Browsing Category
ଓଡିଶା
ରାଉରକେଲା : ୧୨ ଘଣ୍ଟିଆ ରାଉରକେଲା ବନ୍ଦର ଆଂଶିକ ପ୍ରଭାବ।। ସୁପର ସ୍ପେସିଆଲିଟି ହସପିଟାଲକୁ
ଆପଲୋକୁ ହସ୍ତାନ୍ତର…
ରାଉରକେଲା : ୧/୩ (ସତ୍ୟାନ୍ୟୁଜ) ରାଉରକେଲା ସୁପର ସ୍ପେସିଆଲିଟି ହସପିଟାଲକୁ ଆପୋଲୋ ହସପିଟାଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାକୁ ବିରୋଧ କରିଛି ରାଉରକେଲା ନାଗରିକ ସୁରକ୍ଷା ସମିତି। ପ୍ରତିବାଦରେ ବୁଧବାର ଦିନ ସମିତି ପକ୍ଷରୁ ୧୨ ଘଣ୍ଟିଆ ରାଉରକେଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ!-->…
Read More...
Read More...
ସୁନ୍ଦରଗଡ଼ : ବଡ଼ଗାଁ ଫରେଷ୍ଟ ରେଞ୍ଜ ର ଗେଲେବାହଲ ଗାଁରେ ପଶିଲା ବାଘ।। ଗ୍ରାମବାସୀ ଆତଙ୍କିତ।। ବନବିଭାଗ କର୍ମଚରୀଙ୍କ…
ସୁନ୍ଦରଗଡ଼ : ୧/୩ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜର ଗେଲେବାହାଲ ଗାଁ ରେ ବୁଧବାର ଦିନ କଲରାପତରିଆ ବାଘ ପଶି ଯିବାରୁ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବାଘଟି ଜଣଙ୍କ ବାଡି ପଟେ ପଶୁଥିବା ବେଳେ ଘର ମାଲିକ ଦେଖି ପାଟି କରିବା ପରେ ଗାଁ ଲୋକ ମାନେ!-->…
Read More...
Read More...
ରାଉରକେଲା : ବିଭିନ୍ନ ଦାବି ନେଇ ୱେସ୍କୋ ଏମ୍ପ୍ଲେଇଜ ଜଏଣ୍ଟ ଫୋରମର ବିକ୍ଷୋଭ ପ୍ରଦର୍ଶନ।। ଗ୍ରାହକ ସେବା ଉପରେ ଗୁରୁତ୍ୱ…
ରାଉରକେଲା ୨୯/୨(ସତ୍ୟାନ୍ୟୁଜ) ଓ୍ବେସକୋ ଏମ୍ପ୍ଲଇଜ୍ ଜଏଣ୍ଟ ଫୋରମ୍ ଦ୍ବାରା ଜେଲ୍ ରୋଡସ୍ଥିତ ଇଲେକ୍ଟ୍ରିକାଲ ସର୍କଲ ପରିସରରେ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମୁଖ୍ୟ ଦାବିଗୁଡିକ ମଧ୍ୟରେ କର୍ମଚାରୀ ଓ ଅଧିକାରୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଦୃଢ଼ ଆଇନ ପ୍ରଣୟନ!-->…
Read More...
Read More...
ସୁନ୍ଦରଗଡ଼ : ଜିଲ୍ଲା ପ୍ରଶାସନ ପକ୍ଷରୁ କୁତ୍ରା ବ୍ଲକରେ ଯୁଗ୍ମ ଜନ ଶୁଣାଣି।। ୧୧୨ ଟି ମାମଲାରୁ ୩୦ଟିର ତୁରନ୍ତ…
ସୁନ୍ଦରଗଡ଼ : ୨୭/୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୁତ୍ରା ବ୍ଲକରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ଆୟୋଜିତ ଏହି ଜନଶୁଣାଣିରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ଏସପି ପ୍ରତ୍ୟୁଷ ଦିବାକର ଯୋଗ ଦେଇ ସାଧାରଣ ଲୋକଙ୍କ!-->…
Read More...
Read More...
ରାଉରକେଲା : ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରପଡିଲେ ସହକାରୀ ପୋଷ୍ଟ ମାଷ୍ଟର। ମଧ୍ୟସ୍ଥି ଏଜେଣ୍ଟ…
ରାଉରକେଲା : ୨୭/୨ (ସତ୍ୟାନ୍ୟୁଜ) ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ସିବିଆଇ ଜାଲ ରେ ପଡିଲେ ରାଉରକେଲା ମୁଖ୍ୟ ଡାକଘର ର ସହକାରୀ ପୋଷ୍ଟ ମାଷ୍ଟର। ଏହଛଡ଼ା ଲାଞ୍ଚ ନେଣଦେଣ ରେ ମଧ୍ୟସ୍ଥତା କରୁଥିବା ଏଜେଣ୍ଟ ମଧ୍ୟ ସିବିଆଇ ହାତରେ ଧରା ପଡିଛନ୍ତି। ସିବିଆଇ ସହକାରୀ ପୋଷ୍ଟ ମାଷ୍ଟର ଏବଂ ଏଜେଣ୍ଟ!-->…
Read More...
Read More...
