ରାଉରକେଲା : ପୁଲୱାମା ସହିଦ ଦିବସରେ ଜାମୁଡ଼ିହି ଠାରେ ରକ୍ତ ଦାନ କଲେ ସିଆରପିଏଫ ଜବାନ।। ଜମୁଡ଼ିହି ୟୁଥ କ୍ଲବ ପକ୍ଷରୁ ଶିବିରର ଆୟୋଜନ।

0 322

ରାଉରକେଲା : ୧୪/୨ (ସତ୍ୟାନ୍ୟୁଜ) ପୁଲୱାମା ସହିଦ ଦିବସରେ ବଣାଇ ଉପଖଣ୍ଡ ଜାମୁଡିହି ଠାରେ ଏକ ରକ୍ତ ଦାନ ଶିବିରର ଆୟୋଜନ କରା ଯାଇଥିଲା। ଜାମୁଡ଼ିହି ୟୁଥ କ୍ଲବ ପକ୍ଷରୁ ଆୟୋଜିତ ଏହି ଶିବିରରେ
ସି ଆର ପି ଏଫ ୧୯ ବାଟାଲିଅନ ର ଜବାନ ମାନେ ରକ୍ତ ଦାନ କରିଥିଲେ। ଜାମୁଡ଼ିହି ପଞ୍ଚାୟତ କାର୍ଯ୍ୟାଳୟରେ ଏହି ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏହି କଯ୍ୟକ୍ରମରେ ଆଖପାଖ ଗ୍ରାମ ର ଲୋକମାନେ ଯୋଗ ଦେଇଥିଲେ। ଆଜିକୁ ୪ ବର୍ଷ ପୂର୍ବେ ଜାମ୍ମୁ କାଶ୍ମୀର ର ପୁଲୱାମା ଠାରେ ଆତଙ୍କବାଦୀ ମାନେ ଘଟାଇ ଥିବା ବିସ୍ପୋରଣରେ ୪୦ ଜଣ ସିଆରପିଏଫ ଜବାନ ସହିଦ ହୋଇଥିଲେ।

Leave A Reply

Your email address will not be published.