ଝାରସୁଗୁଡା : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରି ହତ୍ୟା ମାମଲା।। ଅଭିଯୁକ୍ତ
ଏ ଏସ୍ ଆଇ ଗୋପାଳ ଦାସଙ୍କୁ କୋର୍ଟ ଚାଲାଣ।

0 316

ସୁନ୍ଦରଗଡ଼ : ୩୦-୧(ସତ୍ୟାନ୍ୟୁଜ) ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଏ ଏସ୍ ଆଇ ଗୋପାଳ ଦାସଙ୍କୁ ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି। ସୁନ୍ଦରଗଡ଼ ରିଜର୍ଭ ପୋଲିସ ଲାଇନ ରୁ ଗୋପାଳ ଦାସ ଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଝାରସୁଗୁଡା କୋର୍ଟ ନିଆଯାଇଛି। ରବିବାର ସନ୍ଧ୍ୟାରୁ ଗୋପାଳଙ୍କୁ ସୁନ୍ଦରଗଡ଼ ରିଜର୍ଭ ପୋଲିସ ଲାଇନ ରେ ରଖାଯାଇଥିଲା। ଆଜି ଦିନରେ କ୍ରାଇମବ୍ରାଞ୍ଚ ଏ ଡି ଜି ଅରୁଣ ବୋଥ୍ରା , ଉତ୍ତରାଞ୍ଚଳ ଆଇ ଜି ଦୀପକ କୁମାର ଗୋପାଳ ଦାସଙ୍କୁ ଜେରା କରିଥିଲେ। ଗୋପାଳ ଦାସ ନିଜ ଦୋଷ ସ୍ୱୀକାର କରିଥିବା କ୍ରାଇମବ୍ରାଞ୍ଚ ଏ ଡି ଜି କହିଛନ୍ତି।

Leave A Reply

Your email address will not be published.