Browsing Category
ଓଡିଶା
ମୟୁରଭଞ୍ଜ : ମହୁଲଡିହା ଥାନା ପରିସରରେ ଅଗ୍ନିକାଣ୍ଡ।। ଜବତ ହୋଇଥିବା ବହୁ ଗାଡି ଜାଳି ପାଉଁଶ।
ମୟୁରଭଞ୍ଜ : ୨/୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ମହୁଲଡିହା ଥାନା ପରିସରରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି। ରବିବାର ଦିନ ଘଟିଥିବା ଏହି ଅଗ୍ନିକାଣ୍ଡରେ ଥାନା ପରିସରରେ ଜବତ ହୋଇ ରହିଥିବା ବହୁ ଗାଡି ଜଳିପୋଡ଼ି ପାଉଁଶ!-->…
Read More...
Read More...
ରାଉରକେଲା : ପ୍ରଶାନ୍ତଙ୍କ ‘ଆସ ଆମେ ବସ୍ତିକୁ ଯିବା’ କାର୍ଯ୍ୟକ୍ରମ।। ୧୫ ନମ୍ବର ସେକ୍ଟର ମଲ୍ଲିକ ବସ୍ତି…
ରାଉରକେଲା : ୧୨/୨ (ସତ୍ୟାନ୍ୟୁଜ) ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ତାଙ୍କର 'ଆସ ଆମେ ବସ୍ତି କୁ ଯିବା' କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଶାନ୍ତ ସେକ୍ଟର - ୧୫ ଏଚ ବ୍ଲକ ବସ୍ତି ଏବଂ ମଲ୍ଲିକ ବସ୍ତି ଅଞ୍ଚଳ!-->…
Read More...
Read More...
ବଣାଇ : ବନ ବିଭାଗ ପକ୍ଷରୁ ଅଗ୍ନି ନିୟନ୍ତ୍ରଣ କର୍ମଶାଳା ଅନୁଷ୍ଠିତ।
ବଣାଇ : ୧୨/୨ (ସତ୍ୟାନ୍ୟୁଜ) ବଣାଇଁ ଶୁଣ୍ଡିକୋଣ ଠାରେ ଥିବା ବନ ବିଭାଗର ନର୍ସରୀ ଠାରେ ଅଗ୍ନି ନିୟନ୍ତ୍ରଣ କର୍ମଶାଳା ଏବଂ ମାନବ - ଜୀବଜନ୍ତୁ ଦ୍ବନ୍ଦ ହ୍ରାସ ନିମନ୍ତେ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଣାଇଁ ରେଞ୍ଜର ମନୋଜ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ!-->…
Read More...
Read More...
ରାଉରକେଲା : ରାଉରକେଲା ରିଙ୍ଗ ରୋଡ଼ କଡ଼ ଏବଂ ଆଖପାଖ ଜଙ୍ଗଲରେ ନିଆଁ ଲାଗି ବହୁ ଗଛ ପୋଡି।। ଖରାଦିନ ପୂର୍ବରୁ ନିଆଁ…
ରାଉରକେଲା : ୧୨/୨ (ସତ୍ୟାନ୍ୟୁଜ) ରାଉରକେଲା ସହରର ରିଙ୍ଗ ରୋଡ଼ ପାର୍ଶ୍ୱ ଏବଂ ଆଖପାଖରେ ଥିବା ଜଙ୍ଗଲରେ ବାରମ୍ବାର ନିଆଁ ଲାଗିବା ଚିନ୍ତାର ବିଷୟ ହୋଇଛି। ରବିବାର ଦିନ ଦିଲ୍ଲୀ ପବ୍ଲିକ ସ୍କୁଲ ନିକଟ ରିଙ୍ଗ ରୋଡ଼ କଡରେ ଥିବା ଜଙ୍ଗଲରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା। ଫାୟାର ଟିମ୍ ପହଞ୍ଚି!-->…
Read More...
Read More...
ମୟୁରଭଞ୍ଜ : ଐତିହାସିକ ଖିଚିଂ ମନ୍ଦିର ର ୪ଟି ଦାନ ହୁଣ୍ଡି ଲୁଟି ନେଲେ ଦ୍ରୁବୃତ୍ତ।। କୀଚକେଶ୍ୱରୀଙ୍କ ଦାନ ହୁଣ୍ଡି…
ମୟୁରଭଞ୍ଜ : ୧୨/୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ମୟୁରଭଞ୍ଜ ଜିଲ୍ଲା ଖିଚିଂ ର ଐତିହାସିକ କୀଚକେଶ୍ୱରୀ ମନ୍ଦିର କମ୍ପ୍ଲେକ୍ସ ରୁ ଦୃବୃତ୍ତ ମାନେ ୩ଟି ଦାନ ହୁଣ୍ଡି ବାକ୍ସ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି। ଏହି ହୁଣ୍ଡି ଗୁଡିକ ବିଶ୍ୱ ଶାନ୍ତି ମହାଯଜ୍ଞ ଲାଗି ସେଠାରେ ରଖାଯାଇଥିଲା।!-->…
Read More...
