ରାଉରକେଲା : ୭ ନମ୍ବର ସେକ୍ଟର ମୁକ୍ତେଶ୍ଵର ମନ୍ଦିରର ପ୍ରତିଷ୍ଠା ଦିବସ ପାଳନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ।

0 244

ଡାକ୍ତରଙ୍କ ବହୁ ଚେଷ୍ଟା ସ୍ଵତ୍ତ୍ୱେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆପୋଲୋ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ତାଙ୍କର ବାମ ଛାତିରେ ଗୁଳି ବାଜି ବାହାରି ଯାଇଥିଲା। ଫଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଡାକ୍ତର ଦେବାଶିଷ ନାୟକଙ୍କ ନେତୃତ୍ୱରେ ଏକ ଟିମ ରକ୍ତସ୍ରାବ ବନ୍ଦ କରାଇ ହୃଦୟକୁ ସଚଳ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ସେ ରବିବାର ସନ୍ଧ୍ୟାରେ ମୃତ୍ୟୁ ବରଣ କରିଥିଲେ।

Leave A Reply

Your email address will not be published.