Browsing Category

ଓଡିଶା

ବଣାଇ : ବଣାଇ ଅଞ୍ଚଳରେ ଦନ୍ତାହାତୀ ଉପଦ୍ରବ ଜାରୀ।। ହାତୀ ଆକ୍ରମଣରେ ସ୍ୱାମୀ , ସ୍ତ୍ରୀ ଆହତ।। ଫସଲ ନଷ୍ଟ ।

ବଣାଇ : ୨/୨(ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ। କେତେବେଳେ ହାତୀ ଗ୍ରାମରେ ପଶି ଲୋକଙ୍କ ଘର ଭାଙ୍ଗି ଦେଉଥିବା ବେଳେ ଆଉ କେତେ ବେଳେ ଲୋକଙ୍କ ଉପରେ ଆକ୍ରମଣ କରୁଛି। ହାତୀ ଆକ୍ରମଣରେ ଗ୍ରାମବାସୀ ମୃତାହତ ମଧ୍ୟ ହେଉଛନ୍ତି। ସୁନ୍ଦରଗଡ଼
Read More...

ରାଜଗାଙ୍ଗପୁର : ଗୋବରରୁ ପ୍ରସ୍ତୁତ ହେଉଛି କାଠ।। ଶସ୍ତା ପଡିବା ସହ ପରିବେଶ ସୁରକ୍ଷାରେ କରୁଛି ସାହାଯ୍ୟ।

ରାଜଗାଙ୍ଗପୁର: ୨/୨(ସତ୍ୟାନ୍ୟୁଜ) ଏବେ ମାନବ ସମାଜ ନିକଟରେ ସବୁ ଠାରୁ ବଡ ଆହ୍ୱାନ ହେଉଛି ପରିବେଶ ସୁରକ୍ଷା। ସେଥିଲାଗି ଜଙ୍ଗଲ ସୁରକ୍ଷା ମଧ୍ୟ ଏକ ବିଶେଷ ଭୂମିକା ଗ୍ରହଣ କରେ। ଏହାର ଅର୍ଥ ହେଲା କାଠର ବ୍ୟବହାର କମ କରିବା। ପୂର୍ବରୁ ଜାଳେଣି ଲାଗି କାଠର ବ୍ୟବହାର ବହୁଳ ଭାବେ କରା ଯାଉଥିଲା।
Read More...

ରାଉରକେଲା : ସାଧାରଣ ବଜେଟ ଉପରେ ଆଲୋଚନା ଲାଗି ବଣିକ ସଙ୍ଘ କାର୍ଯ୍ୟାଳୟରେ ଆଲୋଚନା ଚକ୍ର ଅନୁଷ୍ଠିତ।

ରାଉରକେଲା: ୧/୨(ସତ୍ୟାନ୍ୟୁଜ)ଅର୍ଥ ମନ୍ତ୍ରୀ ସୀତାରମଣ ଆଜି ଲୋକ ସଭାରେ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟ ଅନୁସାରେ ଦେଶର ଆୟକର ସୀମା ବଦଳିଛି ।୩ ଲକ୍ଷ ପର୍ଯ୍ୟନ୍ତ ଇନକମ ଉପରେ ଟ୍ୟାକ୍ସ ଦେବାକୁ ପଡିବ ନାହିଁ।୩ ଲକ୍ଷ ପରେ ଟ୍ୟାକ୍ସ ଦେବାକୁ ପଡିବ । ଅର୍ଥମନ୍ତ୍ରୀ ନିର୍ମଳା
Read More...

ରାଉରକେଲା: ରାଉରକେଲା ଏବଂ ବଣାଇ କୁ ସ୍ୱତନ୍ତ୍ର ଜିଲ୍ଲା ଦାବିକୁ ବିରୋଧ।। ବିରୋଧ କଲେ ଆଦିବାସୀ ମୂଳବାସୀ ସଙ୍ଘ।

ରାଉରକେଲା : ୩୧/୧(ସତ୍ୟାନ୍ୟୁଜ) ରାଉରକେଲାକୁ ଏକ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦେବାକୁ ବହୁଦିନ ହେଲା ଦାବି ହୋଇ ଆସୁଛି। ଏବେ କିନ୍ତୁ ସ୍ୱତନ୍ତ୍ର ଜିଲ୍ଲା ଗଠନ ସପକ୍ଷବାଦୀ ଏବଂ ବିପକ୍ଷବାଦୀ ମୁହାଁମୁହିଁ ହୋଇଛନ୍ତି। ରାଉରକେଲା ଓକିଲ ସଂଘ ରାଉରକେଲାକୁ ଏକ ସ୍ୱତନ୍ତ୍ର ଜିଲ୍ଲା କରିବାକୁ
Read More...

ସୁନ୍ଦରଗଡ : ଜିଲ୍ଲା ପ୍ରଶାସନ ପକ୍ଷରୁ ଲେଫ୍ରିପଡା ବ୍ଲକରେ ଯୁଗ୍ମ ଜନ ଶୁଣାଣି।। ୬୭ ଅଭିଯୋଗରୁ ୨ଟି ର ତତ୍କାଳ ସମାଧାନ।

ସୁନ୍ଦରଗଡ଼: ୩୦/୧(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଲେଫ୍ରିପଡ଼ା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଯୋଗଦେଇ ବିଭିନ୍ନ ଗ୍ରାମ ପଞ୍ଚାୟତରୁ
Read More...

