Browsing Category

ଓଡିଶା

ସୁନ୍ଦରଗଡ : ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପିର ଗଣଧାରଣା।। ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଅଭିଯୋଗ।

ସୁନ୍ଦରଗଡ/ରାଉରକେଲା : ୧୫/୨ (ସତ୍ୟାନ୍ୟୁଜ) ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ହତ୍ୟା ପରିପ୍ରେକ୍ଷୀରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ଘଟିଥିବା ଅଭିଯୋଗ କରିଛି ବିଜେପି। ଗୃହ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସୁନ୍ଦରଗଡ ବିଜେପି ପକ୍ଷରୁ ଗଣଧାରଣା ଓ
Read More...

ବଣାଇ : ଭୂମି ତଳେ ଟାଙ୍କିରେ ପୋତା ହୋଇଛି ବସ୍ତା ବସ୍ତା ଚାଉଳ।। ବଡ଼ ଗୋଗୁଆ ପଞ୍ଚାୟତ କାର୍ଯ୍ୟାଳୟ ପଛପଟୁ ଠାବ।

ବଣାଇ: ୧୫/୨ (ସତ୍ୟାନ୍ୟୁଜ)ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ର ବଡ଼ ଗୋଗୁଆ ପଞ୍ଚାୟତରେ ପୋତା ହୋଇଥିବା ବସ୍ତା ବସ୍ତା ଚାଉଳ ଠାବ କରାଯାଇଛି। ଗରିବ ଲୋକଙ୍କ ପାଇଁ ଆସୁଥିବା ଏହି ଚାଉଳ କେଉଁ ପରିପ୍ରେକ୍ଷୀରେ କିଏ ପୋତିଲା ତାହା ଜଣା ପଡ଼ିନାହିଁ। ପଞ୍ଚାୟତ କାର୍ଯ୍ୟାଳୟର ପଛପଟେ ଥିବା ଏକ
Read More...

ବଣାଇ : ବାଇକ – ପିକାଅପ ଭ୍ୟାନ ମୁହାଁମୁହିଁ ଧକ୍କା।। ଜଣେ ମୃତ , ୨ ଗୁରୁତର।

ବଣାଇ : ୧୪/୨ (ସତ୍ୟାନ୍ୟୁଜ) ବଣାଇଁ ଥାନା ଅନ୍ତର୍ଗତ ବିଜାଘାଟ ନିକଟରେ ପିକଅପ୍ ଭ୍ୟାନ ଓ ବାଇକ ମୁହାଁମୁହିଁ ଧକ୍କା ହେବ ଫଳରେ ବାଇକ ଚଳକଙ୍କ ମୃତ୍ୟ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ବାଇକ ଯୋଗେ ଏହି ତିନି ଜଣ
Read More...

ରାଉରକେଲା : ପୁଲୱାମା ସହିଦ ଦିବସରେ ଜାମୁଡ଼ିହି ଠାରେ ରକ୍ତ ଦାନ କଲେ ସିଆରପିଏଫ ଜବାନ।। ଜମୁଡ଼ିହି ୟୁଥ କ୍ଲବ ପକ୍ଷରୁ…

ରାଉରକେଲା : ୧୪/୨ (ସତ୍ୟାନ୍ୟୁଜ) ପୁଲୱାମା ସହିଦ ଦିବସରେ ବଣାଇ ଉପଖଣ୍ଡ ଜାମୁଡିହି ଠାରେ ଏକ ରକ୍ତ ଦାନ ଶିବିରର ଆୟୋଜନ କରା ଯାଇଥିଲା। ଜାମୁଡ଼ିହି ୟୁଥ କ୍ଲବ ପକ୍ଷରୁ ଆୟୋଜିତ ଏହି ଶିବିରରେସି ଆର ପି ଏଫ ୧୯ ବାଟାଲିଅନ ର ଜବାନ ମାନେ ରକ୍ତ ଦାନ କରିଥିଲେ। ଜାମୁଡ଼ିହି ପଞ୍ଚାୟତ
Read More...

ରାଉରକେଲା : ମାର୍ଚ୍ଚ ୧୦ ରୁ ପୁଣି ଚଳ ଚଞ୍ଚଳ ହୋଇ ଉଠିବ ବିର୍ସ। ମୁଣ୍ଡା ହକି ଷ୍ଟାଡିଅମ।। ପ୍ରୋ- ଲିଗ୍ ସହ ଜାତୀୟ…

ରାଉରକେଲା : ୧୪/୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ହକି ପ୍ରେମୀଙ୍କ ଲାଗି ଏକ ଖୁସି ଖବର। ଆସନ୍ତା ମାର୍ଚ୍ଚ ମାସରୁ ପୁଣି ଚଳ ଚଞ୍ଚଳ ହୋଇପଡିବ ରାଉରକେଲା ବିର୍ସ। ମୁଣ୍ଡା ହକି ଷ୍ଟାଡିଅମ। ଜାନୁଆରୀ ୨୯ ତାରିଖରେ ହକି ବିଶ୍ୱକପ ସରିବା ପରେ ନୂତନ ହକି ଷ୍ଟାଡିଅମ ଅଞ୍ଚଳ ସୁନ୍ ସାନ୍ ହୋଇ
Read More...

