Browsing Category
ଓଡିଶା
ବଣାଇ : ଗୁରୁଣ୍ଡିଆ ବ୍ଲକରେ ରାସ୍ତାର ଶୋଚନୀୟ ଅବସ୍ଥା ନେଇ ଲୋକଙ୍କ ମନରେ ଆକ୍ରୋଶ।। ୧୫ ଦିନ ମଧ୍ୟରେ ରାସ୍ତା କାମ…
ବଣାଇ : ୨୩/୨ (ସତ୍ୟାନ୍ୟୁଜ)ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକରେ ପୂର୍ବ ଅପେକ୍ଷା ବହୁ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଥିବା ବେଳେ ଏବେ ମଧ୍ୟ ବହୁ ସ୍ଥାନ ଅପହଞ୍ଚ ତଥା ଅବହେଳିତ ହୋଇ ରହିଯାଇଛି। ଏହି ବ୍ଲକ ର ଭାଲୁ ଡୁଙ୍ଗୁରି ପଞ୍ଚାୟତର ପାଞ୍ଚଟି ଗ୍ରାମ କୁ ଭଲ ରାସ୍ତା ନଥିବାରୁ ଲୋକ!-->…
Read More...
Read More...
ରାଉରକେଲା : ଷ୍ଟେସନ ଅଞ୍ଚଳରୁ ଧରା ପଡ଼ିଲା ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ।। ଜଣେ ଗିରଫ।
ରାଉରକେଲା : ୨୨/୨ (ସତ୍ୟାନ୍ୟୁଜ) ଗଞ୍ଜେଇ ଚାଲାଣ ଅଭିଯୋଗରେ ରାଉରକେଲା ଅବକାରୀ ବିଭାଗ ଏବଂ ଆର ପି ଏଫ ଜଣେ ଯୁବକଙ୍କୁ ଗିରଫ କରିଛନ୍ତି। ଏହି ଯୁବକଙ୍କ ନାମ ସଚିନ ବିନ୍ ଏବଂ ତାଙ୍କ ଘର ଉତ୍ତରପ୍ରଦେଶରେ। ରାଉରକେଲାରୁ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚାଲାଣ କରିବାକୁ ଉଦ୍ୟମ କରୁଥିବା ବେଳେ ରେଳ!-->…
Read More...
Read More...
ମୟୁରଭଞ୍ଜ : ବାମନଘାଟି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ।। ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ।
ମୟୁରଭଞ୍ଜ : ୨୨/୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ବାମନଘାଟୀ ମହୋତ୍ସବ ପାଇଁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଉପଖଣ୍ଡ ଥାନା ଅଧିକାରୀ ଗୋକୁଳାନନ୍ଦ!-->…
Read More...
Read More...
ରାଉରକେଲା/ବାମରା : ବାମରା ଷ୍ଟେସନରେ ରେଳ ରୋକୋ ଯୋଗୁ ଟ୍ରେନ ଚଳାଚଳ ପ୍ରଭାବିତ।। ରାଉରକେଲା ସମେତ ବିଭିନ୍ନ ଷ୍ଟେସନରେ…
ରାଉରକେଲା/ବାମରା : ୨୨/୨ (ସତ୍ୟାନ୍ୟୁଜ) ବାମରା ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ଟ୍ରେନ ରହଣୀ ଦବୀରେ ଆଜି ବାମରା ଷ୍ଟେସନ ଠାରେ ରେଳ ରୋକ କରାଯାଇଛି। ଏହା ସହ ବାମରା ଟାଉନ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବାମରା ରେଳ ଷ୍ଟେସନରେ କରୋନା ପୂର୍ବରୁ ବହୁ ଗୁଡିଏ ଟ୍ରେନର ରହଣୀ!-->…
Read More...
Read More...
ରାଉରକେଲା : ଦ୍ରୁବୃତ୍ତ ମାନେ ବସ୍ ରେ ନିଆଁ ଲଗାଇ ଦେଲେ।। ବିଶ୍ରା ଥାନା ଲୋଆରାମ ଅଞ୍ଚଳର ଘଟଣା।
ରାଉରକେଲା/ବିଶ୍ରା : ୨୧/୨ (ସତ୍ୟାନ୍ୟୁଜ) ଓଡିଶାର ସୀମାନ୍ତ ଅଞ୍ଚଳ ଲୋଆରମ ନିକଟରେ ଯାତ୍ରୀବାହି ବସ କୁ ଦୁର୍ବୁତ୍ତ ମାନେ ଜାଳି ଦେଇଛନ୍ତି। ସୌଭାଗ୍ୟ ବଶତଃ ବସର କଣ୍ଡକ୍ଟର ବର୍ତ୍ତି ଯାଇଛନ୍ତି। ଚିତାପେଡ଼ି ପଞ୍ଚାୟତ ଅନ୍ତର୍ଗତ ଲୋଆରମ ହସ୍ପିଟାଲ ଛକ ନିକଟରେ ସୋମବାର ବିଳମ୍ବିତରାତି ରେ!-->…
Read More...
