Browsing Category

ଓଡିଶା

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୁଆରମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଯୁଗ୍ମ ଜନ ଶୁଣାଣି।। ୮୭ ଅଭିଯୋଗରୁ ୧୪ଟିର…

ରାଉରକେଲା/କୁଆରମୁଣ୍ଡା, ୨୧/୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୁଆରମୁଣ୍ଡା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ଆୟୋଜିତ ଯୁଗ୍ମ ଜନଶୁଣାଣିରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ଏସପି ପ୍ରତ୍ୟୁଷ ଦିବାକର ଯୋଗଦେଇ
Read More...

ରାଉରକେଲା : ରାଉରକେଲା ଏୟାରପୋର୍ଟକୁ ମଧୁବାବୁଙ୍କ ନାମରେ ନାମିତ କରିବାକୁ ଦାବି।। ଦାବି କଲା ରାଉରକେଲା ଜାଗରଣ ମଞ୍ଚ।

ରାଉରକେଲା : ୨୦/୨ ( ସତ୍ୟାନ୍ୟୁଜ) ରାଉରକେଲା ଏୟାରପୋର୍ଟକୁ ମଧୁବାବୁଙ୍କ ନାମରେ ନାମିତ କରିବାକୁ ଦାବି ଜୋର ଧରିଲାଣି। ସହରର ସାମାଜିକ କର୍ମୀ ତଥା ରାଉରକେଲା ଜାଗରଣ ମଞ୍ଚର ସଭାପତି ଅମିତାଭ ସାମଲ ଏ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ଓଡିଶାର ମହାନ୍ ସନ୍ତାନ
Read More...

ରାଉରକେଲା : ଲୋରେଟୋ ଇଂଲିଶ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସଵ ଅନୁଷ୍ଠିତ।। ଦୌଡ଼ ପ୍ରତିଯୋଗିତା ସହ ବିଭିନ୍ନ କ୍ରୀଡ଼ା…

ରାଉରକେଲା : ୧୯/୨ (ସତ୍ୟାନ୍ୟୁଜ) ରାଉରକେଲା ସିଭିଲ ଟାଉନଶିପ ସ୍ଥିତ ଲୋରେଟୋ ଇଂଲିଶ ସ୍କୁଲର ୧୯ ତମ ବାର୍ଷିକ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାଇଟେକ ମେଡିକାଲ କଲେଜ ଏବଂ ହସପିଟାଲର ନିର୍ଦ୍ଦେଶକ ଡକ୍ତର ଏ ସୁଦ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ
Read More...

ରାଉରକେଲା : ‘ଆସ ଆମେ ବସ୍ତିକୁ ଯିବା’ କାର୍ଯ୍ୟକ୍ରମରେ ପ୍ରଶାନ୍ତ ବୁଲିଲେ ୬ ନମ୍ବର ସେକ୍ଟର ଏକତା କ୍ଲବ…

ରାଉରକେଲା : ୧୯/୨ (ସତ୍ୟାନ୍ୟୁଜ) ରଘୁନାଥପଲ୍ଲୀ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ତଥା କଂଗ୍ରେସ ନେତା ପ୍ରଶାନ୍ତ ସେଠୀ 'ଆସ ଆମେ ବସ୍ତି କୁ ଯିବା' କାର୍ଯ୍ୟକ୍ରମ ରେ ୬ ନମ୍ବର ସେକ୍ଟର ଏକତା କ୍ଲବ ପରିଦର୍ଶନ କରି ଅଞ୍ଚଳ ର ସମସ୍ୟା ଉପରେ ଅବଗତ ହୋଇଥିଲେ । ଅଞ୍ଚଳ ରେ ଥିବା ବୃଦ୍ଧ , ବୃଦ୍ଧା ,
Read More...

ରାଉରକେଲା : ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ ଦାବି ନେଇ ପୁଣି ଆନ୍ଦୋଳନର ଚେତାବନୀ।। ନାଗରିକ ସୁରକ୍ଷା କମିଟି…

ରାଉରକେଲା : ୧୯/୨ (ସତ୍ୟାନ୍ୟୁଜ) ତାଳଚେର- ବିମଳାଗଡ଼ ରେଳପଥ ନିର୍ମାଣ କାମରେ ଅହେତୁକ ବିଳମ୍ବ ଯୋଗୁଁ ପୁଣି ଆନ୍ଦୋଳନ ମୁଣ୍ଡ ଟେକିଲାଣି। ଦୀର୍ଘ ୬୦ ବର୍ଷ ହେଲା ତାଳଚେର ବିମଳାଗଡ଼ ରେଳପଥ ଦାବି ନେଇ ବହୁ ଆନ୍ଦୋଳନ ହୋଇ ଆସୁଛି। କିନ୍ତୁ ରେଳପଥ ନିର୍ମାଣର ଅଗ୍ରଗତି ସନ୍ତୋଷ ଜନକ ନଥିବା
Read More...