ରାଇରଙ୍ଗପୁର : କେନ୍ଦ୍ରୀୟ ବଜେଟ ରେ ମୟୁରଭଞ୍ଜ ପ୍ରତି ବୈମାତୃକ ମନୋଭାବ ପୋଷଣ ଅଭିଯୋଗ।। ପ୍ରତିବଡ଼ରେ ବିଜେଡିର…

ମୟୁରଭଞ୍ଜ : ୧୩/୨ (ସତ୍ୟାନ୍ୟୁଜ) କେନ୍ଦ୍ର ବଜେଟରେ ମୟୂରଭଞ୍ଜ ଜିଲ୍ଲା ପ୍ରତି ଅବହେଳା ପ୍ରତିବାଦରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି କାଶିନାଥ ହେମ୍ବ୍ରମ୍ ,
Read More...

ସୁନ୍ଦରଗଡ : ପ୍ରଶାସନ ପକ୍ଷରୁ ସବଡେଗା ବ୍ଲକ କାର୍ଯ୍ୟାଳୟରେ ଜନ ଶୁଣାଣି।। ୧୬୬ ଅଭିଯୋଗରୁ ୭୬ ଅଭିଯୋଗର ତୁରନ୍ତ…

ସୁନ୍ଦରଗଡ଼ : ୧୩/୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସବଡେଗା ବ୍ଲକରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ବ୍ଲକ କାର୍ଯ୍ୟାଳୟଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ସୁନ୍ଦରଗଡ଼ ଏସପି
Read More...

ରାଜଗାଙ୍ଗପୁର : ଚିଟ୍ ଫଣ୍ଡ ଠକାମିର ଶିକାର ଜମାକାରୀଙ୍କ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ। ଅର୍ଥ…

ରାଜଗାଙ୍ଗପୁର : ୧୩/୨ (ସତ୍ୟାନ୍ୟୁଜ) ଆସ୍ଥା , ବେସିଦ , ରୋଜ୍ ଭେଲି ଆଦି ଚିଟ୍ ଫଣ୍ଡ ସଂସ୍ଥା ଆଦିବାସୀ ଅଧ୍ୟୁଷିତ ରାଜଗାଙ୍ଗପୁର ଅଞ୍ଚଳରେ ବହୁ ଲୋକଙ୍କ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି। ଗରିବ ଆଦିବାସୀ ମାନଙ୍କୁ ବିଭିନ୍ନ ପ୍ରକାର ଲୋଭନୀୟ ଅଫର ଦେଖାଇ କୋଟି କୋଟି ଟଙ୍କା ଠକି ନେଇଥିବା
Read More...

ରାଇରଙ୍ଗପୁର : ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ ତମ ଜନ୍ମ ବାର୍ଷିକୀ ଅନୁଷ୍ଠିତ।। ମାଗଣା ଚକ୍ଷୁ ଚିକିତ୍ସା…

ମୟୁରଭଞ୍ଜ : ୧୩/୨ (ସତ୍ୟାନ୍ୟୁଜ) ଶ୍ୟାମଳେନ୍ଦୁ ପରିଡା) ରାଇରଙ୍ଗପୁର ଅଳାଁଡୁବା ସତସଙ୍ଗବିହାର ଠାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୫ତମ ଜନ୍ମବାର୍ଷିକୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ମାତୃ ସମ୍ମିଳନୀ ସରୋଜିନୀ ପଟ୍ଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ
Read More...

କାରଞ୍ଜିଆ : ହାତିବାରୀ ନିକଟରେ ଦେଓ କେନାଲରେ ବାଇକ ଖସି ପଡିବାରୁ ୩ ଜଣଙ୍କ ମୃତ୍ୟୁ।। ଜଣେ ଉଦ୍ଧାର।

କାରଞ୍ଜିଆ : ୧୩/୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ବାଇକ ରେ ଆସୁଥିବା ବେଳେ ଭାରସାମ୍ୟ ହରାଇ କେନାଲ ରେ ଖସି ପଡିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ହାତିବାରି ଗ୍ରାମ ନିକଟରେ। ରବିବାର
Read More...