ଝାରସୁଗୁଡା : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରି ହତ୍ୟା ମାମଲା।। ଅଭିଯୁକ୍ତ
ଏ ଏସ୍ ଆଇ ଗୋପାଳ ଦାସଙ୍କୁ

ସୁନ୍ଦରଗଡ଼ : ୩୦-୧(ସତ୍ୟାନ୍ୟୁଜ) ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଏ ଏସ୍ ଆଇ ଗୋପାଳ ଦାସଙ୍କୁ ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି। ସୁନ୍ଦରଗଡ଼ ରିଜର୍ଭ ପୋଲିସ ଲାଇନ ରୁ ଗୋପାଳ ଦାସ ଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଝାରସୁଗୁଡା କୋର୍ଟ
Read More...

ଭୁବନେଶ୍ବର : ସ୍ବର୍ଗତ ନବ ଦାସଙ୍କ ଶେଷ କୃତ୍ୟ ଝାରସୁଗୁଡାରେ ହେବ।। ଅନ୍ତିମ ସଂସ୍କାର କାର୍ଯ୍ୟରେ ରାଜ୍ୟ ସରକାରଙ୍କ ୩…

ଝାରସୁଗୁଡ଼ା : ୩୦/୧(ସତ୍ୟା ନ୍ୟୁଜ) ସ୍ବର୍ଗତ ନବ କିଶୋର ଦାସଙ୍କ ପାର୍ଥିବ ଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସତ୍କାର କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ୩ ଜଣ ମନ୍ତ୍ରୀ ଅନ୍ତିମ ସତ୍କାର କାର୍ଯ୍ୟରେ ଉପସ୍ଥିତ ରହିବେ। ଅନ୍ତିମ ସତ୍କାର ସ୍ଥଳରେ ଜାତୀୟ ପତାକା ବିଧିପୂର୍ବକ ଅର୍ଦ୍ଧ
Read More...

ରାଉରକେଲା : ୭ ନମ୍ବର ସେକ୍ଟର ମୁକ୍ତେଶ୍ଵର ମନ୍ଦିରର ପ୍ରତିଷ୍ଠା ଦିବସ ପାଳନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ।

ରାଉରକେଲା: ୨୯/୧(ସତ୍ୟାନ୍ୟୁଜ) ଆସନ୍ତା ୩୦/୧/୨୩ ସୋମବାର ଠାରୁ ୩/୨/୨୩ ଶୁକ୍ରବାର ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପି ରୁଦ୍ର ମହାଯଜ୍ଞ, ବିଗ୍ରହ ଓ ଅଟ୍ଟାଳିକା ପ୍ରତିଷ୍ଠା କାର୍ଯ୍ୟକ୍ରମ ସେକ୍ଟର ୭, ବି ବ୍ଳକ ସ୍ଥିତ ଶ୍ରୀ ଶ୍ରୀ ମୁକ୍ତେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ। ଏହି
Read More...

ରାଉରକେଲା : ୭ ନମ୍ବର ସେକ୍ଟର ମୁକ୍ତେଶ୍ଵର ମନ୍ଦିରର ପ୍ରତିଷ୍ଠା ଦିବସ ପାଳନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ।

ଡାକ୍ତରଙ୍କ ବହୁ ଚେଷ୍ଟା ସ୍ଵତ୍ତ୍ୱେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆପୋଲୋ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ତାଙ୍କର ବାମ ଛାତିରେ ଗୁଳି ବାଜି ବାହାରି ଯାଇଥିଲା। ଫଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଡାକ୍ତର ଦେବାଶିଷ ନାୟକଙ୍କ ନେତୃତ୍ୱରେ ଏକ ଟିମ ରକ୍ତସ୍ରାବ ବନ୍ଦ କରାଇ ହୃଦୟକୁ ସଚଳ
Read More...

ରାଉରକେଲା : ଅଭିଜିତ ଙ୍କ ସହ ଗୀତ ଗାଇଲେ ରାଜଗାଙ୍ଗପୁରର ଝିଅ ତ୍ରିରଙ୍ଗା।। ହୋଟେଲ ମେ ଫେଆର ରେ ଦୁଇଟି ଅଲବମ୍…

ରାଉରକେଲା : ୨୮/୧(ସତ୍ୟାନ୍ୟୁଜ) ରାଜଗାଙ୍ଗପୁର ଝିଅ ତ୍ରିରଙ୍ଗା ସେନାପତି। ସଙ୍ଗୀତ ଦୁନିଆ ର ଏକ ନୂତନ ପ୍ରତିଭା। ଜ୍ଞାନରଞ୍ଜନ ସେନାପତି ଏବଂ ବିଷ୍ଣୁପ୍ରିୟାଙ୍କ କନ୍ୟା ତ୍ରିରଙ୍ଗା ଏବେ ଭୁବନେଶ୍ୱରରେ ବି ଟେକ୍ କରୁଛନ୍ତି। ପୂର୍ବରୁ ସେ କେତେକ ସିନେମା ରେ କଣ୍ଠଦାନ କରିଛନ୍ତି। ମାତ୍ର ଏବେ
Read More...