Browsing Category

ଓଡିଶା

ରାଉରକେଲା : ଏସ୍ ପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଶତାଧିକ ବିଜେପି କର୍ମକର୍ତ୍ତା ଗିରଫ।। ବିଜେପି…

ରାଉରକେଲା : ୪/୨(ସତ୍ୟାନ୍ୟୁଜ) ରାଉରକେଲା ଏସ୍ ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ୧୦୦ ରୁ ଉର୍ଦ୍ଧ୍ବ ବିଜେପି କର୍ମକର୍ତ୍ତାଙ୍କୁ ପୋଲିସ ଅଟକ ରଖିଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଅବନ୍ନତି ଅଭିଯୋଗ କରି ଗତ ୨୮ ତାରିଖରେ ବିଜେପିର ବିଧାନସଭା ଘେରାଉ
Read More...

ରାଇରଙ୍ଗପୁର : ସାନଚମ୍ପାଉଦା ଠାରେ ଆଦିବାସୀ ନୃତ୍ୟ ପ୍ରତିଯୋଗୀତା ଅୟୋଜିତ।। ହୋ ଏବଂ ସାନ୍ତାଳୀ ବାଦା ବାଦୀ ନୃତ୍ୟ…

ମୟୁରଭଞ୍ଜ : ୪/୨(ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ରାଇରଙ୍ଗପୁର ସହର ନିକଟସ୍ତ ସାନ ଚମ୍ପାଉଦା ଠାରେ ଚତୁର୍ଥ ଆଦିବାସୀ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କିଙ୍ଗ କୋବ୍ରା କ୍ଲବ୍ ର ସଭାପତି ଆଶିଷ ଦିଗିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭବେ
Read More...

ମୟୁରଭଞ୍ଜ : ରାଇରଙ୍ଗପୁର ରେ କର୍ଣ୍ଣ ସମସ୍ୟା ଉପରେ ଏକ ସ୍ୱାସ୍ଥ୍ୟ ଶିବିର।। ଅଧିକ ଚିକିତ୍ସା ଲାଗି ୫୮ ଜଣଙ୍କୁ…

ରାଇରଙ୍ଗପୁର : ୩/୨(ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ସୂର୍ଯ୍ୟୋଦୟ ଫାଉଣ୍ଡେସନ ପକ୍ଷରୁ ରାଇରଙ୍ଗପୁର କଲ୍ୟାଣ ମଣ୍ଡପ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅୟୋଜିତ ହୋଇଯାଇଛି। ଏହି ଶିବିରରେ ବିଶେଷ କରି କର୍ଣ୍ଣ ର ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଭୁବନେଶ୍ବରରୁ କର୍ଣ୍ଣ ,
Read More...

ରାଉରକେଲା : ଉଦିତନଗର ଥାନାରେ ବିଜେପି ପକ୍ଷରୁ ଏତେଲା।। ବିଜେପି ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ପୋଲିସ ମାଡ଼…

ରାଉରକେଲା : ୩/୨ (ସତ୍ୟାନ୍ୟୁଜ) ଭୁବନେଶ୍ୱରରେ ବିଜେପି ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କ ଉପରେ ୨୮ ଫେବୃଆରୀ ରେ ପୋଲିସ ଯୋଜନାବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ଆଜି ରାଉରକେଲା ଉଦିତନଗର ଥାନାରେ ଏକ ଏତେଲା ଦିଆଯାଇଛି। ଓଡିଶା ପୋଲିସ ଡିଜି , ଭୁବନେଶ୍ୱର ଡିସିପି ,
Read More...

ସୁନ୍ଦରଗଡ଼ : ବଣାଇ ରେ ଖଣ୍ଡାଧାର ମହୋତ୍ସବ ଉଦଘାଟିତ।। ସାଂସ୍କୃତିକ ଶୋଭାଯାତ୍ରାର ଆୟୋଜନ।

ବଣାଇ : ୩/୨(ସତ୍ୟାନ୍ୟୁଜ)ସୁନ୍ଦରଗଡ଼ ଜିଲ୍ଲା ବଣାଇ ବହୁମୁଖୀ ଖେଳ ପଡିଆ ଠାରେ ୧୩ତମ ଖଣ୍ଡାଧାର ମହୋତ୍ସବ ଉଦଘାଟିତ ହୋଇଯାଇଛି। ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ ଏହି ମହୋତ୍ସବକୁ ଉଦଘାଟନ କରିଥିଲେ। ବାବା ବାଣେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା ପରେ ସ୍ଥାନୀୟ କଳାକାରଙ୍କ ପକ୍ଷରୁ ଏକ
Read More...

