅମ କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ।। ଆସନ୍ତା ୫ ଜାନୁଆରୀରେ ହେବ ଉଦଘାଟନ।

ରାଉରକେଲା : ୨/୧/୨୩(ସତ୍ୟା ନ୍ୟୁଜ)ଆସନ୍ତା ଜାନୁଆରୀ ୫ ତାରିଖରେ ରାଉରକେଲାରେ ଉଦଘାଟନ ହେବ ଦେଶର ସବୁଠାରୁ ବଡ଼ ଷ୍ଟାଡିଅମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନବନିର୍ମିତ ବିରସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିଅମ କୁ ଉଦଘାଟନ କରିବେ। ଏଥିଲାଗି ସମସ୍ତ ପ୍ରସ୍ତୁତି ସରିଛି।
Read More...

ରାଉରକେଲା : ବସ୍ତି ଅଞ୍ଚଳରେ ମଦ ବିକ୍ରି ବନ୍ଦ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା ମାନେ।। ଏଡିଏମ , ଏସପି , ଅବକାରୀ…

ରାଉରକେଲା :୨/୧/୨୩(ସତ୍ୟା ନ୍ୟୁଜ) ବସ୍ତି ଅଞ୍ଚଳରେ ମଦ ବିକ୍ରି ବନ୍ଦ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା ମାନେ। ସୋମବାର ଦିନ 'ଆଶ୍ରା' ମହିଳା ଗ୍ରୁପ ର ସଦସ୍ୟ ମାନେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, ଆରଏମ୍ ସି ଡେପୁଟି କମିସନର , ଏସ୍ ପି, ଏକ୍ସସାଇଜ଼ ଇନ୍ସପେକ୍ଟର ଏବଂ ସ୍ଥାନୀୟ ଥାନା
Read More...

ଓଡିଶା : ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ।। ଡ୍ରାଇଭର ଅଳ୍ପକେ ବଞ୍ଚିଲେ।

ଜଳେଶ୍ବର : ୨/୧/୨୩(ସତ୍ୟା ନ୍ୟୁଜ) ଚଳନ୍ତା ମାଲବାହୀ ଗାଡି ରେ ଲାଗିଲା ନିଆଁ। ଗାଡି ଡ୍ରାଇଭର ଏହି ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି କିନ୍ତୁ ଗାଡିଟି ସମ୍ପୁର୍ଣ୍ଣ ପୋଡି ଯାଇଛି। ଏପରି ଘଟିଛି ବାଲେଶ୍ୱର ଜିଲ୍ଲାରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ
Read More...