ସୁନ୍ଦରଗଡ଼ : ଘରେ ନିଆଁ ଲାଗି ଯିବାରୁ ୨ ଜଣ ଯୁବକ ଜୀବନ୍ତ ଦଗ୍ଧ।। ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଅନୁମାନ।।…
ସୁନ୍ଦରଗଡ଼ : ୨୭/୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଟାଉନଥାନା ଲୁହୁରାଢିପା ରେ ଏକ ଘରେ ନିଆଁ ଲାଗିବା ଫଳରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ଶୋଇଥିବା ଅବସ୍ଥାରେ ନିଆଁ ଲାଗିଥିବାରୁ ଧୁଆଁ ରେ ଶ୍ୱାସରୁଦ୍ଧ ହୋଇ ଉଭୟଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସୂଚନା ଅନୁଯାୟୀ କିଞ୍ଜିରିକେଲା!-->…
Read More...
Read More...
ରାଉରକେଲା : ଡିଏଭି ପୋଖରୀ ରେ ପାଣିରେ ବୁଡି ନିଖୋଜ ହୋଇଥିବା ଯୁବକର ଶବ ଉଦ୍ଧାର।। ପୋଲିସ ତଦନ୍ତ ଜାରି।
ରାଉରକେଲା: ୨୭/୨(ସତ୍ୟାନ୍ୟୁଜ) ଡିଏଭି ପୋଖରୀରେ ରବିବାର ସନ୍ଧ୍ୟାରେ ପାଣିରେ ବୁଡି ନିଖୋଜ ଯୁବକ ଆକାଶ ଟପ୍ପୋ ର ଶବ ଆଜି ସକାଳେ ପୋଖରୀରୁ ଉଦ୍ଧାର କରାଯାଇଛି। ଫାୟାର ବ୍ରିଗେଡ଼ ଟିମ ଗତକାଲି ରାତିରେ ଖୋଜି ଅକାଶକୁ ପାଇ ନଥିବା ବେଳେ ଆଜି ସକାଳେ ଶବ ଉଦ୍ଧାର କରିଛନ୍ତି।ସୂଚନା ଅନୁଯାୟୀ,!-->…
Read More...
Read More...
ରାଉରକେଲା/କୋଇଡା : ଆଖିବୁଜା ଗୁଳି ମାଡରେ ଜଣେ ମୃତ , ଜଣେ ଗୁରୁତର।। ଏପର୍ଯ୍ୟନ୍ତ କେହି ଗିରଫ ହୋଇ ନାହାନ୍ତି।।ପୋଲିସର…
ରାଉରକେଲା/କୋଇଡା : ୨୭/୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ମାଲଦା ସରକାରୀ ଧର୍ମକଣ୍ଟା ନିକଟରେ ରବିବାର ସନ୍ଧ୍ୟାରେ ହୋଇଥିବା ଗୁଳି ମାଡ ଘଟଣାରେ ଏପର୍ଯ୍ୟନ୍ତ କେହି ଗିରଫ ହୋଇନାହାନ୍ତି। ଆଜି ସକାଳେ ରାଉରକେଲା ଏସ୍ ପି ଘଟଣା ସ୍ଥଳକୁ ଯାଇଛନ୍ତି। ସାଇଣ୍ଟିଫିକ!-->…
Read More...
Read More...
ମୟୁରଭଞ୍ଜ : ରାଇରଙ୍ଗପୁର ଟାଉନ ଥାନାରେ ଆମ ପୋଲିସ ସମିତି ବୈଠକ।। ବିଭିନ୍ନ ସମସ୍ୟା ଉପରେ ଆଲୋଚନା।
ମୟୁରଭଞ୍ଜ : ୨୬/୨ (ସତ୍ୟାନ୍ୟୁଜ)(ଶ୍ୟାମଳେନ୍ଦୁପରିଡା) ରାଇରଙ୍ଗପୁର ସହରାଞ୍ଚଳ ଥାନାରେ ରବିବାର ଦିନ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ସ୍ବର୍ଣ୍ଣଲତା ମିଞ୍ଜଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ!-->…
Read More...
Read More...
ରାଉରକେଲା : ଆଇ ଏମ୍ ଏ ଓଡିଶା ଶାଖାର ୭୨ତମ ବାର୍ଷିକ ଉତ୍ସଵ ସମ୍ପନ।।
ନିମ୍ନ ସ୍ତରରୁ ରୋଗୀଙ୍କ ସେବା ପାଇଁ ସଙ୍କଳ୍ପ।
ରାଉରକେଲା : ୨୬/୨(ସତ୍ୟାନ୍ୟୁଜ) ଇଣ୍ଡିଆନ ମେଡିକାଲ ଆସୋସିଏସନ ଓଡିଶା ଶାଖାର ୭୨ ତମ ବାର୍ଷିକ ଉତ୍ସବ ରାଉରକେଲାରେ ଅନୁଷ୍ଠିତ ହୋଇଯାଇଛି। ଦଣ୍ଡିଆପାଲି ଜେ ପି ହସପିଟାଲ କନଭେନସନ୍ ହଲରେ ଅୟୋଜିତ ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଡାକ୍ତର ମାନେ ଯୋଗ ଦେଇଥିଲେ।!-->…
Read More...
Read More...