Read More...
ରାଇରଙ୍ଗପୁର : ସୁଲେଇପାଟ ରେ ସହିଦ ବାବା ତିଲକା ମାଝୀଙ୍କ ଜନ୍ମ ବାର୍ଷିକୀ ପାଳନ।। କ୍ରୀଡା ଏବଂ ନୃତ୍ୟ ପ୍ରତିଯୋଗିତା…
ମୟୁରଭଞ୍ଜ : ୧୨/୨ (ସତ୍ୟାନ୍ୟୁଜ)(ଶ୍ୟାମଳେନ୍ଦୁ ପରିଡା) ସହିଦ ବାବା ତିଲକା ମାଝୀଙ୍କ ଜନ୍ମ ବାର୍ଷିକୀ ସୁଲେଇପାଟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ସୁଲେଇପାଟ ବାବା ଜନକଲ୍ୟାଣ କ୍ଲବ ର!-->…
Read More...
Read More...
ରାଉରକେଲା : ନୂତନ ସହର ପ୍ରଶାସକ ପି କେ ସ୍ବାଇଁଙ୍କ ସହ କଂଗ୍ରେସ ପ୍ରତିନିଧି ଦଳର ଆଲୋଚନା।। ପ୍ରଶାନ୍ତ ସେଠୀଙ୍କ…
ରାଉରକେଲା: ୧୧/୨ (ସତ୍ୟାନ୍ୟୁଜ) ରଘୁନାଥପାଲୀ ପ୍ରାକ୍ତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ସହର ପ୍ରଶାସକ ପି.କେ.ସ୍ବାଇଁ ଙ୍କୁ ଆଜି ତାଙ୍କ କାର୍ଯ୍ୟାଳୟ ରେ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହ ସହର ର ବିଭିନ୍ନ ସମସ୍ୟା ସମ୍ପର୍କରେ!-->…
Read More...
Read More...
ବଣାଇ : ବରଯାତ୍ରୀ ପିକ୍ଆପ୍ ଭ୍ୟାନ ଓଲଟି ଜଣେ ମୃତ , ୨୦ ଆହତ।। ୫ ଗୁରୁତରଙ୍କୁ ବୁର୍ଲା ରେଫର କରାଗଲା।
ବଣାଇ : ୧୧/୨ (ସତ୍ୟାନ୍ୟୁଜ) କିଛି ସମୟ ପରେ ପହଞ୍ଚିଥାନ୍ତେ ବାହାଘର ପ୍ରୋସେସନ ରେ ବାଜା ବଜାଇବାକୁ। ମାତ୍ର ସେମାନେ ଆସୁଥିବା ପିକଅପ୍ ଭ୍ୟାନ ଓଲଟି ପଡିବାରୁ ୨୦ ଜଣ ଆହତ ହେଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ରେଫର କରାଯାଇଛି। ଘଟଣା ସ୍ଥଳରେ ଓଲଟି ପଡିଥିବା!-->…
Read More...
Read More...
ରାଜଗାଙ୍ଗପୁର : ଡାଲମିଆ ଭାରତ ଫାଉଣ୍ଡସନ ଏବଂ ନାବାର୍ଡ ପକ୍ଷରୁ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ।
ରାଜଗାଙ୍ଗପୁର : ୧୧/୨ (ସତ୍ୟାନ୍ୟୁଜ) ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ କୌଶଳ ତାଲିମ ପ୍ରଦାନ କରି ସେମାନଙ୍କୁ ନିଯୁକ୍ତି ଉପଯୋଗୀ କରିବା ଲକ୍ଷ୍ୟରେ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ ତରଫରୁ ନିକଟ ଅତୀତରେ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l ଏହି କ୍ରମରେ ଡିସିବିଏଲ୍ର!-->…
Read More...
Read More...
ସୁନ୍ଦରଗଡ଼ : ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ।। ଜଳ ସଂରକ୍ଷଣ ଏବଂ ଜଳସେଚନ ବାବଦରେ ଆଲୋଚନା।
ସୁନ୍ଦରଗଡ଼ : ୧୦/୨(ସତ୍ୟାନ୍ୟୁଜ) ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି I ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଜନ , ଉଠା ଜଳସେଚନ ବିଭାଜନ ଏବଂ ଜଳସେଚନ ବିଭାଜନ କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲା ଯୋଜନା ବୋର୍ଡ!-->…
Read More...
Read More...