Browsing Category

ଓଡିଶା

ମୟୁରଭଞ୍ଜ : କରଞ୍ଜିଆରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ଉଦଘାଟିତ।। ଉଦଘାଟନ କଲେ ମନ୍ତ୍ରୀ ବାସନ୍ତୀ…

ମୟୁରଭଞ୍ଜ : ୯/୨ ( ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବିଜ୍ଞାପିତ ଅଞ୍ଚଳର ୧୪ ନମ୍ବର ୱାର୍ଡ ଅଙ୍କୁରା ଠାରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି। କରଞ୍ଜିଆ ଉପଖଣ୍ଡ ଜିଲ୍ଲା ଚିକିତ୍ସାଧିକାରୀ କାର୍ଯ୍ୟାଳୟ ଏବଂ ଜାତୀୟ ସ୍ୱାସ୍ଥ୍ୟ
Read More...

ରାଉରକେଲା : ଇନ୍ଦ୍ରଜିତ ଏବଂ ସଞ୍ଜୟ ଦାସ ଡବଲ ମର୍ଡର କେସ୍ ର ମୁଖ୍ୟ ଆସାମୀ ଗିରଫ।। ଜମି କିଣା ବିକା କୁ କେନ୍ଦ୍ର କରି…

ରାଉରକେଲା : ୯/୨ (ସତ୍ୟାନ୍ୟୁଜ) ରାଉରକେଲା ସାର ନଗରୀ ଅଞ୍ଚଳରେ ଘଟିଥିବା ବହୁ ଚର୍ଚ୍ଚିତ ସଞ୍ଜୟ ଦାସ ଏବଂ ଇନ୍ଦ୍ରଜିତ ସ୍ୱାଇଁ ଡବଲ ମର୍ଡର କେଶ ର ମୁଖ୍ୟ ଅସାମୀଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ଓଡିଶା - ଝାରଖଣ୍ଡ ସୀମାନ୍ତ ଏକ ଜଙ୍ଗଲରେ ଲୁଚିଥିବା ବେଳେ ଟାଙ୍ଗରପାଲି ପୋଲିସ ଚଢ଼ାଉ
Read More...

ମୟୁରଭଞ୍ଜ : ରାଇରଙ୍ଗପୁର ବ୍ଲକ ପଡ଼ିଆରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଗୁଣ୍ଡୁରିଆ ସହିଦ ଦିବସ ପାଳିତ।

ରାଇରଙ୍ଗପୁର : ୯/୨ (ସତ୍ୟା ନ୍ୟୁଜ) ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ପଡିଆ ଠାରେ ଝାରଖଣ୍ଡ ମୁକ୍ତି ମୋର୍ଚା ପକ୍ଷରୁ ଗୁଣ୍ଡୁରିଆ ଶହୀଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସମେତପଡୋଶୀ ଝାଡ଼ଖଣ୍ଡ,ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟରୁ ମଧ୍ୟ ବହୁ ସଂଖ୍ୟାରେ ଆଦିବାସୀ ସମ୍ପ୍ରଦାୟର
Read More...

ରାଇରଙ୍ଗପୁର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ।। ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ…

ରାଇରଙ୍ଗପୁର : ୯/୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ବଣ୍ଟନରେ ପୁଣି ର୍ଦୁନୀତି ଅଭିଯୋଗ ହୋଇଛି। ଭାରତୀୟ ଜନତା ପାର୍ଟି ବିଜାତଳା ଶାଖା ତରଫରୁ ଘର ବଣ୍ଟନ ପ୍ରକ୍ରିୟାରେ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇଛି। ଯୋଗ୍ୟ ହିତାଧିକାରୀ ମାନଙ୍କୁ
Read More...

ରାଉରକେଲା : ବେଦବ୍ୟାସ ଅଞ୍ଚଳରୁ ୬ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ସହ କାର ଜବତ।। ଜଣେ ଗିରଫ ।

ରାଉରକେଲା : ୯/୨ (ସତ୍ୟାନ୍ୟୁଜ) ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ନିଶା ଦ୍ରବ୍ୟ କାରବାର ଉପରେ ଅଙ୍କୁଶ ଲଗାଇବାକୁ ଏବେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ସାତ ଦିନ ମଧ୍ୟରେ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ନିଶା ଦ୍ରବ୍ୟ ଜବତ
Read More...