ମୟୁରଭଞ୍ଜ : ୫ ଟି ସଚିବ ଭି କେ ପାଣ୍ଡିଆନ୍ ନ୍କ ରାଇରଙ୍ଗପୁର ଗସ୍ତ।। ବିଭିନ୍ନ ପ୍ରକଳ୍ପର ସମୀକ୍ଷା।

ରାଇରଙ୍ଗପୁର : ୩/୨(ସତ୍ୟାନ୍ୟୁଜ) 5 T ସଚିବ ଭି କେ ପାଣ୍ଡିୟାନ୍ ରାଇରଙ୍ଗପୁର ଗସ୍ତରେ ଆସି କେତେକ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରି ଫେରି ଯାଇଛନ୍ତି। ଦାଣ୍ଡବୋଷରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ସ୍ଥଳ ପରିଦର୍ଶନ କରିବା ପରେ ରାଇରଙ୍ଗପୁର ସହରର ହାଟବନ୍ଧ ନିରୀକ୍ଷଣ
Read More...

ରାଉରକେଲା : ଗୋଷ୍ଠୀ ସହଭାଗୀଙ୍କୁ ସାଇକେଲ ପ୍ରଦାନ।। ସୁଭାଷ ଚନ୍ଦ୍ର ବୋଷ ପାର୍କରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୧…

ରାଉରକେଲା : ୩/୨(ସତ୍ୟାନ୍ୟୁଜ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି । ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର କର୍ମୀ,
Read More...

ରାଉରକେଲା : ଶ୍ରୀ ଶ୍ୟାମ ବାବାଙ୍କ ୪୧ ତମ ଫାଗୁନ ମହୋତ୍ସବ ଆରମ୍ଭ।। ଆସନ୍ତାକାଲି ନିଶାନ ଯାତ୍ରା।

ରାଉରକେଲା : ୨/୨(ସତ୍ୟାନ୍ୟୁଜ) ରାଉରକେଲା ବିର୍ସ। ଡାହାର ରୋଡ ସ୍ଥିତ ଶ୍ୟାମ ମନ୍ଦିରରେ ୪୧ତମ ଶ୍ରୀ ଶ୍ୟାମ ଫାଗୁନ୍ ମହୋତ୍ସବ ଆରମ୍ଭ ହୋଇଛି। ଏହି ତିନି ଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିନରେ ବାବାଙ୍କ ମଙ୍ଗଳ ପାଠ କାର୍ଯ୍ୟକ୍ରମ ହୋଇଥିଲା। ଝାଡଖଣ୍ଡ ଚକ୍ରଧରପୁରର ଧର୍ମେନ୍ଦ୍ର ଜୀ
Read More...

ମୟୁରଭଞ୍ଜ : କେନ୍ଦ୍ର ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ନଦୀ ଉତ୍ସବ କାର୍ଯ୍ୟକ୍ରମ ଅୟୋଜିତ।। କରଞ୍ଜିଆ ଦେଓ ନଦୀ…

ମୟୁରଭଞ୍ଜ : ୨/୨ (ସତ୍ୟାନ୍ୟୁଜ) ଶ୍ୟାମଳେନ୍ଦୁ ପରିଡା) କେନ୍ଦ୍ର ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ 'ନଦୀ ଉତ୍ସବ' ଅନୁଷ୍ଠିତ ହୋଇଯାଇଛି। କରଞ୍ଜିଆ ବ୍ଲକ ହାତିବାରିର ଦେଓ ନଦୀ କୂଳରେ ଏହି ଉତ୍ସବ ଅନୁଷ୍ଠିତ ହୋଇଛି।ଯୁବ ନେତା ଲୁନା ମିଶ୍ର ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ଆୟୋଜିତ
Read More...

ରାଉରକେଲା : ଆଜିଠାରୁ ପ୍ଲସ ୨ ପରୀକ୍ଷା ଆରମ୍ଭ ହେଲା।। ୨ ବର୍ଷ ପରେ ଅଫ୍ ଲାଇନ ପରୀକ୍ଷା ହେଉଥିବାରୁ ଛାତ୍ରଛାତ୍ରୀଙ୍କ…

ରାଉରକେଲା : ୧/୩ (ସତ୍ୟାନ୍ୟୁଜ) ରାଉରକେଲାର ବିଭିନ୍ନ କଲେଜରେ ଆଜିଠାରୁ ପ୍ଲସ 2 ପରୀକ୍ଷା ଆରମ୍ଭ ହୋଇଛି। ଏହି ପରୀକ୍ଷା ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ସହରର ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ , ହୃଷିକେଶ ରାୟ ମହାବିଦ୍ୟାଳୟ , ମୁନିସିପଲ କଲେଜ ସମେତ ବିଭିନ୍ନ କଲେଜ ରେ ଏହି
Read More...