Read More...
ରାଜଗାଙ୍ଗପୁର : ପରିବହନ ବିଭାଗର ଅଜବ ନୀତି।। ସ୍କୁଟିରେ ସିଟ ବେଲଟ୍ ପିନ୍ଧିନଥିବାରୁ ୧୦୦୦ ଟଙ୍କା ଫାଇନ।
ପରିବହନ ବିଭାଗର ଅଜବ ନୀତି। ସ୍କୁଟି ରେ ସିଟ ବେଲଟ୍ ପିନ୍ଧି ନଥିବାରୁ ଜରିମାନା। ସାଧାରଣତ ଦୁଇ ଚକିଆ ଜାନରେ ହେଲମେଟ୍ ନପିନ୍ଧିଲେ ଫାଇନ ଗଣିବାକୁ ହୁଏ , କିନ୍ତୁ ସ୍କୁଟି ଚାଳକ ସିଟ ବେଲ୍ଟ ନ ଲଗାଇଥିବାରୁ ଫାଇନ ଗଣିବେ। ଏହି କଥାଟା ଟିକେ ଅଲଗା ଲାଗୁଥିଲେ ମଧ୍ୟ ସତ । ଏଭଳି ଏକ ଘଟଣା!-->…
Read More...
Read More...
ରାଉରକେଲା : ବେଦବ୍ୟାସରେ ଅୟୋଜିତ ତ୍ରିଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ଉଦଯାପିତ।। ଉଲ୍ଲେଖନୀୟ ପ୍ରଦର୍ଶନୀ ପାଇଁ…
ରାଉରକେଲା : ୨୧/୨ (ସତ୍ୟାନ୍ୟୁଜ) ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହୋଇଥିବା ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ସୋମବାର ସଂଧ୍ଯା ରେ ସପନ୍ନ ହୋଇ ଯାଇଛି। ସମାପନ ସମାରୋହ ରେ ସୁନ୍ଦର ଗଡ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା ମୁଖ୍ଯ!-->…
Read More...
Read More...
ମୟୁରଭଞ୍ଜ : କାରଞ୍ଜିଆ ଓକିଲ ସଂଘ କାର୍ଯ୍ୟାଳୟରେ ଇ-ପାଠାଗାର ଉଦଘାଟିତ।। ଭରଚୁଆଲ ମାଧ୍ୟମରେ ଉଦଘାଟନ କଲେ…
ମୟୁରଭଞ୍ଜ : ୨୧/୨ (ସତ୍ୟାନ୍ୟୁଜ) କରଞ୍ଜିଆ କଚେରୀ ପରିସରରେ ଥିବା ଓକିଲ ସଂଘ କାର୍ଯ୍ୟାଳୟରେ ଇ- ପାଠାଗାର ଉଦଘାଟିତ ହୋଇଯାଇଛି। ମଙ୍ଗଳବାର ଦିନ ଭରଚୁଆଲ ମାଧ୍ୟମରେ ସୁପ୍ରିମକୋର୍ଟ ଜଜ୍ କେ ଏମ୍ ଜସେଫ୍ ଏହାକୁ ଉଦଘାଟନ କରିଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ ମୁରଲିଧର ଏବଂ ସମସ୍ତ!-->…
Read More...
Read More...
ମୟୁରଭଞ୍ଜ : ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ। ଅଭିଯୋଗ ଗୁଡିକର ତ୍ୱରିତ ସମାଧାନ ଲାଗି…
ମୟୁରଭଞ୍ଜ : ୨୧/୨ ( ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଏହି ଜନଶୁଣାଣି ରେ ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଅଧ୍ୟକ୍ଷତା କରିଥିଲେ। କାରଞ୍ଜିଆ!-->…
Read More...
Read More...
ରାଜଗାଙ୍ଗପୁର : ସଶସ୍ତ୍ର ଡକାୟତିରେ ଲିପ୍ତ ଥିବା ୯ ଜଣ ଡକାୟତ ଗିରଫ।। ୧୦ ଲକ୍ଷ ଟଙ୍କାର ଲୁଟ୍ ସାମଗ୍ରୀ ଜବତ।
ରାଜଗାଙ୍ଗପୁର : ୨୧/୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ପୋଲିସ ୯ ଜଣ ଡକାୟତଙ୍କୁ ଗିରଫ କରିବା ରେ ସଫଳ ହୋଇଛି। ଗିରଫ ଡକାୟତଙ୍କ ଠାରୁ ପ୍ରାୟ ଦଶ ଲକ୍ଷ ଟଙ୍କାର ଲୁଟ୍ ହୋଇଥିବା ଅଲମୁନିୟମ ତାର ଜବତ କରାଯାଇଛି। ଏହା ସହ ଚୋରିରେ ବ୍ୟବହୃତ ଏକ ପିକଅପ ଭ୍ୟାନ, ୪ ଟି ମୋବାଇଲ ସହ!-->…
Read More...
Read More...