ରାଉରକେଲା : ପିକ୍ ଅପ୍ ଭ୍ୟାନ ଓଲଟି ୩୦ ଆହତ।। ଗୁରୁତର ୧୫ ଜଣ ସରକାରୀ ହସପିଟାଲରେ ଭର୍ତ୍ତି।

ରାଉରକେଲା : ୯/୨ (ସତ୍ୟାନ୍ୟୁଜ) ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଗୋଟିଧରା ଠାରେ ଗୁରୁବାର ସକାଳେ ଏକ ପିକ୍ଅପ୍ ଭ୍ୟାନ ଓଲଟି ପଡିବାରୁ ୩୦ ରୁ ଉର୍ଦ୍ଧ୍ବ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ବହୁ ସଂଖ୍ୟାରେ ମହିଳା ମଧ୍ୟ ଅଛନ୍ତି। ଆହତଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା
Read More...

ମୟୁରଭଞ୍ଜ : ବିଜାତଳା ଲ୍ୟାମ୍ପସ୍ ରେ ମାଣ୍ଡିଆ ମଣ୍ଡି ଉଦଘାଟିତ।। ପ୍ରଥମ ଦିନରେ ୯୦ କୁଇଣ୍ଟାଲ ମାଣ୍ଡିଆ କ୍ରୟ।

ମୟୁରଭଞ୍ଜ : ୮/୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଲ୍ୟାମ୍ପସରେ ମାଣ୍ଡିଆ ମଣ୍ଡି ଉଦଘାଟିତ ହୋଇଯାଇଛି । ବିଜାତଳା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରାଣୀ ମୁର୍ମୁ ଫିତାକାଟି ମାଣ୍ଡିଆ ମଣ୍ଡିର ଉଦଘାଟନ କରିଥିଲେ। ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ
Read More...

ରାଉରକେଲା: ରାଉରକେଲା ଟ୍ୟାକ୍ସ ବାର ଆସୋସିଏସନର ଲାଇବ୍ରେରୀ ଗୃହ ଉଦଘାଟନ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ…

ରାଉରକେଲା : ୮/୨ (ସତ୍ୟାନ୍ୟୁଜ) ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଆଜି ରାଉରକେଲାରେ ଆସି ପହଁଚିବା ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଉରକେଲା ବଣିଜ୍ୟକର କାର୍ଯ୍ୟାଳୟ ପରିସରରେ ଟ୍ୟାକ୍ସ ବାର ଆସୋସିଏସନର ଲାଇବ୍ରେରୀ ଗୃହର ଉଦଘାଟନ କରିବା ସହ ମଧୁ ବାବୁଙ୍କ
Read More...

ରାଉରକେଲା : ସରକାରୀ ମହା ବିଦ୍ୟାଳୟ ପାଚେରୀ କାନ୍ଥ ଭୁଶୁଡି ଜଣେ ଯୁବକଙ୍କ ମୃତ୍ୟୁ।। ମୃତକଙ୍କ ଭାଇ ଗୁରୁତର।…

ରାଉରକେଲା : ୮/୨ (ସତ୍ୟାନ୍ୟୁଜ) ରାଉରକେଲା ସ୍ୱୟଂ ଶାସିତ ସରକାରୀ ମହାବିଦ୍ୟାଳୟ ପରିସରରେ ପାଚେରୀ କାନ୍ଥ ଭାଙ୍ଗି ପଡିଯିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ଭାଇ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।ମିଳିଥିବା ସୂଚନା ଅନୁଯାୟୀ ସରକାରୀ
Read More...

ସୁନ୍ଦରଗଡ : ଜିଲ୍ଲାରେ ବଢୁଛି ଢ଼ିଙ୍କିକୁଟା ଚାଉଳର ଚାହିଦା।। ଚାଉଳ ଉତ୍ପାଦନ ପାଇଁ ଆଇ ଟି ଡି ଏ ଦେଉଛି ତାଲିମ।

ସୁନ୍ଦରଗଡ଼ : ୮/୨ (ସତ୍ୟାନ୍ୟୁଜ) ବର୍ତ୍ତମାନ ସମୟରେ ବଜାରରେ ଢିଙ୍କିକୁଟା ଚାଉଳର ଚାହିଦା ବଢୁଛି। ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଢିଙ୍କିକୁଟା ଚାଉଳ ସ୍ଥାନୀୟ ବଜାର ସହିତ ଓରମାସ ମେଳା ଆଦି ମାଧ୍ୟମରେ ଭଲ ବିକ୍ରି ହେଉଛି। ଫଳରେ ଏହା ସ୍ଥାନୀୟ ଆଦିବାସୀ
Read More...