ରାଉରକେଲା : ବେଦବ୍ୟାସ ମେଳା ଏବଂ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ଉଦଘାଟିତ।। ଉଦଘାଟନ କଲେ ସୁନ୍ଦରଗଡ଼ ଜିଲ୍ଲାପାଳ।

ରାଉରକେଲା : ୧୮/୨ (ସତ୍ୟାନ୍ୟୁଜ) ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ମେଳା ଆରମ୍ଭ ହୋଇଯାଇଛି। ରାଜଗାଙ୍ଗପୁର ବିଧାୟକ ଡକ୍ଟର ସିଏସ ରାଜିନ ଏକ୍କା ଓ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ମେଳା ପଡ଼ିଆରେ ଉପସ୍ଥିତ ରହି ବେଦବ୍ୟାସ ମେଳା ଓ ଜିଲ୍ଲା
Read More...

ମୟୁରଭଞ୍ଜ : ରାଇରଙ୍ଗପୁରର ବିଭିନ୍ନ ସ୍ଥାନରେ ମହାଶିବରାତ୍ରୀ ପାଳନ। ବିଭିନ୍ନ ମନ୍ଦିର କମିଟି ତରଫରୁ ଭଜନ ସମାରୋହର…

ମୟୁରଭଞ୍ଜ : ୧୮/୨ (ସତ୍ୟାନ୍ୟୁଜ) ରାଇରଙ୍ଗପୁର ସହର ତଥା ଆଖପାଖ ଅଞ୍ଚଳରେ ମହାଶିବରାତ୍ରି ଭକ୍ତି ଏବଂ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଆଦିବାସୀ ଅଧ୍ୟୁଷିତ ବାମନଘାଟି ଉପଖଣ୍ଡର ୭ଟି ବ୍ଲକ୍ ରେ ମହାଆଡମ୍ବରରେ ମହାଶିବରାତ୍ରୀ ପାଳନ କରାଯାଉଛି। ବିଶେଷକରି କୁଚେଇବୁଢୀ, ଇଚିଣ୍ଡା, ଅଳାଁଡୁବା,
Read More...

ରାଉରକେଲା : ଆଜିଠାରୁ ବେଦବ୍ୟାସ ମେଳା ଆରମ୍ଭ।। ଲୋକ ମାନଙ୍କୁ ଆକର୍ଷିତ କରୁଛି ଖଜଲା ର ସ୍ୱାଦ।

ରାଉରକେଲା : ୧୮/୨ (ସତ୍ୟାନ୍ୟୁଜ) ଆଜି ମହାଶିବରାତ୍ରିରେ ବେଦବ୍ୟାସ ଶୈବ୍ୟପୀଠରେ ଦେବଦେବ ମହାଦେବଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଅନ୍ୟପକ୍ଷରେ ଆଜିଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ବେଦବ୍ୟାସ ମେଳା। ଏହି ମେଳା ୧୦୦ ବର୍ଷରୁ ଉର୍ଦ୍ଧ୍ବ କାଳ ହେଲା ଚାଲି ଆସୁଥିବା ବେଳେ
Read More...

ବଣାଇ : ମହାଶିବରାତ୍ରି ଉପଲକ୍ଷେ ବିଭିନ୍ନ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼।। ବାଣେଶ୍ବର ମନ୍ଦିରରେ ରାତି ୪ଟାରୁ…

ବଣାଇ : ୧୮/୨ (ସତ୍ୟାନ୍ୟୁଜ) ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ମହାଶିବରାତ୍ରି ଉପଲକ୍ଷେ ସକାଳୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଜିଲ୍ଲାର ବଣାଇ ଅଞ୍ଚଳରେ ରେ ଥିବା ସମସ୍ତ ଶିବ ମନ୍ଦିରରେ ଆଜି ସକାଳୁ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଥିଲା।।
Read More...

ରାଉରକେଲା : ମହାଶିବରାତ୍ରି ପାଇଁ ବିଭିନ୍ନ ଦେବାଳୟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ।। ବେଦବ୍ୟାସ ଶୈବ୍ୟପୀଠରେ ରାତି…

ରାଉରକେଲା : ୧୮/୨ (ସତ୍ୟାନ୍ୟୁଜ) ଆଜି ମହାଶିବରାତ୍ରି। ଦେବ ଦେବ ମହାଦେବଙ୍କ ପୂଜାର୍ଚ୍ଚନା କରିବାକୁ ଆଜି ରାଉରକେଲାର ବିଭିନ୍ନ ଶୈବ୍ୟପୀଠ ରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗି ରହିଛି। ଶୈବ୍ୟପୀଠ ବେଦବ୍ୟାସ , ହନୁମାନ ବାଟିକା , ତରକେରା ମନ୍ଦିର , ୩ ନମ୍ବର ସେକ୍ଟର ଜଗନ୍ନାଥ ମନ୍ଦିର ସମେତ
Read More...